Browsing Category

ବ୍ୟବସାୟ ଓ ଅର୍ଥନୀତି

FDର ସୁଧ ହାରକୁ ନେଇ RBIର ବଡ଼ ବୟାନ, ସମୟ ପୂର୍ବରୁ ଜାଣିନିଅନ୍ତୁ

ଆରବିଆଇ ଏଫଡିକୁ ନେଇ ଦେଲା ବଡ଼ ସୂଚନା। ଫିକ୍ସଡ ଡିପୋଜିଟକୁ ନେଇ ନିୟମରେ ଏକ ବଡ଼ ଧରଣର ପରିବର୍ତ୍ତନ କରିଛି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ। ଏହି ପରିବର୍ତ୍ତନ ରେ ଯଦି ଏଫଡି ମ୍ୟାଚୁର ହେବା ପରେ ମଧ୍ୟ କ୍ଲେମ ହେଉନାହିଁ ଆଉ ବ୍ୟାଙ୍କରେ ଟଙ୍କା ପଡ଼ିରୁହେ। ତେବେ ଏଫଡିରେ ସୁଧ ହାର କୁ ନେଇ ଭାରି…

ଦୁନିଆର ପ୍ରଥମ 200MP କ୍ୟାମେରା ଫୋନ୍ ଭାବେ ଲଞ୍ଚ ହେଲା Moto X30 Pro, ଜଣାନ୍ତୁ ଏହାର ଫିଚର୍ସ

ଡିଜିଟାଲ ମାର୍କେଟର ଅଧିକ ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି। ଯାହା ପାଇଁ ଫୋନ କମ୍ପାନୀ ଗୁଡିକ ନୂଆ ନୂଆ ଫିଚର୍ସ ସହିତ ସ୍ମାର୍ଟ ଫୋନ ଲଞ୍ଚ କରୁଛନ୍ତି। ତେବେ ଜଣେ ଗ୍ରାହକ ଯେତେବେଳେ ବି କୌଣସି ଫୋନ କିଣିବାକୁ ଯାଆନ୍ତି ପ୍ରଥମେ କ୍ୟାମେରା କଥା ଚିନ୍ତା କରନ୍ତି। ମୋଟରୋଲା ଆଜି ଚାଇନାରେ…

ଇଂଜିନିୟରିଂରେ ଗ୍ରାଜୁଏସନ କରିଥିଲେ ତୁରନ୍ତ କରନ୍ତୁ IFFCO ରେ ଆବେଦନ, ଭୁବନେଶ୍ୱରରେ ମିଳିବ ନିଯୁକ୍ତି

ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର। ଇଫକୋ (IFFCO) ରେ ଖାଲିପଡିଛି ପଦବୀ। ଏହି ପଦବୀରେ ଗ୍ରାଜୁଏଟ୍‌ ଇଂଜିନିୟର ଆବେଦନ କରିପାରିବେ। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ େଓ୍ଵବସାଇଟ୍‌ gea.iffco.in କୁ ଯାଇ ଅନଲାଇନରେ ଆବେଦନ କରିପାରିବେ। ଏଠାରେ ଆବେଦନ କରିବାର ଶେଷ…

ପେଟ୍ରୋଲ ଓ ଡିଜେଲରେ ଆଜି ହୋଇଛି ସାମାନ୍ୟ ପରିବର୍ତ୍ତନ, ଜାଣନ୍ତୁ ତାଜା ଅପଡେଟ୍‌

କମିଲା ପେଟ୍ରୋଲ ଓ ଡିଜେଲ ଦର। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ଲିଟର ପିଛା ୧୦୩ ଟଙ୍କା ୧୮ ପଇସା ହୋଇଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୪ ଟଙ୍କା ୭୫ ପଇସା ହୋଇଛି। ସେହିପରି ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ ଡିଜେଲ ଦରରେ କିଛିଟା ପରିବର୍ତ୍ତନ ହୋଇଛି। ଦିଲ୍ଲୀରେ ପେଟ୍ରୋଲ…

ଜାଣନ୍ତୁ ଆଜି ଆପଣଙ୍କ ସହରରେ ୧୦ ଗ୍ରାମ୍ ପ୍ରତି ସୁନା ଦାମ୍ କେତେ ଅଛି

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୮,୦୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୨,୪୬୦ ଟଙ୍କା ରହିଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ଯଥାକ୍ରମେ ୪୭,୮୦୪ ଟଙ୍କା ଓ…

ଅଟଳ ପେନସନ୍‌ ଯୋଜନାରୁ ବାଦ୍‌ ପଡ଼ିବେ ଏମାନେ, ଆସୁଛି ନୂଆ ନିୟମ

ସମସ୍ତଙ୍କୁ ଅଳ୍ପ ବହୁତ ଜଣାଥିବ ଅଟଳ ପେନସନ୍‌ ଯୋଜନା ବିଷୟରେ । ଏହି ଯୋଜନାରେ ଏବେ ଗୋଟିଏ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଯାହା ଆଗାମୀ ଅକଟୋବର ୧ ତରିଖରୁ ଲାଗୁ ହେବ । ଯେଉଁମାନେ ଅଟଳ ପେନସନ୍‌ ଯୋଜନାରେ ଯୋଡ଼ି ହେବାକୁ ଚାହୁଁଛନ୍ତି ସେମାନେ ଯଦି ଆୟକର ପଇଠ କରୁଥିବେ ତେବେ ସେମାନଙ୍କୁ…

‘ଅଗ୍ନିବୀର ବାୟୁ ନିଯୁକ୍ତି ୨୦୨୨’ର ରେଜଲ୍ଟ ଘୋଷିତ, ଏହି ଅଫିସିଆଲ ୱେବସାଇଟରୁ ଫଟାଫଟ୍‌ ଯାଞ୍ଚ କରନ୍ତୁ ନିଜର ଫଳାଫଳ

ଭାରତୀୟ ବାୟୁସେନା (IAF) ଅଗ୍ନିବୀର ବାୟୁ ନିଯୁକ୍ତି ପାଇଁ ଆୟୋଜିତ ପରୀକ୍ଷାର ଫଳାଫଳ ଜାରି କରିଛି। ଯେଉଁ ଆଶାୟୀମାନେ ପରୀକ୍ଷାରେ ଭାଗ ନେଇଥିଲେ, ସେମାନେ ନିଜ ରେଜଲ୍ଟ ଏବଂ ସିଲେକ୍ସନ ଷ୍ଟାଟସ୍‌ ଅଫିସିଆଲ ୱେବସାଇଟ ମାଧ୍ୟମରେ ଯାଞ୍ଚ କରି ପାରିବେ। ରେଜଲ୍ଟ ଯାଞ୍ଚ କରିବା ପାଇଁ…

ଟାଟା ଲଞ୍ଚ କଲା ଟିଗୋର ନୂତନ ଶସ୍ତା iCNG କାର, କମ୍ ମୂଲ୍ୟ ସହ ରହିଛି ୨୬ କିଲୋମିଟର ମାଇଲେଜ୍

ମାର୍କେଟରେ ବିଭିନ୍ନ ପ୍ରକାର ସ୍ମାର୍ଟଫୋନ୍ ଓ କାର ବିକ୍ରି ହେଉଛି। ସମୟ ସହିତ ନୂଆ ନୂଆ ଡିଜାଇନ୍ ସହିତ ଆସୁଛି ଗାଡ଼ି। ତେବେ ବର୍ତ୍ତମାନ ପୁଣି TATA କମ୍ପାନୀ ଲଞ୍ଚ କରିଛି iCNG ଭାରିଆଣ୍ଟ କାର। ଏହି ପୋର୍ଟଫୋଲିଓରେ ଟାଟା ଟିଗୋର ଏକ୍ସଏମ୍ ହେଉଛି ସବୁଠାରୁ ଶସ୍ତା CNG ସେଡାନ୍, ଏହାର…

କମିଲା ସୁନା ଦାମ୍, ଆଜି ରାକ୍ଷୀରେ ଭଉଣୀ ପାଇଁ କିଣି ଆଣନ୍ତୁ ମନ ପସନ୍ଦର ଗହଣା

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୬୦୦ ଟଙ୍କା କମି ୪୭,୩୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୬୬୦ ଟଙ୍କା କମି ୫୧,୬୫୦ ଟଙ୍କା ରହିଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ…

ଭୁବନେଶ୍ୱରରେ କମିଲା ପେଟ୍ରୋଲ ଓ ଡିଜେଲ, ଜାଣନ୍ତୁ ଲିଟର ପିଛା ଆଜି କେତେ ଅଛି ଦାମ୍

କମିଲା ପେଟ୍ରୋଲ ଓ ଡିଜେଲ ଦର। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ଲିଟର ପିଛା କାଲି ତୁଳନାରେ ୪୧ ପଇସା କମି ୧୦୩ ଟଙ୍କା ୧୯ ପଇସା ହୋଇଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୩୯ ପଇସା କମି ୯୪ ଟଙ୍କା ୭୬ ପଇସା ହୋଇଛି। ସେହିପରି ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ ଡିଜେଲ ଦରରେ…

ମହଙ୍ଗା ହୋଇପାରେ ବିମାନ ଯାତ୍ରା! ଅଗଷ୍ଟ ୩୧ରୁ ଘରୋଇ କମ୍ପାନୀ ସ୍ଥିର କରିବେ ଭଡ଼ା

ଆଗାମୀ ଦିନରେ ବିମାନ ଯାତ୍ରା ମହଙ୍ଗା ହୋଇପାରେ। କାରଣ, ସରକାର ଘରୋଇ ଉଡ଼ାଣ ପାଇଁ ଭଡ଼ା ଧାର୍ଯ୍ୟ କରିବାର ଅଧିକାର ପୁନର୍ବାର ବିମାନ କମ୍ପାନୀଗୁଡ଼ିକୁ ହସ୍ତାନ୍ତର କରିବାକୁ ଯାଉଛନ୍ତି। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ମୁତାବକ, କରୋନା ମହାମାରୀକୁ ନଜରରେ ରଖି ୨୦୨୦ ମେ’ ମାସରେ ଘରୋଇ ଉଡ଼ାଣ…

Gucci ହେଲା ବିଶ୍ୱର ପ୍ରଥମ ଷ୍ଟୋର, ଯିଏ ପେମେଣ୍ଟରେ ନେଉଛି କ୍ରିପ୍ଟୋ କଏନ୍

ହାଇ ଏଣ୍ଡ ଇଟାଲୀୟ ଫ୍ୟାଶନ ଗୁଚି ହେଲା ବିଶ୍ୱର ପ୍ରଥମ ପ୍ରମୁଖ ବ୍ରାଣ୍ଡ୍, ଯିଏକି ହୋଇପାରିଛି ସବୁଠୁ ବଡ଼ ବ୍ରାଣ୍ଡ୍। କାରଣ ଏହି ଆପ୍ ଗତ ସପ୍ତାହରେ ଘୋଷଣା କରିଛି ଯେ ଏହା ସପିଙ୍ଗରେ ଆପକଏନ୍ ବା କ୍ରିପ୍ଟୋ କଏନ୍ ଗ୍ରହଣ କରୁଛି । ଏହା ହୋଇଛି ବିଶ୍ୱର ଏମିତି ଏକ ଅନଲାଇନ୍ ସପ ଯିଏକି…