ଆଳୁ ଖୋଳୁ ଖୋଳୁ ମହାଦେବ, ସ୍ୱାମୀ ସ୍ତ୍ରୀଙ୍କ କଳି ଖୋଲିଦେଲା ସବୁ ଗୁମର
ବାଲେଶ୍ୱର (କେନ୍ୟୁଜ): କଥାରେ ଅଛି ଆଳୁ ଖୋଳୁ ଖୋଳୁ ମହାଦେବ । ହଁ ଠିକ୍ ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ସବୁ ଗୁମର ଖୋଲିଦେଇଛି ସ୍ୱାମୀ ସ୍ତ୍ରୀଙ୍କ କଳି । ବାଲେଶ୍ଵର ଟାଉନ୍ ଥାନା ଅଧୀନ ବାରବାଟି ଅଞ୍ଚଳର ଏହି ଘଟଣା ଏବେ ସବୁଠି ଚର୍ଚ୍ଚା । ସ୍ଥାନୀୟ ବାରବାଟି ଅଞ୍ଚଳର ମୁକ୍ତି…