Coal India ରେ ଖାଲପଡିଛି ୫୮୮ ପଦବୀ, ୯ ସେପ୍ଟେମ୍ବର ପର୍ଯ୍ଯନ୍ତ କରିପାରିବେ ଆବେଦନ

Coal India ରେ ଚାକିରି କରିବା ପାଇଁ ଚିନ୍ତା କରୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଗେଟ୍ ସ୍କୋର କାର୍ଡ ଆଧାରରେ କୋଲ ଇଣ୍ଡିଆରେ ୫୮୮ ଅଧିକାରୀ (ମ୍ଯାନେଜମେଣ୍ଟ ଟ୍ରେନି) ପଦବୀ ଖାଲି ପଡିଛି। ଏହି ଭର୍ତ୍ତି ପାଇଁ ଆଜିଠାରୁ ୯ ସେପ୍ଟେମ୍ବର ୨୦୨୧ ପର୍ଯ୍ଯନ୍ତ ଅନଲାଇନ ରେଜିଷ୍ଟ୍ରସନ କରିପାରିବେ। ଏଠାରେ ଭର୍ତ୍ତି ପାଇଁ କୋଲ ଇଣ୍ଡିଆର ଅଫିସିଆଲ ୱେବସାଇଟ https://www.coalindia.in/career-cil/ କୁଯାଇ ଚେକ୍ କରିନିଅନ୍ତୁ।

ପଦବୀ ବିବରଣୀ: ୫୮୮

ମାଇନିଂ: ୨୫୩
ଇଲେକ୍ଟ୍ରିକାଲ: ୧୧୭
ମେକାନିକାଲ: ୧୩
ସିଭିଲ: ୧୪
ଇଣ୍ଡଷ୍ଟ୍ରିଆଲ ଇଂଜିନିୟରିଂ: ୧୫
ଜିଓଲୋଜି: ୧୬

ପ୍ରାର୍ଥୀଙ୍କ ଚୟନ ଗେଟ୍ ପରୀକ୍ଷା ସ୍କୋର ଆଧାରରେ କରାଯିବ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ

https://www.coalindia.in/career-cil/jobs-coal-india/

https://www.coalindia.in/career-cil/jobs-coal-india/mt-gate-2021/

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.