୧୨ ଦିନପରେ ଜଳିବ ବଡ଼ଦାଣ୍ଡ, ସପ୍ତାହକ ମଧ୍ୟରେ ପର୍ଯ୍ୟାୟକ୍ରମେ ଅନ୍ୟ ଅଞ୍ଚଳରେ ମିଳିବ ବିଦ୍ୟୁତ୍ ସେବା
ଆଜି ସନ୍ଧ୍ୟା ସୁଦ୍ଧା ପୁରୀ ବଡ଼ଦାଣ୍ଡରେ ବିଜୁଳି। ସରକାରୀ କାର୍ଯ୍ୟଳୟକୁ ବି ବିଦ୍ୟୁତ ସଂଯୋଗ ଦିଆଯିବ। ସହରର ଅନ୍ୟ ଅଞ୍ଚଳରେ ସପ୍ତାହକ ମଧ୍ୟରେ ପର୍ୟ୍ୟାୟକ୍ରମେ ମିଳିବ ବିଦ୍ୟୁତ୍ ସେବା। ଏହି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ। ଧୈର୍ଯ୍ୟ ଧରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି। ସେପଟେ ଆଜି…