ଆଜିର ରାଶିଫଳ : ଜାଣନ୍ତୁ ଓଡିଆ ନବବର୍ଷରେ କିପରି କଟିବ ଆପଣଙ୍କ ଦିନ
ମେଷ: ଘରେ ଧାର୍ମିକ କାର୍ଯ୍ୟ ହୋଇପାରେ । ମନରେ ନିରାଶାର ଭାବ ରହିବ । ଆଳସ୍ୟ ଅଧିକ ରହିପାରେ । ମିତ୍ରଙ୍କଠାରୁ ସହଯୋଗ ମିଳିବ । ସ୍ୱଭାବରେ ଜିଦିପଣ ରହିପାରେ । ପରିଶ୍ରମ ଅଧିକ ରହିବ । ଧର୍ମ ପ୍ରତି ଶ୍ରଦ୍ଧାଭାବ ରହିବ ।
ବୃଷ: ପାରିବାରିକ ଜୀବନ ସୁଖମୟ ହେବ । ଆୟ ହ୍ରାସ ଏବଂ ଖର୍ଚ୍ଚ…