ମଦ ପିଇ ବିମାନ ଚଳାଉଥିଲେ ପାଇଲଟ୍, କାର୍ଯ୍ୟରୁ ବରଖାସ୍ତ କଲା Air India
ଏୟାର ଇଣ୍ଡିଆ ନିଜର ଜଣେ ପାଇଲଟଙ୍କୁ କାର୍ଯ୍ୟରୁ ବରଖାସ୍ତ କରିଛି । ପାଇଲଟ୍ ଜଣକ ଏକ ଆନ୍ତର୍ଜାତୀୟ ବିମାନ ଉଡ଼ାଣ ସମୟରେ ମଦ୍ୟପାନ କରିଥିଲେ । ବିମାନ ଭାରତରେ ପହଞ୍ଚିବା ପରେ ହୋଇଥିବା ପରୀକ୍ଷଣରୁ ଏହା ଜଣାପଡ଼ିଥିଲା, ଯାହା ପରେ କମ୍ପାନୀ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
ଗତ ସପ୍ତାହରେ ବିମାନଟି ଥାଇଲାଣ୍ଡର ଫୁକେରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା । ଏୟାରଲାଇନ୍ସ ଏ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରି…
Read More...