MDH ଓ ଏଭରେଷ୍ଟ ମସଲା ବିକ୍ରି ବ୍ୟାନ, ମସଲାରେ କୀଟନାଶକ ଏଥିଲିନ ଅକ୍ସାଇଡ ଥିବା ଅଭିଯୋଗ

ସିଙ୍ଗାପୁର ପରେ ହଂକଂରେ MDH ଓ ଏଭେରେଷ୍ଟର କିଛି ମସଲା ବିକ୍ରି ଉପରେ ଲାଗିଲା ବ୍ୟାନ । ମସଲାରେ କୀଟନାଶକ ଏଥିଲିନ ଅକ୍ସାଇଡ ଥିବା ସୂଚନା ମିଳିଛି । MDH କମ୍ପାନୀର ତିନି ମସାଲା ମଦ୍ରାସ କରି ପାଉଡର, ସମ୍ବାର ମସଲା ଓ କରି ପାଉଡରରେ ଏଥିଲିନ ଅକ୍ସାଇଡର ପରିମାଣ ଅଧିକ ଥିବା ଜଣାପଡିଛି ।…

ଆସନ୍ତା ୨୪ ଘଣ୍ଟା ପାଇଁ ୨୨ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା

ଭୁବନେଶ୍ୱର(କେନ୍ୟୁଜ୍‌): ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଲା ରାଜଧାନୀ ଭୁବନେଶ୍ବର । ଆଜି ଭୁବନେଶ୍ବରରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୩.୮ ଡିଗ୍ରୀ ସେଲସିଅସ ରୋକର୍ଡ କରାଯାଇଛି । ଦିନ ୨ଟା ୩୦ ସୁଦ୍ଧା ଏହି ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ବର ପଛକୁ ବାଲେଶ୍ବର ତାପମାତ୍ରା…

ଲଙ୍କାପୋଡ଼ି ଯାତ୍ରାର ଗଣ୍ତାବଧ ଉତ୍ସବରେ ଯୋଗ ଦେଲେ କନ୍ଧମାଳ ସାଂସଦ ଡ଼ ଅଚ୍ୟୁତ ସାମନ୍ତ

ଦଶପଲ୍ଲା(କେନ୍ୟୁଜ୍‌): ଦଶପଲ୍ଲାର ଲଙ୍କାପୋଡ଼ି ଯାତ୍ରାର ଅନ୍ୟତମ ପ୍ରମୁଖ ଆକର୍ଷଣ ହେଉଛି ଗଣ୍ତାବଧ ଉତ୍ସବ । ପାରମ୍ପରିକ ରୀତିନୀତିରେ ଏହି ଉତ୍ସବ ପାଳନ କରାଯାଇଛି । ଗଣ୍ତାବଧ କାର୍ଯ୍ୟକ୍ରମ ଏକ ସୁନ୍ଦର ଉପାଖ୍ୟାନ ସୂର୍ଯ୍ୟବଂଶର ପ୍ରଥା ଅନୁଯାୟୀ, ବିବାହ ପରେ ପିତୃଶ୍ରାଦ୍ଧ ଦିନ ଯୁବରାଜ ଓ…

ମେକ ମାଇଁ ଟ୍ରିପ ଓ ଓୟୋକୁ ଆର୍ଥିକ ଦଣ୍ଡାଦେଶ ଦେଇଛନ୍ତି କଟକ ଖାଉଟି ଅଦାଲତ

କଟକ : ଠିକ୍‌ ରେ ସେବା ନ ଦେଲେ ଦଣ୍ଡ ଦେବ ଖାଉଟି ଅଦାଲତ । ତେଣୁ ଅତିଥିଙ୍କୁ ସେବା ଯୋଗାଇବାରେ କରନ୍ତୁନି ଅବହେଳା । ସମ୍ପୃକ୍ତ କମ୍ପାନୀଙ୍କୁ ମହଙ୍ଗା ପଡ଼ିଲା ଠିକ୍‌ ଭାବେ ସର୍ଭିସ ନ ଯୋଗାଇବା । ଏବେ ଗଣିବେ ତଣ୍ଡ । ମେକ ମାଇଁ ଟ୍ରିପ ଓ ଓୟୋ ରେ ରହିବା ପାଇଁ କରିଥିଲେ ବୁକିଂ । ବୁକିଂ…

ସନଷ୍ଟେ୍ରାକ୍‌ ରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଖାଆନ୍ତୁ ପଖାଳ ଓ କାଇ ଚଟଣୀ

ମୟୁରଭଞ୍ଜ : ଦିନକୁ ଦିନ ବଢ଼ି ଚାଲିଛି ତାତି । ଅସହ୍ୟ ତାତି ସାଙ୍ଗକୁ କଲବଲ କରୁଛି ଗରମ ଗୁଳୁଗୁଳି । ଏହି ଗରମରେ ଅନେକ ଲୋକ ସନଷ୍ଟେ୍ରାକ୍‌ ରେ ଜୀବନ ଗଲାଣି । ତେବେ ଏହି ସନଷ୍ଟେ୍ରାକ୍‌ ରୁ ରକ୍ଷା କରିବ କାଇ ଚଟଣୀ । ଏକଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଗଲେ ନା । କିନ୍ତୁ ଏକଥା ସମ୍ପୂର୍ଣ୍ଣ ସତ…

ଗଛରୁ ପଡ଼ି ଶଯ୍ୟାଶାୟୀ ଏହି ଯୁବକ, ଦୁନିଆ ସହ ସଂଘର୍ଷ କରିବା ପୂର୍ବରୁ ଜୀବନ ସହ ସଂଗ୍ରାମ କରୁଛନ୍ତି

ଏ ଶରୀର କ୍ଷଣସ୍ଥାୟୀ । ଏକଥା ଆମେ କହୁନୁ ଏ ଦୃଶ୍ୟ ଦେଖିବା ପରେ ଆପଣ ବି କହିବେ । ସତରେ ଏ ଶରୀର କିଛି ନୁହେଁ ଆଜି ଭଲ ଅଛି ତ ସବୁ କିଛି ଠିକ୍ କିନ୍ତୁ ଯଦି ଛୋଟିଆ ଅଘଟଣଟେ ଘଟି ଯାଉଛି ତେବେ ବଞ୍ଚିବା ଆମ ପାଇଁ ମୁସ୍କିଲ ହୋଇଯାଏ । ଖାସ୍ କରି ଯୁବା ଅବସ୍ଥାରେ ଯଦି କୌଣସି ଅଘଟଣ ଘଟୁଛି ତେବେ…

ଯେତେବେଳେ ପୂରା ବିଶ୍ୱରେ ଗ୍ଲୋବାଲ ଓ୍ଵାର୍ମିଙ୍ଗ ହୋଇଥାଏ, ସେତେବେଳେ କିଛି ସ୍ଥାନରେ ଅଧିକ ଥଣ୍ଡା ଅନୁଭୂତ ହୁଏ…

ଗ୍ଲୋବାଲ ୱାର୍ମିଙ୍ଗର ପ୍ରଭାବ ଉପରେ କେହି ସନ୍ଦେହ କରନ୍ତି ନାହିଁ । ସମଗ୍ର ବିଶ୍ୱରେ ତାପମାତ୍ରା ବୃଦ୍ଧି ପାଇଁ ଏହା ଦାୟୀ ବୋଲି ବିବେଚନା କରାଯାଏ । ତଥାପି ସାମ୍ପ୍ରତିକ ଶୀତରେ ଅପ୍ରତ୍ୟାଶିତ ଅଞ୍ଚଳରେ ରେକର୍ଡ ଭାଙ୍ଗିବା, ଅତ୍ୟଧିକ ଥଣ୍ଡା ଦେଖିବାକୁ ମିଳିଛି । ଏହି ବିପରୀତ ପରିସ୍ଥିତିରେ…

ମୃତ୍ୟୁ ପୂର୍ବରୁ କଏଦୀ ଏପରି ଖାଦ୍ୟ ମାଗିଥିଲେ ଯାହା ଶୁଣି ପୋଲିସ୍‌ର ହୋସ୍‌ ଉଡ଼ିଯାଇଥିଲା, ଯାହା ବଦଳରେ କେବଳ ଖାଦ୍ୟ…

ଆପଣ ସମସ୍ତେ ଜାଣନ୍ତି । ଜେଲରେ ଥିବା କଏଦୀଙ୍କୁ ଯେତେବେଳେ କୋର୍ଟ ମୃତ୍ୟୁଦଣ୍ଡାଦେଶ ଶୁଣାନ୍ତି ସେତେବେଳେ କଏଦୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଏ । ଆଉ ସେହି ସମୟରେ କଏଦୀଙ୍କୁ ତାଙ୍କର ଶେଷ ଇଚ୍ଛା ପୂରଣ ହୁଏ । ଆଉ ତାଙ୍କୁ ତାଙ୍କର ଶେଷ ଇଚ୍ଛା କଣ ପଚରାଯାଏ । ଅନେକ ଦେଶରେ କଏଦୀଙ୍କ ମୃତ୍ୟୁ…

ମଣିଷ ଯେପରି କୁକୁଡ଼ା ଅଣ୍ଡା ଖାଏ କଣ ସାପ ଅଣ୍ଡା ଖାଇପାରିବ ? ଯଦି ଖିଆଯାଏ ତେବେ ଶରୀରର ଉପରେ କଣ ପ୍ରଭାବ ପଡ଼ିବ ?

ସାପ କେତେ ବିଷାକ୍ତ ତାହା ଆପଣମାନେ ସମସ୍ତେ ନିଶ୍ଚୟ ଜାଣିଥିବେ । ସେ ଛୋଟ ସାପ ହେଉ ଅବା ବଡ଼ ସାପ । ସମାନ ଭାବରେ ଏହାର ବିଷ ମଧ୍ୟ ସେହିପରି କାମ କରିବ । କୁକୁଡ଼ାମାନଙ୍କ ପରି ସାପମାନେ ମଧ୍ୟ ଅଣ୍ଡା ଦିଅନ୍ତି । କିନ୍ତୁ ଯେପରି ଲୋକମାନେ ଚିକେନ୍ ଅଣ୍ଡା ଖାଉଛନ୍ତି, ସେମାନେ ସାପର ଅଣ୍ଡା ମଧ୍ୟ…

ନାବାଳକଙ୍କୁ ବାଲେଶ୍ୱରରୁ ଉଠାଇଲେ ଉଦଳାରେ ପକାଇ ଦେଇ ଚାଲିଗଲେ

ଉଦଳା(କେନ୍ୟୁଜ୍‌): ଟ୍ୟୁସନ ପଢିବାକୁ ଆସିଥିଲା ନାବାଳକ । କାରରେ ଯାଉଥିଲେ ୩ ଜଣ ବ୍ୟକ୍ତି। ଆଉ ତାଙ୍କୁ ବାଲେଶ୍ୱରରୁ ଉଠାଇ ନେଲେ ଆଉ ଉଦଳାରେ ନାବାଳକକୁ ରାସ୍ତା କଡରେ ପକାଇ ଦେଇ ଚାଲିଗଲେ । ତେବେ ନାବାଳକକୁ ସ୍ଥାନୀୟ ଲୋକେ ଉଦ୍ଧାର କରିବା ପରେ ସାମ୍ନାକୁ ଆସିଛି ଏଭଳି ଘଟଣା । ଆମେ ବାହାରକୁ…

ବିଶ୍ୱ ଦକ୍ଷତା କେନ୍ଦ୍ରର ୪୩ ଜଣ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ କମ୍ପାନିରେ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର : ୧୮ ଏପ୍ରିଲ, ୨୦୨୪: ଭୁବନେଶ୍ୱର ସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ତାଲିମ ପାଠ୍ୟକ୍ରମ ଶେଷ କରିଥିବା ଛାତ୍ରଛାତ୍ରୀଙ୍କୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର କମ୍ପାନିରେ ନିଯୁକ୍ତି ସୁଯୋଗ ଦିଆଯାଉଛି। ଏହି କ୍ରମରେ ୨୦୨୩-୨୪ ବ୍ୟାଚରେ ‘ସ୍କୁଲ ଅଫ୍…

ଦିନ ଦ୍ବିପହରରେ ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା

ବରଗଡ଼ (କେନ୍ୟୁଜ୍‌): ବନ୍ଧୁକ ମୁନରେ ବ୍ୟାଙ୍କରେ ଲୁଟ । ଦିନ ଦ୍ବିପହରରେ ବନ୍ଧୁକ ଦେଖାଇ ୯ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ବରଗଡ଼ ଜିଲ୍ଲା ବରପାଲି ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ହୋଇଛି ଲୁଟ । ଅପରାହ୍ନ ୩ଟାରୁ ୪ଟା ମଧ୍ୟରେ ୨ଜଣ ଦୁବୁର୍ତ୍ତ ବ୍ୟାଙ୍କରେ ପଶିଥିଲେ । ଅନ୍ୟ ଜଣେ…