Browsing Category

ହକି ବିଶ୍ୱକପ୍ ୨୦୧୮

Hockey World Cup 2018

ଓଡ଼ିଶା ହକି ବିଶ୍ୱ କପ୍‌ ଫାଇନାଲ୍‌ରେ ନେଦରଲାଣ୍ଡସ୍‌-ବେଲଜିୟମ୍‌ ମୁକାବିଲା

ଭୁବନେଶ୍ୱର (କେ ନ୍ୟୁଜ୍‌) : ସଂଘର୍ଷର ଶେଷ ସୀମାରେ ପହଞ୍ଚିଥିଲା ଓଡ଼ିଶା ହକି ବିଶ୍ୱ କପ୍‌ର ଦ୍ୱିତୀୟ ସେମିଫାଇନାଲ୍‌ ମ୍ୟାଚ୍‌ । ନିର୍ଦ୍ଧାରିତ ସମୟ ଭିତରେ ୨-୨ । ପୁଣି ପେନାଲଟି ସୁଟ୍‌ ଆଉଟ୍‌ରେ ୩-୩ ଗୋଲ୍‌ କରି ସମାନ ସ୍ଥିତିରେ ରହିଥିଲେ । ତେଣୁ ବିଜେତା ନିର୍ଣ୍ଣୟ ପାଇଁ ସଡନ୍‌ ଡେଥ୍‌…

ହକି ପ୍ରେମୀଙ୍କ ପାଇଁ ଖୁସି ଖବର, ପ୍ରତି ୨ବର୍ଷରେ ହେବ ଜୁନିଅର ହକି ବିଶ୍ୱକପ

ଭୁବନେଶ୍ବର(କେନ୍ଯୁଜ୍ ) : ଓଡିଶା ବିଶ୍ୱକପ ହକି ସଫଳ ହେବାପରେ ହକି ପ୍ରେମୀଙ୍କ ପାଇଁ ଖୁସି ଖବର ଆଣିଲା ଆନ୍ତର୍ଜାତିକ ହକି ଫେଡେରେସନ । ଆସନ୍ତା ବର୍ଷ ଠାରୁ ପ୍ରତି ୨ବର୍ଷରେ ହେବ ଜୁନିଅର ହକି ବିଶ୍ୱକପ । ଏନେଇ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ସମ୍ବାଦିକ ସମ୍ମିଳନିରେ…

ହକି ଫାଇନାଲ ମ୍ୟାଚ୍କୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡ଼ି

ଭୁବନେଶ୍ବର (କେନ୍ୟୁଜ୍) : ବିଶ୍ୱକପ୍ ହକିର ଫାଇନାଲ ମ୍ୟାଚର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରିଛି ଓଡିଶା ପୋଲିସ । ବିଶେଷ କରି ଗୁଇନ୍ଦା ବିଭାଗକୁ ଅଧିକ ସକ୍ରିୟ କରାଯାଇଥିବା ପୋଲିସ ଡିଜି ସୂଚନା ଦେଇଛନ୍ତି । ଫାଇନାଲରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ଦେଖିବାକୁ ଦର୍ଶକଙ୍କ…

ହକି ବିଶ୍ୱ କପ୍‌ରେ ‘ଓଲି’ ମନ ତଳର ବେଦନା

ଦେଖିବାକୁ ଭାରି କ୍ୟୁଟ୍‌ । ସମସ୍ତେ ତା ସହିତ ଖେଳନ୍ତି । ଏବେ ହକି ବିଶ୍ୱ କପ୍‌ରେ ସେ ହେଛି ସମସ୍ତଙ୍କ ଆଦରର ପାତ୍ର । ସେ ହେଉଛି ଓଡ଼ିଶା ହକି ବିଶ୍ୱ କପ୍‌ର ମାସ୍କଟ୍‌ ଓଲି । ବିଶ୍ୱ କପ୍‌ ଆରମ୍ଭ ହେବା ପୂର୍ବରୁ ପ୍ରଚାର ପାଇଁ ବିଭିନ୍ନ ଜିଲ୍ଲା ବୁଲିଥିଲା । ଏବେ ଭୁବନେଶ୍ୱର କଳିଙ୍ଗ…

ଇଂଲଣ୍ଡକୁ ହରାଇ ପ୍ରଥମଥର ହକି ବଶ୍ୱ କପ୍‌ ଫାଇନାଲ୍‌ରେ ବେଲଜିୟମ୍‌

ଭୁବନେଶ୍ୱର (କେ ନ୍ୟୁଜ୍‌) : ସମ୍ପୂର୍ଣ୍ଣ ଏକତରଫା ବିଜୟ ସହ ଚତୁର୍ଦ୍ଦଶ ହକି ବିଶ୍ୱ କପ୍‌ ଫାଇନାଲ୍‌ରେ ପହଞ୍ଚିଛି ବେଲଜିୟମ ଦଳ । ଆଜି କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳା ଯାଇଥିବା ପ୍ରଥମ ସେମିଫାଇନାଲ୍‌ରେ ପ୍ରଥମ ଓ ଶେଷ କ୍ୱାର୍ଟରରେ ଗୋଲ୍‌ ବର୍ଷା କରି ବେଲଜିୟମ ବିଜୟୀ ହୋଇଛି । ଏହି ବିଜୟ ସହ…

ହକି ଗ୍ରାଣ୍ଡ ଫିନାଲେରେ ମାଷ୍ଟରବ୍ଲାଷ୍ଟର ସଚ୍ଚିନ୍

ଭୁବନେଶ୍ବର (କେନ୍ୟୁଜ୍) : ଓଡ଼ିଶା ଆସିବେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। ହକିକୁ ଉତ୍ସାହିତ କରିବାକୁ କଳିଙ୍ଗ ଷ୍ଟାଡିୟମ ରହିବେ ଉପସ୍ଥିତ। ପୁରୁଷ ବିଶ୍ୱକପ୍‌ ହକିକୁ ମିଳିଛି ବିପୁଳ ସମର୍ଥନ ମିଳିଛି । ଯାହାକୁ ଦେଖି ଖୁସି ପ୍ରକାଶ କରିଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର।…

ବିଶ୍ୱକପ୍‌ ହକି, ଆଜି ଖେଳାଯିବ ସେମି ଫାଇନାଲ

ଭୁବନେଶ୍ବର(କେନ୍ୟୁଜ୍) : ଆଜି ବିଶ୍ୱକପର ସେମି ଫାଇନାଲ ଲଢେଇ । ପ୍ରଥମ ସେମିରେ ଶକ୍ତିଶାଳୀ ବେଲଜିୟମକୁ ଭେଟିବ ଇଂଲଣ୍ଡ । ଦିନ ୪ଟାରେ ମ୍ୟାଚ ଖେଳାଯିବ । କ୍ୱାର୍ଟର ଫାଇନାଲ୍‌ରେ ଆର୍ଜେଣ୍ଟିନାକୁ ୩-୨ ଗୋଲରେ ହରାଇ ଭାବେ ସେମିରେ ପ୍ରବେଶ କରିଛି ଇଂଲଣ୍ଡ । ସେହିପରି ଜର୍ମାନୀକୁ ୨-୧ ଗୋଲରେ…

ମନ ଭାଙ୍ଗିଦେଲା ମନପ୍ରୀତ ବାହିନୀ : ହକି ବିଶ୍ୱ କପ୍‌ କ୍ୱାର୍ଟରରେ ହାରିଗଲା ଭାରତ : ସେମିରେ ନେଦରଲାଣ୍ଡସ-ଅଷ୍ଟ୍ରେଲିଆ…

ଭୁବନେଶ୍ୱର (କେ ନ୍ୟୁଜ୍‌) : ଉତ୍କଣ୍ଠା ଓ ରୋମାଞ୍ଚର ଚରମ ସୀମା । କଳିଙ୍ଗ ଷ୍ଟାଡିୟମ୍‌ରେ ହକି ବିଶ୍ୱ କପ୍‌ର ହାଇଭୋଲଟେଜ୍‌ କ୍ୱାର୍ଟରଫାଇନାଲ୍‌ ମ୍ୟାଚ୍‌ । ଖଚାଖଚ୍‌ ଭରା ଷ୍ଟାଡିୟମ୍‌ରେ ଦର୍ଶକଙ୍କ ହୋହଲ୍ଲା । ତାରି ଭିତରେ ଦମ୍‌ ଦେଖାଇବାକୁ ଭରପୂର ଚେଷ୍ଟା କରିଥିଲା ଆୟୋଜକ ଭାରତ । ହେଲେ…

ହକି ବିଶ୍ୱ କପ୍‌ ଦେଖିଲେ ଆତ୍ମସମର୍ପଣକାରୀ ମାଓବାଦୀ

ଭୁବନେଶ୍ୱର : ହିଂସାର ପଥ ଛାଡ଼ି ମାଓ ସଂଗଠନରୁ ଦୂରେଇ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଥିବା ଏଇ ବ୍ୟକ୍ତିମାନଙ୍କୁ ଟିକିଏ ଭଲ କରି ଦେଖନ୍ତୁ । ଏମାନେ ଆଜି ଆସିଛନ୍ତି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ହକି ବିଶ୍ୱ କପ୍‌ ମ୍ୟାଚ୍‌ ଦେଖିବାକୁ । ମ୍ୟାଚ୍‌ ପୂର୍ବରୁ ସେମାନେ ହକି ଫ୍ୟାନ୍‌…

ହକି ବିଶ୍ୱ କପ୍‌ : ଜର୍ମାନୀକୁ ହରାଇ ସେମିଫାଇନାଲ୍‌ରେ ବେଲଜିୟମ, ଇଂଲଣ୍ଡ ସହ ହେବ ଲଢ଼େଇ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଭଲ ଲଢ଼େଇ ହେଲା । ତେବେ ଟିକେ ଦୁର୍ବଳ ଥିବା ଜର୍ମାନୀକୁ ୨-୧ ଗୋଲ୍‌ରେ ହରାଇ କ୍ୱାର୍ଟରଫାଇନାଲ୍‌ରେ ଜିତିଲା ବେଲଜିୟମ । ଚତୁର୍ଦ୍ଦଶ ହକି ବିଶ୍ୱ କପ୍‌ ସେମିଫାଇନାଲ୍‌ରେ ବେଲଜିୟମର ମୁକାବିଲା ଇଂଲଣ୍ଡ ସହିତ ହେବ । କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଉଥିବା ହକି…

ହକି ବିଶ୍ୱକପ୍‌ରେ ଆଜି ମୈଦାନକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ, ଶକ୍ତିଶାଳି ନେଦରଲ୍ୟାଣ୍ଡସ୍‌ ସହ ହେବ ମୁହାଁମୁହିଁ

ଭୁବନେଶ୍ବର(କେନ୍ୟୁଜ୍) : ହକି ବିଶ୍ୱକପ୍‌ରେ ଆରମ୍ଭ ହୋଇଛି ଅସଲ ଲଢ଼େଇ, କ୍ୱାର୍ଟର ଫାଇନାଲ୍‌ ରାଉଣ୍ଡ । ଆଜି ମୈଦାନକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ । ସେମି ଫାଇନାଲ୍‌ ଟିକେଟ ପାଇଁ ଶକ୍ତିଶାଳି ନେଦରଲ୍ୟାଣ୍ଡସ୍‌ ସହ ମୁହାଁମୁହିଁ ହେବ । ଟକ୍କର ଜୋରଦାର ହେବ ନିହାତି । ପୁରୁଣା ରେକର୍ଡ…

ଖୁବ୍ ଜମିଲା ଆଜିର ଖେଳ : କ୍ୱାର୍ଟର ଫାଇନାଲରେ ପହଞ୍ଚିଲା ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ

ଭୁବନେଶ୍ବର (କେନ୍ୟୁଜ୍) : ହକି ବିଶ୍ୱକପରେ  ଆଜିଠୁ ଆରମ୍ଭ ହୋଇଛି କ୍ୱାର୍ଟର ଫାଇନାଲ୍ ରାଉଣ୍ଡ । ପ୍ରଥମ ଦଳ ଭାବରେ ସେମି ଫାଇନାଲ୍ରେ ପ୍ରବେଶ କରିଛି ଇଂଲଣ୍ଡ । ଆଜି ଖେଳାଯାଇଥିବା ପ୍ରଥମ କ୍ୱାର୍ଟର ଫାଇନାଲରେ ଇଂଲିଶ ବାହିନୀ ଶକ୍ତିଶାଳୀ ଆର୍ଜେଣ୍ଟିନାକୁ ହରାଇ ଦେଇଛି ।…