ଫ୍ରେଞ୍ଚ ଲେଖିକା ଆନି ଏରନକ୍ସଙ୍କୁ ମିଳିଲା ୨୦୨୨ ସାହିତ୍ୟ ନୋବେଲ ପୁରସ୍କାର

ପ୍ରତିବର୍ଷ ନୋବେଲ ପୁରସ୍କାର ପାଇଁ ମାନ୍ୟଗଣ ବ୍ୟକ୍ତିଙ୍କୁ ଚୟନ କରାଯାଇଥାଏ। ଚଳିତ ବର୍ଷ ମଧ୍ୟ ଫ୍ରେଞ୍ଚ ଲେଖିକା ଆନି ଏରନକ୍ସଙ୍କୁ ସାହିତ୍ୟରେ ନୋବେଲ ପୁରସ୍କାର ଦିଆଯାଇଛି। ସ୍ଵିଡେନ ରାଜଧାନୀ ଷ୍ଟାକହୋମରେ ଆଜି ସାହିତ୍ୟ ନୋବେଲ ପୁରସ୍କାର ପାଇଁ ତାଙ୍କ ନାମ ଘୋଷଣା କରାଯାଇଥିଲା। ତାଙ୍କୁ…

‘ଆଦି ପୁରୁଷ’ ଫିଲ୍ମକୁ ନେଇ ବଢ଼ିଲା ବିବାଦ, ଭୀଷ୍ମ ମୁକେଶ ଖାନ୍ନା ରାଗି ଯାଇ କହିଲେ ରାମାୟଣ ଚରିତ୍ରକୁ ବଦଳାଇବାର ସାହସ…

ଅଯୋଧ୍ୟାରେ ରିଲିଜ୍ ହୋଇଛି ପ୍ରଭାସ, ସୈଫଅଲି ଖାନ୍ ଓ କ୍ରିତି ସାନନଙ୍କ ଫିଲ୍ମ 'ଆଦି ପୁରୁଷ'ର ଟିଜର ଲଞ୍ଚ ହୋଇଥିଲା। ବାହୁବଳୀ ଫିଲ୍ମ ସୁପର୍ ଷ୍ଟାର୍ ପ୍ରଭାସ ପୁଣିଥରେ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଆଦିପୁରୁଷ' ବିଷୟରେ ଆଲୋଚନା କରୁଛନ୍ତି। ନିର୍ମାତାମାନେ ଫିଲ୍ମର ଟିଜର ରିଲିଜ କରିବାକୁ…

ଆଗାମୀ ଫିଲ୍ମ ‘ୟେ ୱତନ୍…ମେରେ ୱତନ୍’ର ଘୋଷଣା କଲେ ବରୁଣ ଧାୱନ୍, ସତ ଘଟଣା ଉପରେ ଆଧାରିତ କାହାଣୀ

ବଲିଉଡ୍‌ ଚକଲେଟ ହିରୋ ବରୁଣ ଧାୱନ ନିଜର ଆଗାମୀ ଫିଲ୍ମ 'ୟେ ୱତନ୍...ମେରେ ୱତନ୍' ସମ୍ପର୍କରେ ଘୋଷଣା କରିଛନ୍ତି। ଏହି ଫିଲ୍ମରେ ତାଙ୍କ ହିରୋଇନ୍‌ ହେଉଛନ୍ତି ସାରା ଅଲି ଖାନ । ଫିଲ୍ମର କାହାଣୀ ବାସ୍ତବ ଘଟଣା ଉପରେ ଆଧାରିତ। ଯାହାର କାହାଣୀ ଲେଖିଛନ୍ତି ଦାରୁବ ଫାରୁକ୍କି ଏବଂ କନ୍ନନ୍ ଆୟର।…

ଡୁଆଲ୍ ଡାଇନାମିକ୍ ଫିଚର୍ ସହିତ ଲଞ୍ଚ ହେଲା Redmi ର ନୂଆ ଇୟରବଡ୍

Redmi ANC ସହିତ Redmi ଲଞ୍ଚ କରିଛି ନୂଆ ଇୟରବଡ। ଯେଉଁଥିରେ ଅଛି ଡୁଆଲ୍ ଦାଇନାମିକ ଫିଚର୍। ତେଣୁ ଆପଣଙ୍କ ପାଇଁ ଏହା ହେଉଛି ବଡ଼ ସୁଯୋଗ ଏହି ଇୟରବଡ କିଣିବା ପାଇଁ। ଉଭୟ ବଡ୍ ରେ 10 mm ଏବଂ 6 mm ର ଦୁଇଟି ଗତିଶୀଳ ଡ୍ରାଇଭର ଅଛି। ANC ରେଡମି ବଡ୍ 4 ପ୍ରୋ ସହିତ ମଧ୍ୟ ସମର୍ଥିତ, ଯାହା…

ବର୍ତ୍ତମାନ ମାତ୍ର ୧୩ ହଜାରରୁ କମ୍ ମୂଲ୍ୟରେ କିଣନ୍ତୁ ସ୍ମାର୍ଟ TV, ରହିଛି ଦମଦାର ଫିଚର୍

ଗ୍ରାହକଙ୍କ ପାଇଁ ରହିଛି ଖୁସି ଖବର।କାରଣ ଉତ୍ସବର ଋତୁରେ ଆମାଜନ ଏବଂ ଫ୍ଲିପକାର୍ଟରେ ଏକରୁ ଅଧିକ ସ୍ମାର୍ଟ ଟିଭି ଉପଲବ୍ଧ ହେଉଛି। ଉପଭୋକ୍ତାମାନେ ସ୍ମାର୍ଟ ଟିଭି କିଣି ହଜାର ହଜାର ଟଙ୍କା ସଞ୍ଚୟ କରିବେ। ଏଠାରେ ଆମେ ଆପଣଙ୍କୁ ୧୩,୦୦୦ ରୁ କମ୍ ମୂଲ୍ୟରେ ସାମସଙ୍ଗ, Acer, Mi ଭଳି…

ଏହି ସ୍ଥାନରେ ରାବଣ ପୋଡି ପାପ: ପାଳନ ହୁଏନି ଦଶହରା, ରହିଛି ଅନେକ କାରଣ

ଆଜି ହେଉଛି ବିଜୟାଦଶମୀ। ଆଜିର ଦିନରେ ଦାନବ ରାବଣଙ୍କୁ ମାରି ମାତା ସୀତାଙ୍କୁ ବନ୍ଦିରୁ ମୁକ୍ତ କରିଥିଲେ ପ୍ରଭୁ ଶ୍ରୀ ରାମ ଚନ୍ଦ୍ର। ତେଣୁ ଆଜିର ଦିନରେ ହିଁ ଅଧର୍ମ ଉପରେ ଧର୍ମର ବିଜୟ ହୋଇଥିଲା। ତେଣୁ ଶୁଭ ଦଶହରା ବିଜୟାଦଶମୀରେ ଆଜି ଭାରତର ସବୁ ସ୍ଥାନରେ ହୁଏ ରାବଣ ପୋଡ଼ି।କିନ୍ତୁ ଭାରତର…

ବିପଦରେ କେଦାରନାଥ ମନ୍ଦିର: ଗତ ୯ ଦିନ ମଧ୍ୟରେ ତିନିଥର ହୋଇଛି ହିମସ୍ଖଳନ, ଅନୁସନ୍ଧାନରେ ନିୟୋଜିତ ବୈଜ୍ଞାନିକ ଟିମ୍

ପୃଥିବୀର ସ୍ୱର୍ଗ ହେଉଛି କେଦାରନାଥ ମନ୍ଦିର। ଏଠାକୁ ଦେଶ ବିଦେଶରୁ ଅନେକ ଲୋକ ଆସନ୍ତି। ଯେତେ ଅସୁବିଧା ଥିଲେ ବି ଏହି ସ୍ଥାନକୁ ଭକ୍ତଙ୍କ ସୂଅ ଛୁଟିଥାଏ। ଦିନକୁ ହଜାର ହଜାର ଭକ୍ତ ଏଠାକୁ ଆସନ୍ତି ବାବା କେଦରଙ୍କ ଦର୍ଶନପାଇଁ । କାରଣ ଚାରି ଧାମ ମଧ୍ୟରୁ ଏହି ଧାମ ଅନ୍ୟତମ କିନ୍ତୁ ଏହା ଯେତେ…

୨୦୨୪ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ ରାଖୀ ସାୱନ୍ତ

ବଲିଉଡ ଅଭିନେତ୍ରୀ ରାଖୀ ସାୱନ୍ତ କହିଛନ୍ତି ଯେ ସେ ୨୦୨୪ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ। ତାଙ୍କ ବିବାଦୀୟ ବିବୃତ୍ତି ପାଇଁ ଲୋକପ୍ରିୟ ଥିବା ରାଖୀ ସାୱନ୍ତ ମଥୁରା ସାଂସଦ ହେମା ମାଲିନିଙ୍କ ମନ୍ତବ୍ୟର ଉତ୍ତରରେ ଏପରି କହିଛନ୍ତି। ଅଭିନେତ୍ରୀ କଙ୍ଗନା ରଣାୱତ ମଥୁରାରୁ…

ମୟୁରଭଞ୍ଜରେ ଥିବା ମହାଭାରତ ସମୟର ମନ୍ଦିରରେ ମା’ କିଚେକେଶ୍ୱରୀଙ୍କ ଦୁର୍ଗା ପୂଜା

ଦେଶର ସବୁ ଶକ୍ତି ପୀଠରେ ପୂଜା ପାଉଛନ୍ତି ଜଗତ ଜନନୀ ମା' ଦୁର୍ଗା। ପୁଣି ଆମ ଓଡ଼ିଶାର ସବୁ ମନ୍ଦିରରେ ମଧ୍ୟ ଜୋରସୋରରେ ଚାଲିଛି ଏହି ପୂଜା। ଠିକ୍ ସେମିତି ପୁରାତନ ଶକ୍ତି ପୀଠ ଭାବେ ବେଶ ଜଣାଶୁଣା ମୟୁରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' କିଚେକେଶ୍ୱରୀ ମନ୍ଦିର। ହଜାର ହଜାର ବର୍ଷ ପୁରୁଣା…

ଲଞ୍ଚ ହେଲା 5G ଫୋନ୍, ଜାଣନ୍ତୁ ଏହାର ମୂଲ୍ୟ ଓ ବେଷ୍ଟ ଫିଚର୍ ବିଷୟରେ

ଭାରତରେ ଲଞ୍ଚ ହୋଇସାରିଛି 5G ନେଟୱାର୍କ। ଯାହା ଅନେକ କ୍ଷେତ୍ରରେ ବିପ୍ଳବ ଆଣିବ ବୋଲି ଆଶା କରାଯାଉଛି। ତେବେ ଆଜି ଭାରତରେ ଲଞ୍ଚ ହୋଇଛି 5G ଫୋନ୍ Lava Blaze। ଲାଭା ବ୍ଲେଜ୍ 5G ଏକ 6.5 ଇଞ୍ଚ ର HD + IPS ଡିସପ୍ଲେକୁ Widevine L1 ପାଇଁ ସମର୍ଥନ କରିଥାଏ ଯାହାର ଅର୍ଥ ହେଉଛି ଆପଣ ଆମାଜନ୍…

6G ସଂଯୋଗରେ ବିଶ୍ୱକୁ ଆଗେଇ ନେବ ଭାରତ, 5G ଲଞ୍ଚ ପରେ ଏପରି କହିଲେ ଆଇଟି ମନ୍ତ୍ରୀ

ଲଞ୍ଚ ହୋଇଛି 5G, ଯାହାକି ନେଟୱାର୍କ ଦୁନିଆର ଏକ ବଡ଼ ବିପ୍ଳବ। ଏହା IT କ୍ଷେତ୍ରକୁ ଆଗକୁ ନେବା ସହିତ ଅନେକ ସାହାଯ୍ୟ କରିବ। କେନ୍ଦ୍ର ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରବିବାର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଶା…

Jawa କମ୍ପାନୀ ଭାରତରେ ଲଞ୍ଚ କଲା ସବୁଠୁ ଶସ୍ତା Bobber ମଟର ସାଇକେଲ, ଜାଣନ୍ତୁ ଏହାର ବଜାର ମୂଲ୍ୟ ଓ ଫିଚର୍

ମାର୍କେଟରେ ଲଞ୍ଚ ହୋଇଛି ନୂଆ ଗାଡ଼ି। Jawa 42 Bobber କୁ କମ୍ପାନୀ ଏକ ନୂଆ ରୂପ ଦେଇଛି। ଏହା ହେଉଛି ଦେଶର ସବୁଠାରୁ ଶସ୍ତା ବାବର ଷ୍ଟାଇଲ ବାଇକ୍‌। ଏହି ବାଇକରେ ୩ଟି ଅଲଗା ଅଲଗା ପେଣ୍ଟ ସ୍କିମ୍‌ ସହିତ ଆସିଛି। Jawa ମୋଟରସାକେଲ ଆଜି ଘରୋଇ ବଜାରରେ ୪୨ ବାବର ନାମକ ଏକ ବାବର ଷ୍ଟାଇଲ ଗାଡ଼ି…