ଯଦି ଆପଣ ଦଶମ ପାସ୍‌, ତେବେ ଡାକ ବିଭାଗ ଦେଉଛି ସରକାରୀ ଚାକିରିର ମଉକା

ଭାରତୀୟ ଡାକ ବିଭାଗ ସରକାରୀ ଚାକିରି ପାଇଁ ପୁଣି ଥରେ ନିଯୁକ୍ତି ଜାରୀ କରିଛି। ଯଦି ଆପଣ ମଧ୍ୟ ଏହି ଚାକିରି ପାଇବା ପାଇଁ ଇଛୁକ ଅଛନ୍ତି ତେବେ ତୁରନ୍ତ ଆବେଦନ କରନ୍ତୁ। ଆବେଦନ କରିବା ପାଇଁ ଆପଣ ଅଫିସିଆଲ ୱେବସାଇଟ ଚେକ୍‌ କରିପାରିବେ। ଏହି ପଦ ପାଇଁ ଆଶାୟୀ ପ୍ରାର୍ଥି ୧୫ ଜାନୁୟାରୀ, ୨୦୨୦ ପର୍ଯ୍ୟନ୍ତ ଆବେଦନ କରିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ

ଆବେଦନ ପତ୍ର ଜମା କରିବାର ପ୍ରାରମ୍ଭିକ ତାରିଖ : ୦୬ ଡିସେମ୍ବର, ୨୦୨୦

ଆବେଦନ କରିବାର ଶେଷ ତାରିଖ : ୧୫ ଜାନୁୟାରୀ, ୨୦୨୦ (ସଂଧ୍ୟା ୫ଟା ପର୍ଯ୍ୟନ୍ତ)

ବୟସ ସୀମା

ଆବେଦନକାରୀଙ୍କ ନ୍ୟୁନତମ ବୟସ ୧୮ ବର୍ଷ ଏବଂ ଅଧିକତମ ବୟସ ୪୦ ବର୍ଷ ନିର୍ଦ୍ଧାରିତ କରାଯାଇଛି।

ଏପରି କରନ୍ତୁ ଆବେଦନ

ଭାରତୀୟ ଡାକ ବିଭାଗର ଏହି ପଦ ରେ ଆବେଦନ କରିବା ପାଇଁ ଆଶାୟୀ ପ୍ରାର୍ଥି ଏହାର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ। ସେଠାରେ ଆପଣ ନୋଟିଫିକେସନ୍‌ ଉପରେ କ୍ଲିକ କରି ଡାଉନଲୋଡ୍‌ କରିପାରିବେ। ସମସ୍ତ ବିବରଣୀ ପାଇବା ପରେ ଆବେଦନ ପ୍ରକ୍ରୀୟାକୁ ଶେଷ ତାରିଖ ପୂର୍ବରୁ ପୂରା କରନ୍ତୁ।

postଚୟନ ପ୍ରକ୍ରୀୟା

ଆବେଦନକାରୀଙ୍କୁ ଚୟନ ସ୍କିଲ ଆଧାରରେ ମନୋନିତ କରାଯିବ।

ଶିକ୍ଷାଗତ ଯୋଗ୍ୟତା

ଆବେଦନକାରୀଙ୍କ ନ୍ୟୁନତମ ଶିକ୍ଷାଗତ ଯୋଗ୍ୟତା କୌଣସି ମାନ୍ୟତା ପ୍ରାପ୍ତ ବୋର୍ଡ କିମ୍ବା ସଂସ୍ଥାନରୁ ୧୦ମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ। ହାଲକା ଏବଂ ଭାରୀ ମୋଟର ବାହନର ଡ୍ରାଇଭିଂ ଲାଇସେନ୍ସ ରହିଥିବ ଆବଶ୍ୟକ। ଏହାସହିତ ତିନି ବର୍ଷର ଅନୁଭବ ଥିବା ବାଧ୍ୟତାମୂଳକ।

ପଦର ବିବରଣୀ

ପଦର ନାମ                       ପଦ ସଂଖ୍ୟା
ସ୍ଟାଫ କାର ଡ୍ରାଇଭର              ୦୩

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.