ରାଜଧାନୀରେ ଲୋକଙ୍କୁ ବୋକା ବନାଉଥିଲେ ନକଲି ପୋଲିସ, ରତ୍ନ ପଥର ଦେଇ ନେଉଥିଲେ ସୁନା

ଭୁବନେଶ୍ୱର(କେନ୍ୟୁଜ୍‌): କମିଶନରେଟ ପୋଲିସ ହାତରେ ନକଲି ପୋଲିସ ଗ୍ୟାଙ୍ଗ । ରତ୍ନ ପଥର, ଚଷମା ବିକିବା ଆଳରେ ଲୋକଙ୍କୁ ଲୁଟୁଥିଲେ ଏହି ଲୁଟେରା । ଇରାନରୁ ଆସି ବିଗତ ୯ ପିଢ଼ି ହେଲା ସେମାନେ ମଧ୍ୟପ୍ରଦେଶରେ ରହୁଥିଲେ। କେତବେଳେ ରତ୍ନପଥର ବିକ୍ରି କରୁଥିଲେ ତ ଆଉ କେତବେଳେ ଚଷମା ବିକ୍ରି…

ବିଷାକ୍ତ ଧୂଆଁ ଏବଂ ପ୍ରଦୂଷଣରେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଲେ କିପରି ନିଜକୁ ବଞ୍ଚାଇବେ ଜାଣନ୍ତୁ ଉପାୟ….

ବିଷାକ୍ତ ବାୟୁ ଏବଂ ପ୍ରଦୂଷଣ ଯୋଗୁଁ ଲୋକମାନେ ଶ୍ୱାସ ନେବାରେ ଅସୁବିଧା କରନ୍ତି । ଯେତେବେଳେ ଆପଣ ନିଶ୍ୱାସ ପ୍ରଶ୍ୱାସ ଅନୁଭବ କରନ୍ତି, ସେତେବେଳେ ଲାଗେ ଯେପରି ଶରୀରରେ ଅମ୍ଳଜାନ କମିଯାଉଛି । ବିଶେଷ କରି ଏଭଳି ପରିସ୍ଥିତିରେ ଶ୍ୱାସରୋଗୀମାନଙ୍କୁ ନିଜ ପାଇଁ ବହୁତ ଯତ୍ନ ନେବାକୁ ପଡ଼ିବ ।…

ଗୁପ୍‌ଚୁପ୍‌ ବିକି ଦିନେ ହେବି ମୁଁ କୋଟିପତି

ଯେତେବେଳେ ପାଟି ଖୋଜେ କିଛି ଚଟପଟା ଖାଦ୍ୟ ସେତେବେଳେ ମନେ ପଡ଼େ ଗୁପଚୁପ୍‌ କଥା । ଆଉ ଯଦି କେଉଁଠି ସୁଆଦିଆ ଗୁପଚୁପ୍‌ କଥା ଉଠେ ତେବେ ମନ ଟାଣି ନିଏ ସେହି ଜାଗାକୁ ସେ ତେଣିକି ଯେତେ ଦୂର ହେଉ ପଛେ ସେଠି ଯାଇ ପହଞ୍ଚି ଯାଆନ୍ତି ଖାଦ୍ୟ ପ୍ରେମୀ । ହେଲେ ଆଜି ଆମେ ଯେଉଁ ଗୁପଚୁପ ବିକାଳି ବାବୁଙ୍କ…

ରାତିରେ ଶୋଇବା ପୂର୍ବରୁ ଖାଆନ୍ତୁ ଗୁଡ଼, ଶରୀରକୁ ମିଳିଥାଏ ଅନେକ ଫାଇଦା

ଆମେ ସମସ୍ତେ ଜାଣୁ ଯେ ଗୁଡ଼ ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ । ସର୍ବୋତ୍ତମ ଅଂଶ ହେଉଛି ଆପଣ ଏହାକୁ ଅନେକ ଉପାୟରେ ଖାଇପାରିବେ । କିଛି ଲୋକ ଗୁଡ଼ ଚା ପିଇବାକୁ ପସନ୍ଦ କରନ୍ତି, କେହି କେହି ଏହାକୁ ପରଟା ସହିତ ଖାଇଥା’ନ୍ତି, ଆଉ କେତେକ ଏହାକୁ ଖାଦ୍ୟ ଖାଇବା ପରେ ମିଠା ଭାବରେ ଖାଇଥା’ନ୍ତି…

କନିଆଁ ଘରେ ବାଜୁଥିଲା ଶାହାନାଇ ହେଲେ ପହଞ୍ଚିଲେନି ବରଯାତ୍ରୀ, ବେଦୀକୁ ଯିବା ଆଗରୁ କୁଆଡ଼େ ଗଲା ବର ଜାଣନ୍ତୁ

ବାଜୁଥିଲା ବାଜା ଫୁଟୁଥିଲା ବାଣ । ସେପଟେ ହାତରେ ମେହେନ୍ଦି ପାଦରେ ଅଳତା ପିନ୍ଧି ନବବଧୂ ବେଶରେ ସଜେଇ ହୋଇ ବସିଥିଲା କନିଆ । ବର ଆସିବ ଆଉ ବେଦୀ ଉପରେ ହାତରେ ହାତଗଣ୍ଠି ପଡ଼ି ତାର ବିବାହ ହେବ । ପରିବାର ଲୋକେ ମଧ୍ୟ ମଣ୍ଡପ ପାଖରେ ବର ଆଉ ବରଯାତ୍ରୀ ଆସିବା ବାଟକୁ ଚାହିଁ ରହିଥିଲେ । ହେଲେ ଅଧା…

କେକ୍‌ କେମିତି ନେଲା ନାବାଳିକାର ଜୀବନ, ସାମ୍ନାକୁ ଆସିଲା ରିପୋର୍ଟ

ଜନ୍ମ ଦିନରେ କେକ୍‌ ଖାଇ ମୃତ୍ୟୁ ଘଟଣା । ସାମ୍ନାକୁ ଆସିଲା ସାଂଘାତିକ ସତ୍ୟ । ପଞ୍ଜାବରେ ଜନ୍ମଦିନରେ କେକ୍‌ ଖାଇବା ପରେ ୧୦ ବର୍ଷର ଝିଅର ମୃତ୍ୟୁ ଘଟିଥିଲା । ଏହା ପରେ କେକ୍ ଦୋକାନର ମାଲିକଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଏହି ଘଟଣା ପରେ କାନ୍ଦି କାନ୍ଦି ଦୁଃଖରେ ଭାଙ୍ଗି ପଡ଼ିଥିଲେ…

କଂଗ୍ରେସକୁ ମୋଦିଙ୍କ ଟାର୍ଗେଟ, କହିଲେ  ଲୋକଙ୍କ ଘର ଓ ସୁନା ନେଇଯିବ କଂଗ୍ରେସ

କଂଗ୍ରେସ ନେଇଯିବ ଲୋକଙ୍କ ସଂପତ୍ତି । ଘର ନେଇଯିବ, ସୁନା ନେଇ ଯିବ । ଏମିତି କହି କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆଜି ଉତ୍ତର ପ୍ରଦେଶ ଆଲିଗଡ଼ରେ ପ୍ରଚାର କରି ମୋଦି କହିଥିଲେ ଆପଣଙ୍କ ରୋଜଗାର ଓ ସମ୍ପତ୍ତି ଉପରେ କଂଗ୍ରେସ ଓ ଇଣ୍ଡିମେଣ୍ଟର ଆଖି । ମହିଳାଙ୍କ…

ନାମାଙ୍କନ ଭରିଲେ ପ୍ରଦୀପ ମାଝୀ

ନବରଙ୍ଗପୁର (କେନ୍ୟୁଜ୍‌): ନାମାଙ୍କନ ଭରିଲେ ପ୍ରଦୀପ ମାଝୀ । ନବରଙ୍ଗପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ ଆଜି ଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଆଜି ଶୁଭ ସମୟ ଦେଖି ନାମାଙ୍କନ ଦାଖଲ କରିଛନ୍ତି । ବିନା ଶୋଭାଯାତ୍ରାରେ ଆସି ପ୍ରଦୀପ ନିଜ ପ୍ରାର୍ଥୀ ପତ୍ର…

ଶିମିଳିପାଳ ଅଭୟାରଣ୍ୟରେ ଲାଗିଛି ନିଆଁ, ବିପଦରେ ବନ୍ୟଜନ୍ତୁ ଏବଂ ମୂଲ୍ୟବାନ ଗଛ

ମୟୁରଭଞ୍ଜ(କେନ୍ୟୁଜ୍‌): ଚିନ୍ତା ବଢାଇଲାଣି ବନାଗ୍ନି । ବିପଦରେ ଜଙ୍ଗଲ । ଅଣାୟତ୍ତ ବନାଗ୍ନି । ୨୭୫୦ ବର୍ଗ କିଲୋମିଟର ଶିମିଳିପାଳ ଅଭୟାରଣ୍ୟ ଏବେ ବିପଦରେ । କାରଣ ଶିମିଳିପାଳ ଅଭୟାରଣ୍ୟରେ ଲାଗିଛି ନିଆଁ । ଗୋଟିଏ ପାହାଡ଼ରୁ ଆଉ ଗୋଟିଏ ପାହାଡ଼କୁ ନିଆଁ ମାଡି ଚାଲିଛି । ଗତକାଲି ଶିମିଳିପାଳର…

ଗଞ୍ଜାମ ଜିଲ୍ଲାର ୨ ବ୍ଲକ ଅଧ୍ୟକ୍ଷ ଦେଲେ ଇସ୍ତଫା

ଗଞ୍ଜାମ(କେନ୍ୟୁଜ୍‌): ଇସ୍ତଫା ଦେଲେ ଗଞ୍ଜାମ ଜିଲ୍ଲାର ଦୁଇଟି ବ୍ଲକର ଅଧ୍ୟକ୍ଷ । ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ଦୈତାରୀ ବେହେରା ଓ କବିସୂର୍ଯ୍ୟନଗର ବ୍ଲକ ଅଧ୍ୟକ୍ଷ ଜ୍ୟୋତିର୍ମୟୀ ସ୍ବାଇଁ ଇସ୍ତଫା ଦେଇଛନ୍ତି । ଇସ୍ତଫା ପଛର କାରଣ ବ୍ୟକ୍ତିଗତ ବୋଲି ଉଭୟ ଉଲ୍ଲେଖ କରିଛନ୍ତି । ଦୈତାରୀ ବେହେରା…

ରତନ ଟାଟାଙ୍କୁ ସମ୍ମାନଜନକ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ-୨୦୨୧ ପ୍ରଦାନ କଲେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ…

ଭୁବନେଶ୍ୱର(କେନ୍ୟୁଜ୍‌): ବିଶ୍ୱର ବିଶିଷ୍ଟ ଶିଳ୍ପପତି, ସମାଜସେବୀ ତଥା ଟାଟାଗ୍ରୁପ୍‍ର ଚେୟାରମ୍ୟାନ୍‍ ଏମେରିଟସ୍‍ ରତନ ଟାଟାଙ୍କୁ ସମ୍ମାନଜନକ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ ୨୦୨୧ ପ୍ରଦାନ କରାଯାଇଛି । ଆଜି ମୁମ୍ବାଇସ୍ଥିତ ରତନ ଟାଟାଙ୍କ ବାସଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ…

ଓଡ଼ିଶା ଗସ୍ତରେ ରାହୁଲ ଗାନ୍ଧୀ, କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ

ଭୁବନେଶ୍ୱର(କେନ୍ୟୁଜ୍‌): ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ । କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ରାହୁଲ । ଏପ୍ରିଲ ୨୮ରେ ସାଲେପୁରରେ ଜନସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ମେ’ ୩ରେ ରାୟଗଡ଼ା ଗସ୍ତରେ ମଧ୍ୟ ଆସିବେ ରାହୁଲ । ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ଏନେଇ ସୂଚନା…