ଦଶମ ପାସ୍‌ ପ୍ରାର୍ଥୀଙ୍କ ପାଇଁ ଡାକ ବିଭାଗରେ ନିଯୁକ୍ତି ସୁଯୋଗ, ତୁରନ୍ତ କରନ୍ତୁ ଆବେଦନ

ଭାରତୀୟ ଡାକ ବିଭାଗରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସିଖବର। କରୋନା ସମୟରେ ମଧ୍ୟ ଡାକ ବିଭାଗ ନିଯୁକ୍ତି ପ୍ରକ୍ରିୟା ଜାରି ରଖିଛି। ଇଣ୍ଡିଆନ୍‌ ପୋଷ୍ଟାଲରେ ୩୨୬୨ ପଦରେ ନିଯୁକ୍ତି ପାଇଁ ନୋଟିଫିକେସନ୍‌ ବାହାରିଛି। ଏହି ନିଯୁକ୍ତି ରାଜସ୍ଥାନ ପୋଷ୍ଟାଲ ସର୍କଲରେ ହେବ। ମାଟ୍ରିକ୍‌ ପାସ୍‌ କରିଥିବା ଛାତ୍ରଛାତ୍ରୀ ଏଥିପାଇଁ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ରହିଛି ୨୧ ଜୁଲାଇ ୨୦୨୦। ଆସନ୍ତୁ ଜାଣିବା ଏହି ନିଯୁକ୍ତି ସମ୍ପର୍କରେ…

Covid-19: Exam cancellation for final year students, deferment of ...

ପଦ ନାମ:

ଗ୍ରାମୀଣ ଡାକ ସେବକ

ପଦ ସଂଖ୍ୟା:

୩୨୬୨

ଶିକ୍ଷାଗତ ଯୋଗ୍ୟତା:

୧୦ମ ପାସ୍‌

Pending class 10, 12 CBSE exams from July 1-15 | Greater Kashmir

ବୟସ ସୀମା:

୧୮-୪୦ ବର୍ଷ

ଦରମା:

୧୦,୦୦୦- ୧୪,୫୦୦

ଏମିତି କରନ୍ତୁ ଆବେଦନ:

ଇଚ୍ଛୁକ ପ୍ରାର୍ଥୀ ଡାକ ବିଭାଗର ଅଫିସିଆଲ େଓ୍ଵବ୍‌ସାଇଟ୍‌କୁ ଯାଇ ଆବେଦନ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.