ପ୍ରଥମ ପର୍ଯ୍ୟାୟ ନିର୍ବାଚନ : କାଲି ୧୬୨୫ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା
ଭୁବନେଶ୍ୱର(କେନ୍ୟୁଜ୍): ୨୦୨୪ ସାଧାରଣ ନିର୍ବାଚନ ପାଇଁ କାଲି ପ୍ରଥମ ପର୍ଯ୍ୟାୟ ମତଦାନ । ୧୦୨ଟି ଆସନରେ ୧୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ କରିବେ ୧୬କୋଟି ୬୩ ଲକ୍ଷ ଭୋଟର । ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏ ପୋଲିଂ । ଏକଲକ୍ଷ ୮୭ ହଜାର ପୋଲିଂ ବୁଥରେ ନିର୍ବାଚନ ପରିଚାଳନାରେ ନିୟୋଜିତ…