Browsing Category

କରୋନା ଭାଇରସ

ଦେଶରେ ୨୪ ଘଣ୍ଟାରେ ୮ହଜାର ୫୮୨ ନୂଆ ଆକ୍ରାନ୍ତ ଚିହ୍ନଟ, ୪ମୃତ

ନୂଆଦିଲ୍ଲୀ(କେନ୍ୟୁଜ): କ୍ରମାଗତ ଦ୍ୱିତୀୟ ଦିନରେ ୮ହଜାର ଉପରେ କରୋନା ସଂକ୍ରମଣ। ୨୪ ଘଣ୍ଟାରେ ୮,୫୮୨ ନୂଆ ଆକ୍ରାନ୍ତ ଚିହ୍ନଟ । ୪ ଜଣଙ୍କ ଜୀବନ ନେଇଛି କରୋନା ମହାମାରୀ। ଦିନକରେ ସୁସ୍ଥ ହେଲେ ୪,୪୩୫ ଆକ୍ରାନ୍ତ । ଦେଶରେ ଆକ୍ଟିଭ୍‌ କେସ୍‌ ୪୪,୫୧୩କୁ ବୃଦ୍ଧି ପାଇଛି । ଦେଶରେ ସୁସ୍ଥ…

ଦେଶରେ ୫ ହଜାର ଟପିଲା ଦୈନିକ କରୋନା ସଂଖ୍ୟା : ୨୪ ଘଣ୍ଟାରେ ୫ ହଜାର ୨୩୩ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ଉପରମୁହାଁ କରୋନା ସଂକ୍ରମଣ । ଦୈନିକ ସଂକ୍ରମଣ ୫ ହଜାର ପାର୍‌ । ଗତ ୨୪ ଘଣ୍ଟାରେ ଦେଶରେ ୫ ହଜାର ୨୩୩ କୋଭିଡ ପଜିଟିଭ୍‌ ଚିହ୍ନଟ । ୭ ଜଣଙ୍କ ମୁଣ୍ଡ ନେଇଛି ଭାଇରସ । ଦିନକରେ ୪୧ ପ୍ରତିଶତ ବୃଦ୍ଧି ପାଇଛି କରୋନା କେସ୍‌ । ଦେଶରେ ଆକ୍ଟିଭ୍‌ କେସ୍‌ ୨୮ ହଜାର ୮୫୭କୁ…

ଭାରତରେ ଓମିକ୍ରନ BA.4 ଭ୍ୟାରିଏଣ୍ଟର ଦ୍ୱିତୀୟ ମାମଲା! ହାଇଦ୍ରାବାଦ ପରେ ତାମିଲନାଡ଼ୁରେ ଚିହ୍ନଟ ହେଲେ ରୋଗୀ

ବିଶ୍ୱର ଅନେକ ଦେଶରେ ଦେଖାଦେଇ ସାରିଥିବା ଓମିକ୍ରନର BA.4 ସବ୍‌ ଭ୍ୟାରିଏଣ୍ଟ ଏବେ ଭାରତରେ ରୂପ ଦେଖାଇଛି। ହାଇଦ୍ରାବାଦ ପରେ ଭାରତରେ ଏହାର ଦ୍ୱିତୀୟ ମାମଲା ନିଶ୍ଚିତ ହୋଇଛି। ନୂଆ ମାମଲା ତାମିଲନାଡ଼ୁର ବୋଲି କୁହାଯାଉଛି। ତାମିଲନାଡ଼ୁ ସ୍ୱାସ୍ଥ୍ୟ ମନ୍ତ୍ରୀ ସୁବ୍ରମଣ୍ୟମ୍‌ ଏକ ବୟାନରେ…

ଭାରତରେ ପ୍ରଥମ ଥର ଦେଖାଦେଲା ଓମିକ୍ରନର ନୂଆ ଭ୍ୟାରିଏଣ୍ଟ BA.4; ପୁଣି ଏକ ଲହର ଆସିବା ନେଇ ଆଶଙ୍କା

କରୋନା ଏବେ ବି ତା’ର ନୂଆ ନୂଆ ରୂପ ଦେଖାଉଛି। ଦେଶରେ କିଛି ଦିନ ହେବ କରୋନା ମାମଲା ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ଏହାରି ଭିତରେ ଆଉ ଏକ ନୂଆ ଭ୍ୟାରିଏଣ୍ଟ ଭାରତରେ ପାଦ ଥାପିଛି। ହାଇଦ୍ରାବାଦରେ BA.4 ଓମିକ୍ରନ ଭ୍ୟାରିଏଣ୍ଟର ପ୍ରଥମ ମାମଲା ସାମ୍ନାକୁ ଆସିଛି। ଭାରତୀୟ ରୋଗୀମାନଙ୍କଠାରେ…

ଉତ୍ତର କୋରିଆର ତାଣ୍ଡବ ରଚିଛି ଓମିକ୍ରନ: ଦିନକରେ ୨ଲକ୍ଷ ୯୬ ହଜାର ନୂଆ ମାମଲା, ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି

ଉତ୍ତର କୋରିଆ: ଉତ୍ତର କୋରିଆର ତାଣ୍ଡବ ରଚିଛି ଓମିକ୍ରନ। ଏହାଯୋଗୁ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଛି। ଦିନକରେ ୨ଲକ୍ଷ ୯୬ ହଜାର ନୂଆ ମାମଲା ସାମ୍ନାକୁ ଆସିଛି। ମୋଟ ସଂକ୍ରମଣ ମାମଲା ଏବେ ୮ଲକ୍ଷ ୨୦ ହଜାରକୁ ବୃଦ୍ଧି ପାଇଛି। ସେହିପରି ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି ପାଇଛି। ମାତ୍ର ୩ ଦିନ…

ଉତ୍ତର କୋରିଆରେ ବ୍ୟାପୁଛି ଅଜଣା ଜ୍ୱର: ଗଲାଣି ୬ଜୀବନ, ମୃତକଙ୍କ ଭିତରୁ ଜଣେ ଓମିକ୍ରନ ଭାରିଆଣ୍ଟରେ ସଂକ୍ରମିତ

ଉତ୍ତର କୋରିଆ: ଉତ୍ତର କୋରିଆରେ ପ୍ରଥମ କରୋନା ମୃତ୍ୟୁ। ଦେଶରେ ବ୍ୟାପୁଛି ଅଜଣା ଜ୍ୱର। ଜ୍ୱରରେ ୬ଜଣଙ୍କ ମୃତ୍ୟୁ ହୋଇଛି। ୬ଜଣଙ୍କ ମଧ୍ୟରୁ ଜଣେ ଓମିକ୍ରନ ଭାରିଆଣ୍ଟରେ ସଂକ୍ରମିତ ଥିବା ଜଣାପଡିଛି । ଏବେ ଦେଶରେ ୩ ଲକ୍ଷ ୫୦ ହଜାରରୁ ଅଧିକ ଲୋକ ଜ୍ୱରରେ ପୀଡିତ ଅଛନ୍ତି । ଯାହା ଧିରେ ଧିରେ ଦେଶ…

ଆଜି ଦ୍ୱିତୀୟ ବିଶ୍ୱ କୋଭିଡ ସମ୍ମିଳନୀ: ପ୍ରଧାନମନ୍ତ୍ରୀ କରିବେ ସମ୍ବୋଧନ

ନୂଆଦିଲ୍ଲୀ: ଆଜି ଦ୍ୱିତୀୟ ବିଶ୍ୱ କୋଭିଡ ସମ୍ମିଳନୀ । ପ୍ରଧାନମନ୍ତ୍ରୀ କରିବେ ସମ୍ବୋଧନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ୱିତୀୟ ବିଶ୍ୱ କୋଭିଡ ସମ୍ମିଳନୀରେ ଅଂଶଗ୍ରହଣ କରିବେ । ଭୁର୍ଚଆଲ ମାଧ୍ୟମରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ…

ଉଭୟ ଡୋଜ୍‌ ଏବଂ ବୁଷ୍ଟର ନେଇଥିବା ସତ୍ତ୍ୱେ ବିଲ୍‌ ଗେଟ୍ସଙ୍କୁ ହେଲା କରୋନା! ଆଇସୋଲେଟ୍‌ କଲେ ନିଜକୁ…

ମାଇକ୍ରୋସଫ୍ଟ (Microsoft) କୋ-ଫାଉଣ୍ଡର ବିଲ୍‌ ଗେଟ୍ସ କରୋନାରେ ସଂକ୍ରମିତ ହୋଇଛନ୍ତି। ଏ ନେଇ ସେ ନିଜେ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି। ବିଲ୍‌ ଗେଟ୍ସ କହିଛନ୍ତି ଯେ ସେ କରୋନା ପଜିଟିଭ୍‌ ମିଳିଛନ୍ତି ଏବଂ ତାଙ୍କଠାରେ ହାଲୁକା ଲକ୍ଷଣ ରହିଛି। ସେ ଆହୁରି କହିଛନ୍ତି, କରୋନା ପଜିଟିଭ୍‌…

ପୁଣିଥରେ କାୟା ମେଲାଇଲାଣି କରୋନା, ଅହମ୍ମଦାବାଦ ଓ ଓଡ଼ିଶାରେ ଶତାଧିକ ଛାତ୍ରଛାତ୍ରୀ ପଜିଟିଭ୍‌ ଚିହ୍ନଟ

ପୁଣିଥରେ କାୟା ମେଲାଇଲାଣି କରୋନା ଭାଇରସ୍‌। ଗୁଜରାଟ ଓ ଓଡ଼ିଶାରେ କରୋନାର ଚିନ୍ତାଜନକ ସଂଖ୍ୟା ସାମ୍ନାକୁ ଆସିଛି। ଗୁଜରାଟର ଏକ ଡିଜାଇନିଂ ଇନ୍‌ଷ୍ଟିଚ୍ୟୁଟ୍‌ରେ ୨୪ ଜଣ ଛାତ୍ର କରୋନା ସଂକ୍ରମିତ ହୋଇଥିବା ବେଳେ ଓଡ଼ିଶାର ଏକ ସ୍କୁଲରେ ୬୪ ଛାତ୍ରଛାତ୍ରୀ କୋଭିଡ୍‌ ଆକ୍ରାନ୍ତ ହୋଇଛନ୍ତି।…

୨୪ ଘଣ୍ଟାରେ ଦେଶରେ ୩,୨୦୭ କୋଭିଡ୍‌-୧୯ ଆକ୍ରାନ୍ତ; ୨୯ ଜଣ ମୃତ

ନୂଆଦିଲ୍ଲୀ : ଦେଶରେ ୩ ହଜାର ତଳକୁ ଖସୁନି ଦୈନିକ କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ହଜାର ୨୦୭। ଗତକାଲି ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଥିଲା ୩ହଜାର ୪୫୧ ନୂଆ ସଂକ୍ରମିତ। ୨୯ ଜଣ କରୋନାରେ ପ୍ରାଣ ହରାଇଛନ୍ତି । ଦିନକରେ ସୁସ୍ଥ ହୋଇଛନ୍ତି ୩ହଜାର ୪୧୦ ଆକ୍ରାନ୍ତ। ୨୦ ହଜାର…

ଶରୀରରେ ରକ୍ତ ଜମାଟ କରୁଛି ‘ଜନସନ୍‌ ଆଣ୍ଡ ଜନସନ୍‌’ର କୋଭିଡ୍‌ ନିରୋଧୀ ଟିକା…! ତୁରନ୍ତ ପ୍ରତିବନ୍ଧକ ଲଗାଇଲା ଆମେରିକା

ବିଶ୍ୱର ଅଗ୍ରଣୀ ଔଷଧ କମ୍ପାନୀ ‘ଜନସନ୍‌ ଆଣ୍ଡ ଜନସନ୍‌’ର କୋଭିଡ୍‌ ନିରୋଧୀ ଟିକା ଗୁରୁତର ବିପଦ ସୃଷ୍ଟି କରୁଛି। ଏହି ଟିକା ନେବା ଦ୍ୱାରା ଶରୀରରେ ରକ୍ତ ଜମାଟ ବାନ୍ଧୁଛି, ଯେଉଁ କାରଣରୁ ଆମେରିକୀୟ ଔଷଧ ନିୟାମକ ‘ଜେ ଆଣ୍ଡ ଜେ’ର କୋଭିଡ୍‌ ଟିକା ବ୍ୟବହାରକୁ ନେଇ କେତେକ ପ୍ରତିବନ୍ଧକ ଲଗାଇ…

କୋଭିଡ୍‌ ଟେଷ୍ଟିଂ ନାଁରେ ଏ କେମିତିକା ଦଣ୍ଡ! ଜୋର୍‌ ଜବରଦସ୍ତ ମହିଳାଙ୍କୁ ତଳେ ପକାଇ ନେଲେ ନମୁନା…ଛାତି ଥରାଇ ଦେବ ଏହି…

ଚୀନରେ ଏବେ ଲୋକେ କରୋନା ଭାଇରସ୍‌ଠୁ ଅଧିକ ଲକ୍‌ଡାଉନକୁ ଭୟ କରୁଛନ୍ତି। କୌଣସି ବି ପରିସ୍ଥିତିରେ ଲୋକେ ବନ୍ଦୀ ହୋଇ ରହିବାକୁ ଚାହୁଁ ନାହାନ୍ତି। ସାଂଘାଇ ଏବଂ ଅନ୍ୟ କେତେକ ଅଞ୍ଚଳରୁ ଏମିତି କିଛି ଭିଡିଓ ସାମ୍ନାକୁ ଆସୁଛି, ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଏଠାରେ ଲୋକଙ୍କୁ…