ବର୍ଡର ରୋଡ ଅର୍ଗାନାଇଜେସନ(BRO) ପକ୍ଷରୁ ଖାଲିପଡିଛି ପଦବୀ, ୧୦ମ୍‌ ପାସ୍‌ କରନ୍ତୁ ଆବେଦନ

ଚାକିରି ଖୋଜୁଥିବା ଆଶାୟୀଙ୍କ ପାଇଁ ବଡ ଖବର। ଯଦି ଆପଣ ଚାକିରି ଖୋଜୁଛନ୍ତି, ତେବେ ସୁବର୍ଣ୍ଣ ସୁଯୋଗ। ବର୍ଡର ରୋଡ ଅର୍ଗାନାଇଜେସନ(BRO) ପକ୍ଷରୁ ଖାଲିପଡିଛି ପଦବୀ। ଏଠାରେ ଯାନବାହନ ମେକାନିକ ଏବଂ ଅନ୍ୟ ପଦରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି। ଯେଉଁ ଯୋଗ୍ୟ ପ୍ରାର୍ଥୀ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ BRO ର ଅଧିକାରକ ୱେବସାଇଟ୍‌ bro.gov.in କୁ ଯାଇ ଅନଲାଇନ ଆବେଦନ କରିପାରିବେ।

ଆବେଦନ କରିବା ପୂର୍ବରୁ ନୋଟିଫିକେସନ ଭଲଭାବେ ପଢିଦିଅନ୍ତୁ।

ପଦବୀ ବିବରଣୀ: ୩୫୪

ମଲ୍ଟି ସ୍କିଲଡ ଓ୍ଵାର୍କର: ୩୩

ମଲ୍ଟି ସ୍କିଲର୍ଡ ମେଶ ୱେଟର: ୧୨

ମେକାନିକ: ୨୯୩

ଡ୍ରାଇଭର ମେକାନିକାଲ ଟ୍ରାନ୍ସପୋର୍ଟ: ୧୬

ବୟସ ସୀମା: ଇଚ୍ଛୁକ ଆବେଦନକାରୀଙ୍କ ସର୍ବାଧିକ ବୟସ ୩୫ ବର୍ଷ ହୋଇଥିବା ଜରୁରୀ।

ଦରମା: ଟିଏ, ଡିଏ, ଦରମା ଇତ୍ୟାଦି ସପ୍ତମ ବେତନ କମିଶନ ଅନୁଯାୟୀ ମିଳିବ।

ଶିକ୍ଷାଗତ ଯୋଗ୍ୟତା: ଇଚ୍ଛୁକ ପ୍ରାର୍ଥୀ ଅତିକମ୍‌ରେ ୧୦ମ କିମ୍ବା ୧୨ଶ ପାସ୍‌ ହୋଇଥିବା ଜରୁରୀ।

କେମିତି କରିବେ ଆବେଦନ:

ଏହିସବୁ ପଦବୀରେ ଆବେଦନ କରିବା ପାଇଁ BRO ର ଅଧିକାରକ ୱେବସାଇଟ୍‌ bro.gov.in କୁ ଯାଇ ଅନଲାଇନ ଆବେଦନ କରିପାରିବେ।

http://www.davp.nic.in/WriteReadData/ADS/eng_10901_14_2122b.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.