ଡାକ ବିଭାଗରେ ପୋଷ୍ଟାଲ ଆସିଷ୍ଟାଣ୍ଟ, MTS ସହିତ ଏହିସବୁ ପଦବୀରେ ବମ୍ପର ନିଯୁକ୍ତି, ଜଲଦି କରନ୍ତୁ ଆବେଦନ

ଭାରତୀୟ ଡାକ ବିଭାଗରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସିଖବର। ଦିଲ୍ଲୀ ପୋଷ୍ଟାଲ ସର୍କଲରେ ପୋଷ୍ଟଲ ଆସିଷ୍ଟାଣ୍ଟ, ସେଟିଂ ଆସିଷ୍ଟାଣ୍ଟ, ମଲ୍ଟି ଟାସ୍କିଂ ଷ୍ଟାଫ ଏବଂ ପୋଷ୍ଟମ୍ଯାନ ପଦବୀ ପାଇଁ ଅନଲାଇନ ଆବେଦନ ଗ୍ରହଣ କରୁଛି। ଏଥିପାଇଁ କେବଳ ସ୍ପୋଟର୍ସମ୍ଯାନ ହିଁ ଆବେଦନ କରିପାରିବେ। ଅଧିକ ଜାଣିବା ପାଇଁ ଇଣ୍ଡିଆ ପୋଷ୍ଟର ଅଧିକାରକ ୱେବସାଇଟକୁ appost.in କୁ ଯାଇ ଏହିସବୁ ପଦବୀ ପାଇଁ ଆବେଦନ କରିପାରିବେ।

ଜାରି ହୋଇଥିବା ନୋଟିଫିକେସନ ଅନୁଯାୟୀ, ପ୍ରାର୍ଥୀମାନେ ଫର୍ମକୁ ୧୨ ନଭେମ୍ବର ୨୦୨୧ ପର୍ଯ୍ଯନ୍ତ ସ୍ପିଡ ପୋଷ୍ଟ କିମ୍ବା ରେଜିଷ୍ଟ୍ରେରେର୍ଡ ପୋଷ୍ଟ କରିପାରିବେ। ଆବେଦନ କରିବାର ଷ୍ଟାଟସ www.indiapost.gov.in ର ଅଫିସିଆଲ ୱେବସାଇଟକୁ ଯାଇ କରିପାରିବେ।

ଠିକଣା: Assistant Director (R&E), Office of the Chief Postmaster General, Delhi Circle, Meghdoot Bhawan, New Delhi – 110001) by 12 November 2021

ପଦବୀ ବିବରଣୀ: ୨୨୧

ପୋଷ୍ଟାଲ ଆସିଷ୍ଟାଣ୍ଟ ଏବଂ ସେଟିଂ ଆସିଷ୍ଟାଣ୍ଟ: ୭୨
ପୋଷ୍ଟମ୍ଯାନ: ୯୦
ମଲ୍ଟି ଟାସ୍କିଂ ଷ୍ଟାଫ: ୫୯

ଶିକ୍ଷାଗତ ଯୋଗ୍ଯତା: ଏଥିରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ଯୋଗ୍ଯତା ଅଲଗା ଅଲଗା ରହିଥିବା ଜରୁରୀ। ଅଧିକ ବିବରଣୀ ପାଇଁ ନୋଟିଫିକେସନ ଚେକ୍ କରନ୍ତୁ।

ବୟସ ସୀମା: ଗ୍ରାମୀଣ ଡାକ ସେବକ ପାଇଁ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ବୟସ ୨୭ ବର୍ଷ ହୋଇଥିବା ଆବଶ୍ଯକ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ

https://www.indiapost.gov.in/VAS/Pages/Recruitment/IP_04102021_DL.pdf

Leave A Reply

Your email address will not be published.