ଷ୍ଟିଲ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡରେ ସରକାରୀ ଚାକିରୀରେ ନିଯୁକ୍ତି ପାଇର୍ ସୁବର୍ଣ୍ଣ ସୁଯୋଗ। SAIL ରେ ଟେକ୍ନିସିଆନ ଅପରେଂଟିସର ଅନେକ ପଦବୀରେ ନିଯୁକ୍ତି ଜାରି କରାଯାଇଛି। ଯଦି ଆପଣ ଏହି ପଦବୀରେ ଆବେଦନ କରିବାକୁ ଚାହୁଁଛନ୍ତି ତେବେ ତୁରନ୍ତ SAIL ର ଅଧିକାରିକ େଓ୍ଵବସାଇଟକୁ ଯାଇ ଜାରି କରାଯାଇଥିବା ଅଧିସୂଚନା ଡାଉନଲୋଡ କରନ୍ତୁ।
ପଦବୀ ନାମ ଏବଂ ପଦ ସଂଖ୍ୟା
ଟେକ୍ନିସିଆନ ଅପରେଂଟିସ- ୧୦୦
ବୟସ ସୀମା
ଆବେଦନକାରୀଙ୍କ ନ୍ୟୁନତମ ବୟସ ସୀମା ୧୮ ବର୍ଷ ଏବଂ ଅଧିକତମ ବୟସ ସୀମା ୨୮ ବର୍ଷ ନିର୍ଦ୍ଦାରିତ କରାଯାଇଛି।
ମହତ୍ତ୍ୱପୂର୍ଣ୍ଣ ତାରିଖ
ଅନଲାଇନ ଆବେଦନ କରିବାର ପ୍ରାରମ୍ଭିକ ତାରିଖ: ୦୩ ମାର୍ଚ୍ଚ ୨୦୨୦
ଅନଲାଇନ ଆବେଦନ କରିବାର ଶେଷ ତାରିଖ: ୧୭ ମାର୍ଚ୍ଚ ୨୦୨୦
ଆବେଦନ ପ୍ରକ୍ରିୟା
ଆବେଦନକାରୀଙ୍କ ଅନଲାଇନ ଆବେଦନ ପ୍ରକ୍ରିୟା ନିଶ୍ଚିନ୍ତ ସମୟ ପୂର୍ବରୁ ଶେଷ କରାଯିବ। ଆବେଦନ କରିବା ପୂର୍ବରୁ ପ୍ରଥମେ ଜାରି କରାଯାଇଥିବା ଅଧିସୂଚନାକୁ ନିଶ୍ଚୟ ପଢନ୍ତୁ। ଇଛୁକ ଆବେଦନକାରୀମାନେ ଏହି ପଦବୀରେ ନିଯୁକ୍ତି ପାଇଁ ୧୭ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ଅନଲାଇନ ଆବେଦନ କରିପାରିବେ।
ଚୟନ ପ୍ରକ୍ରିୟା
ଆବେଦନକାରୀଙ୍କ ଚୟନ ପ୍ରକ୍ରିୟା ମେରିଟ୍ ଆଧାରରେ କରାଯିବ।