ଆସନ୍ତାକାଲି ଯାଜପୁର ଜିଲ୍ଲାର ୫ ବ୍ଲକରେ ସ୍କୁଲ କଲେଜ ଓ ଅଙ୍ଗନଓ୍ବାଡି ଛୁଟି

ଯାଜପୁର ଟାଉନ(କେନ୍ୟଜ୍):ବର୍ଷା ଓ ବନ୍ୟାକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲାର ଯାଜପୁର ପୋୖରପାଳିକା ସମେତ ୫ ବ୍ଲକରେ ଆସନ୍ତାକାଲି ସ୍କୁଲ କଲେଜ ଓ ଅଙ୍ଗନଓ୍ବାଡିକୁ ଛୁଟି ଘୋଷଣା କଲେ ଜିଲ୍ଲାପାଳ। ବୈତରଣୀରେ ବନ୍ୟା ଭୟ ଥିବାରୁ ଏହି ୫ ବ୍ଲକରେ ସମସ୍ତ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନକୁ ବନ୍ଦ…

ଦେବୀନଦୀର ବନ୍ୟାଜଳରୁ ଲୋକେ ଧରିଲେ ୧୫ କେଜିର ବାଳିଆ ମାଛ

କାକଟପୁର(କେନ୍ୟୁଜ୍):  ଦେବୀନଦୀରେ ଚଳିତ ବର୍ଷ ଆସିଛି ପ୍ରଥମ ବନ୍ୟାଜଳ। ନଦୀର ବନ୍ୟାଜଳ ନଦୀ ଅବବାହିକା ରେ ହୋଇଥିବା ଚାଷକୁ କ୍ଷତିଗ୍ରସ୍ତ କରିଛି। କିନ୍ତୁ ଏହି ବନ୍ୟା ଜଳ କେତେକ ଲୋକମାନଙ୍କ ପାଇଁ ରୋଜଗାର ର ପନ୍ଥା ସାଜିଛି। କିଛି ଲୋକମାନେ ନଦୀପଠାରେ ମାଡିଥିବା ବନ୍ୟାଜଳ ରେ ଜାଲ ଏବଂ…

ଯନ୍ତ୍ରଣା ଦେଉଛି ଜାଇକା, ତୁରନ୍ତ ଶେଷ କରିବା ପ୍ରାର୍ଥନା କରି ହାଇକୋର୍ଟରେ ରୁଜ୍ଜୁ ହେଲା ଜନସ୍ୱାର୍ଥ ମାମଲା

କଟକ(କେନ୍ୟୁଜ୍): କଟକ ସହରରେ ଚାଲିଥିବା ଜାଇକା କାମ ତୁରନ୍ତ ଶେଷ କରିବା ପ୍ରାର୍ଥନା କରି ହାଇକୋର୍ଟରେ ରୁଜ୍ଜୁ ହୋଇଛି ଜନସ୍ୱାର୍ଥ ମାମଲା । ଜାଇକା ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଅଦାଲତଙ୍କ ଦ୍ଵାରା ସମୟ ନିର୍ଦ୍ଧାରଣ ସହ ଏଥି ଯୋଗୁ ପ୍ରାଣ ହରାଇଥିବା ବ୍ୟକ୍ତଙ୍କୁ କ୍ଷତିପୂରଣ ପ୍ରଦାନ…

ଆଠମଲ୍ଲିକ କୁଦ ଗାଁ ରୁ ଗ୍ରାମବାସୀଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ, ସାଢେ ୪ଟା ସୁଦ୍ଧା ୧୪୩ ଜଣଙ୍କୁ ସ୍ଥାନାନ୍ତର…

ଆଠମଲ୍ଲିକ(କେନ୍ୟୁଜ୍): ଅନୁଗୁଳ ଜିଲ୍ଲା ଆଠମଲ୍ଲିକ କୁଦ ଗାଁ ରୁ ଗ୍ରାମବାସୀଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ । ମହାନଦୀ ପୂର୍ଣ୍ଣଗର୍ଭା ହୋଇ ଆଠମଲ୍ଲିକର ତଟବର୍ତ୍ତୀ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । ଜଳସ୍ତର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କୁ ସ୍ଥାନାନ୍ତର ପାଇଁ…

କିସ୍‌ ପୁରାତନ ଛାତ୍ରଙ୍କ ଦ୍ୱାରା ପ୍ରସ୍ତୁତ ମୟୂରଭଞ୍ଜ ଜିଲ୍ଲାର ମହିଳା ରଗବୀ ଟିମ୍‌ ଜାତୀୟ ସ୍ତରରେ ଚମ୍ପିଅନ

କେନ୍ୟୁଜ୍(ବ୍ୟୁରୋ): ରଗ୍‌ବୀ ଖେଳକୁ ଅଧିକ ଲୋକପ୍ରିୟ କରିବା ପାଇଁ କିସ୍‌ ପୁରାତନ ଛାତ୍ରଛାତ୍ରୀଙ୍କ ପ୍ରୟାସ ଫଳପ୍ରଦ। କିସ୍‌ ପୁରାତନ ଛାତ୍ରଙ୍କ ଦ୍ୱାରା ପ୍ରସ୍ତୁତ ମୟୂରଭଞ୍ଜ ଜିଲ୍ଲାର ମହିଳା ରଗବୀ ଟିମ୍‌। ଜାତୀୟ ସ୍ତରରେ ଚମ୍ପିଅନ ହୋଇ ସମଗ୍ର ରଜ୍ୟକୁ ଗୌରାବନ୍ଵିତ କରିଛନ୍ତି। ଗତ ୩୦…

ଯାଜପୁର: କବାଟବନ୍ଧ ନିକଟ ବ୍ରାହ୍ମଣୀ ନଦୀର ବନ୍ୟା ଜଳରେ ଭାସିଗଲେ ବୃଦ୍ଧା

ଯାଜପୁର(କେନ୍ୟୁଜ୍):  ଜେନାପୁର ଥାନା ଅଧିନ କବାଟବନ୍ଧ ନିକଟରେ ବ୍ରାହ୍ମଣୀ ନଦୀର ବନ୍ଯାଜଳରେ ଭାସିଗଲେ ବୃଦ୍ଧା। ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଜାରି। ସୂଚନା ମୁତାବକ, ବ୍ରାହ୍ମଣୀ ନଦୀରେ ଚଳିତ ବର୍ଷର ପ୍ରଥମ ବନ୍ଯାଜଳ ଆସିବାରୁ ଆଜି କବାଟବନ୍ଧ ନିକଟରେ ବୃଦ୍ଧା ଜଣକ ଗାଧୋଇବାକୁ…

ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଅମିତ ଶାହ, ଆସନ୍ତାକାଲି ରାତିରେ ଭୁବନେଶ୍ୱର ପହଞ୍ଚିବେ

କେନ୍ୟୁଜ୍(ବ୍ୟୁରୋ): ଆସନ୍ତାକାଲି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ତଥା ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ  ଅମିତ ଶାହ ।   ଶୁକ୍ରବାର ରାତ୍ରିରେଅ ମିତ ଶାହ ଦିଲ୍ଲୀରୁ ବିମାନ ଯୋଗେ ଆସି ଭୁବନେଶ୍ୱରରେ ପଂହଚିବେ । ଶନିବାର ଦିନ ସକାଳେ ଅମିତ ଶାହ  ବିଭିନ୍ନ ସରକାରୀ…

ଟି ସାର୍ଟ ପୋଲିସର କିନ୍ତୁ ବ୍ୟବସାୟ ବ୍ରାଉନ ସୁଗାରର

ବାଲେଶ୍ବର(କେନ୍ୟୁଜ୍): ପନ୍ଧି ଥିଲା ଓଡ଼ିଶା ପୋଲିସର ଟି ସାର୍ଟ କିନ୍ତୁ ବ୍ୟବସାୟ କରୁଥିଲା ବ୍ରାଉନ ସୁଗାର । ବାଲେଶ୍ବର ଜିଲ୍ଲା ଭ୍ରାମ୍ଯମାଣ ଅବକାରୀ ବିଭାଗ ୨୧ ଲକ୍ଷ ଟଙ୍କା ମୂଲ୍ଯର ବ୍ରାଉନ ସୁଗାର ଜବତ କରିଛି । ନୀଳଗିରି ଥାନା ଅଧୀନ ରାଜନଗର ଅଞ୍ଚଳରୁ ଜଣେ ବ୍ରାଉନ ସୁଗାର ବ୍ୟବସାୟୀକୁ…

ଆସନ୍ତାକାଲି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ମହାପ୍ରଭୁଙ୍କ ବନକ ଲାଗି ନୀତି ହେବ ମୁଖ୍ୟ ପ୍ରସଙ୍ଗ

ପୁରୀ(କେନ୍ୟୁଜ୍): ଆସନ୍ତାକାଲି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । କାଲି ପୂର୍ବାହ୍ନ ୧୧ଟାରେ ନୀଳାଦ୍ରି ଭକ୍ତ ନିବାସରେ ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ମହାପ୍ରଭୁଙ୍କ ବନକ ଲାଗି ନୀତି ମୁଖ୍ୟ ପ୍ରସଙ୍ଗ ରହିବ । ନୀଳାଦ୍ରି ବିଜେ ପରଠୁ ମହାପ୍ରଭୁଙ୍କ…

ରୋଗୀଙ୍କ ଖାଦ୍ୟ ଅନୁଦାନରେ ୩୦ ପ୍ରତିଶତ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ, ବାର୍ଷିକ ଖର୍ଚ୍ଚ ହେବ ୬୪ କୋଟି ଟଙ୍କା

କେନ୍ୟୁଜ୍(ବ୍ୟୁରୋ): ରୋଗୀଙ୍କ ଖାଦ୍ୟ ଅନୁଦାନରେ ୩୦ ପ୍ରତିଶତ ବୃଦ୍ଧିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ। ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଅନେକ ଗୁଡିଏ ସଂସ୍କାର ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ସାର୍ବଜନୀନ ଲକ୍ଷ୍ୟ ହାସଲ ତଥା ଚିକିତ୍ସା ପାଇଁ…

ଜନଗହଳିପୂର୍ଣ୍ଣ ସ୍ଥାନ ଇନଫୋସିଟି ଅଞ୍ଚଳରେ ମୁଖା ପିନ୍ଧା ବନ୍ଧୁକଧରୀ ପଶିଲେ ଆଉ ଲୁଟିଲେ,ପୋଲିସର ତଦନ୍ତ ଜାରି

ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀରେ ପୁଣି ଡକାୟତି । ଘରେ ପଶି ଲକ୍ଷାଧିକ ଟଙ୍କା ଲୁଟିନେଲେ ଡକାୟତ । ଜନଗହଳିପୂର୍ଣ୍ଣ ସ୍ଥାନ ଇନଫୋସିଟି ଥାନା ନନ୍ଦନବିହାର ବସୁନ୍ଧରା କଲୋନୀରେ ଡକାୟତି ହୋଇଛି । ସଂଧ୍ୟା ସାଢ଼େ ୭ଟାରେ ତିନି ଜଣ ମୁଖା ପିନ୍ଧା ବନ୍ଧୁକଧାରୀ ଡକାୟତ ଘର ଭିତରେ ପସିଥିଲେ । ବାପ…

ଲଗାଣ ବର୍ଷା ପ୍ରଭାବରେ କପ୍ତିପଦା ଉପଖଣ୍ଡର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି, ମୁକାବିଲା ପାଇଁ ପ୍ରଶାସନର ଉଦ୍ୟମ…

କେନ୍ୟୁଜ୍(ବ୍ୟୁରୋ):  ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଉପଖଣ୍ଡର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିପାଇଁ ଉପଖଣ୍ଡ ପ୍ରଶାସନ ସଜାଗ ରହିବା ସହିତ ଆପଦା ପ୍ରବନ୍ଧନ ପାଇଁ ସମସ୍ତ ବ୍ୟବସ୍ଥା କରିସାରିଛି ବୋଲି, ଉପଖଣ୍ଡ ସୂଚନା ଏବଂ…