ଗରମ ଦିନରେ ସୁସ୍ଥ ରହିବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଟିପ୍ସ…

ଚଳିତ ମାସରେ ଅନୁଭୂତ ହେଉଛି ପ୍ରବଳ ଖରା । ଆସନ୍ତା କିଛି ମାସ ମଧ୍ୟରେ ଉତ୍ତର ଭାରତ ଏବଂ ମଧ୍ୟ ଭାରତର ତାପମାତ୍ରା ଦ୍ରୁତ ଗତିରେ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି । ଏହି ସମୟରେ, ଉତ୍ତାପ ତରଙ୍ଗ ଏବଂ ଆର୍ଦ୍ରତା ଲୋକଙ୍କ ଦୁଃଖକୁ ଆହୁରି ବଢ଼ାଇପାରେ । ତେବେ ଏହି ତାପମାତ୍ରା ଆର୍ଦ୍ରତାକୁ…

ଡ୍ୟାନ୍ସ କଲା ବାଇଆ, ମୁଣ୍ଡ ଉପରେ ଫାୟାର ବକ୍ସ ଧରି ନାଚିଲେ ଯୁବକ

ଚାଲିଛି ବିବାହ ଋତୁ । ଏହି ବିବାହ ସମୟରେ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୁଏ । ଲୋକମାନେ ମଧ୍ୟ ସେହି ଭିଡିଓକୁ ପସନ୍ଦ କରନ୍ତି । ଯେତେବେଳେ ଦେଶର ଗୋଟିଏ ଭାଗରେ ରହୁଥିବା ଲୋକମାନେ ବିଭିନ୍ନ ସ୍ଥାନରେ ବିବାହ ସମ୍ବନ୍ଧୀୟ ରୀତିନୀତି ଦେଖନ୍ତି । ବେଳେବେଳେ ସେମାନଙ୍କୁ ଅଦ୍ଭୁତ ମନେ…

ଜିଲ୍ଲା ଦୌରାଜଜଙ୍କ ଅଦାଲତର ଦୁଇ ମହଲାରୁ ଡେଇଁଲେ କଏଦୀ

ଝାରସୁଗୁଡା(କେନ୍ୟୁଜ୍‌): ଜିଲ୍ଲା ଦୌରାଜଜଙ୍କ ଅଦାଲତର ଦୁଇ ମହଲାରୁ ଡେଇଁଲେ କଏଦୀ । ଦୁଷ୍କର୍ମ ମାମଲାରେ ବନ୍ଦୀ ଜଣକ କୋର୍ଟରେ ହାଜର ହେବାକୁ ଆସିଥିଲେ । ହେଲେ ଜିଲ୍ଲା ଦୌରାଜଜଙ୍କ ଅଦାଲତର ଦୁଇ ମହଲାରୁ ଡେଇଁ ଜୀବନ ହାରିବାକୁ ଉଦ୍ୟମ କରୁଥିଲେେ କଏଦୀ। ଏନେଇ ଗୁରୁତର ଅବସ୍ଥାରେ ତାଙ୍କୁ…

ଏହି ଜୀବ ସପ୍ତାହ ପର୍ଯ୍ୟନ୍ତ ମୁଣ୍ଡ ବିନା ବଞ୍ଚିପାରିବ ? ଜାଣନ୍ତୁ ଏହା ପଛର କାରଣ…

ବିଜ୍ଞାନ ହେଉଛି ଏକ ବିଷୟ ଯାହାର ରହସ୍ୟ ଆଜି ବି ଅକ୍ଷୁର୍ଣ୍ଣ ରହିଛି ଏହି ବିଷୟ ଉପରେ ଯେତେ ଅଧିକ ଗବେଷଣା କରାଯାଏ, ସେତେ ଅଧିକ ଆଗ୍ରହ ବଢ଼ିଥାଏ । ଆଉ ଏହି ସମସ୍ତ ବିଷୟରେ ଲୋକମାନେ ଖୋଜି ଥାଆନ୍ତି ଏବଂ ଶିଖିଥାଆନ୍ତି । ନିଜର ମନ ଏବଂ ମସ୍ତିସ୍କ ପରୀକ୍ଷା କରିବା ଏବଂ ନୂତନ ରହସ୍ୟ ଉନ୍ମୋଚନ…

ଅଫିସ୍‌ ରେ ପୁଅକୁ ନେଇ କାମ କରୁଛନ୍ତି IAS ମା, ସୋସିଆଲ୍‌ ମିଡିଆରେ ହେଉଛି ଭାଇରାଲ୍‌

ଦିନକୁ ଦିନ ବଢ଼ୁଛି ତାତି । ଗ୍ରୀଷ୍ମର ପ୍ରବାହକୁ ଦୃଷ୍ଟିରେ ରଖି ଗ୍ରୀଷ୍ମ ଛୁଟି ଆରମ୍ଭ ହେବାକୁ ଯାଉଛି । ବର୍ତ୍ତମାନ ମା'ମାନଙ୍କର ଟେନସନ ମଧ୍ୟ ବଢ଼ିବାକୁ ଯାଉଛି । କାରଣ ବର୍ତ୍ତମାନ ପିଲାମାନେ ଦିନସାରା ଘରେ ରହିବେ ଏବଂ ବହୁତ ଦୁଷ୍ଟାମୀ ମଧ୍ୟ କରିବେ । ଏଭଳି ପରିସ୍ଥିତିରେ, ଅଫିସ୍ ଏବଂ…

ସୁରଙ୍କ ଠାରେ ଲାଗିଲା କି ପୂର୍ଣ୍ଣଚ୍ଛେଦ, ଏବେ କୁଆଡ଼େ ମାଡ଼ିବେ ‘ମାଡ଼ି ଚାଲ..’ ସୁର ଭାଇ

ଆଜିର ସବୁଠାରୁ ବଡ଼ ଖବର । କଂଗ୍ରେସ ଦଳରୁ ବରିଷ୍ଠ ନେତା ସୁରେଶ ରାଉତରାୟ ବହିଷ୍କୃତ । ବିଶୃଙ୍ଖଳିତ ଅଚରଣ ଏବଂ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ତାଙ୍କୁ ୬ ବର୍ଷ ପାଇଁ କଂଗ୍ରେସ ଦଳରୁ ବହିଷ୍କାର କରାଯାଇଛି । ଏ ସମ୍ପର୍କରେ ଏଆଇସିସି ପକ୍ଷରୁ ଘୋଷଣା କରାଯାଇଛି । ନିଜ ସାନ ପୁଅ ବିଜେଡିର…

ନିଗମାନନ୍ଦଙ୍କ ନୀଳାଚଳ କୁଟୀର ଶୁଭ ପଦାର୍ପଣ ଶତବାର୍ଷିକୀ

ପୁରୀ : ପବିତ୍ର ଚାରିଧାମ ମଧ୍ୟରୁ କ୍ଷେତ୍ର ପୁରୀ ଧାମ ଅନ୍ୟତମ । ଅନେକ ମହାପୁରୁଷ, ସାଧୁସନ୍ଥ ଏହି ଧାମକୁ ଆସିଛନ୍ତି । ନୀଳାଚଳ ସାରସ୍ୱତ ସଂଘ, ପୁରୀର ପ୍ରାଣ ପ୍ରତିଷ୍ଠାତା ପରମହଂସ ସଦଗୁରୁ ସ୍ୱାମୀ ନିଗମାନନ୍ଦ ସରସ୍ୱତୀ ଏହି ଧାମରେ ନିଜ ଜୀବନର ୧୨ ବର୍ଷ କଟାଇଥିଲେ । ସାଧନା ସମୟରେ ଗୁରୁ…

ଭୁବନେଶ୍ୱର ଉପକଣ୍ଠରେ ନାଗସାପକୁ ବାହା ହୋଇଛନ୍ତି ଜଣେ ମହିଳା

ଭୁବନେଶ୍ୱର: ବାହାଘର ଏକ ପବିତ୍ର ବନ୍ଧନ । ପ୍ରକୃତିର ନିୟମ ଏବଂ ମଣିଷ ସମାଜକୁ ଆଗକୁ ନେବାର ଏକ ପ୍ରକ୍ରିୟା ହେଉଛି ବିବାହ । ତେଣୁ ପୁରୁଷ ଓ ମହିଳାଙ୍କ ମଧ୍ୟରେ ହୁଏ ବିବାହ । ଅବଶ୍ୟ ବର୍ତ୍ତମାନର ସମାଜରେ ଏଇ ବିବାହ ନେଇ ଅନେକ ବ୍ୟତିକ୍ରମ ଦେଖା ଯାଉଛି । ତେବେ ସେସବୁକୁ କେଉଁଠି ସ୍ୱୀକୃତି…

କିମ୍ସରେ ଖୋଲିଲା ଅତ୍ୟାଧୁନିକ ଷ୍ଟ୍ରୋକ୍ ସେଣ୍ଟର, ଉଦଘାଟନ କଲେ କିମ୍ସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ

ଭୁବନେଶ୍ବର(କେନ୍ୟୁଜ୍‌): ଭୁବନେଶ୍ବରରେ କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ ସାଇନ୍ସେସ୍ (କିମ୍ସ) ହସ୍ପିଟାଲରେ ଅତ୍ୟାଧୁନିକ ଷ୍ଟ୍ରୋକ୍ ସେଣ୍ଟର ଉଦଘାଟିତ ହୋଇଛି । କିଟ୍, କିସ୍ ଓ କିମ୍ସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଏହାକୁ ଉଦ୍ଘାଟନ କରିଛନ୍ତି । ମୃତ୍ୟୁର କାରଣ ପାଲଟୁଥିବା…

ସ୍ବତନ୍ତ୍ର ସାକ୍ଷାତକାରରେ ଦେଶ ପାଇଁ ବଡ଼ ପ୍ଲାନ୍ ସମ୍ପର୍କରେ କହିଲେ ପ୍ରଧାନମନ୍ତ୍ରୀ

ଏକକ ନିର୍ବାଚନ ବିଜେପିର ପ୍ରତିବଦ୍ଧତା । ୨୦୪୭ରେ ବିକଶିତ ଭାରତ ପାଇଁ କାମ କରୁଛି । ନ୍ୟୁଜ ଏଜେନ୍ସୀ ANIକୁ ସାକ୍ଷାତକାର ଦେଇ ଏକଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲୋକଙ୍କୁ ଭୟ କରିବାର କୌଣସି କାରଣ ନାହିଁ ବୋଲି କହିଛନ୍ତି । ଦେଶ ପାଇଁ ବଡ଼ ଯୋଜନା ଓ ବିକଶିତ ରାଷ୍ଟ୍ର ପାଇଁ…

ପାନୀୟ ଜଳ ଯୋଗାଣ ଦାବିରେ ବିଭାଗୀୟ କାର୍ଯ୍ୟାଳୟରେ ପହଞ୍ଚିଲେ ମହିଳା

ସୁବର୍ଣ୍ଣପୁର(କେନ୍ୟୁଜ୍‌): ପାନୀୟ ଜଳ ଯୋଗାଣ ଦାବିରେ ବିଭାଗୀୟ କାର୍ଯ୍ୟାଳୟରେ ସମ୍ମୁଖରେ ଧାରଣାଦେଲେ । ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଝାରବାହାଲି ଗାଁର ମହିଳାମାନେ ଆଜି ଏଭଳି କିଛି ଦାବିନେଇ ଜିଲ୍ଲା ସଦର ମହକୁମାସ୍ଥିତ ଜଳ ଓ ପରିମଳ ବିଭାଗ କାର୍ଯ୍ୟାଳୟରେ ପହଞ୍ଚିଲେ । ଗାଁରେ ବର୍ଷା…

କଂଗ୍ରେସରୁ ବିଦା ହେଲେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ

ଭୁବନେଶ୍ୱର(କେନ୍ୟୁଜ୍‌): କଂଗ୍ରେସ ଦଳରୁ ବରିଷ୍ଠ ନେତା ସୁରେଶ ରାଉତରାୟ ବହିଷ୍କୃତ । ବିଶୃଙ୍ଖଳା ଏବଂ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ତାଙ୍କ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରାଯାଇଛି । ଏ ସମ୍ପର୍କରେ ଏଆଇସିସି ପକ୍ଷରୁ ଘୋଷଣା କରାଯାଇଛି । ନିଜ ସାନ ପୁଅ ବିଜେଡିର ଭୁବନେଶ୍ୱର ସାଂସଦ…