ରକ୍ତ ସମ୍ପର୍କରେ କଳଙ୍କିତ ଅଧ୍ୟାୟ, ସାନ ଭାଇର ଜୀବନ ନେବା ପାଇଁ ସୁପାରୀ ଦେଇଥିଲା ବଡ଼ ଭାଇ
ବାଲେଶ୍ୱର : ରକ୍ତ ସମ୍ପର୍କରେ କଳଙ୍କିତ ଅଧ୍ୟାୟ । ଭାଇ ହେଲା ଭଗାରି। ଜମି ପାଇଁ ସାନ ଭାଇକୁ ହତ୍ୟା କଲା ବଡ଼ଭାଇ । ସାନ ଭାଇକୁ ହତ୍ୟା କରିବା ପାଇଁ ସୁପାରୀ ଦେଇଥିଲା ବଡ଼ ଭାଇ । ଷଡ଼ଯନ୍ତ୍ରତକାରୀ ସାଜିଥିଲେ ଭାଇ-ଭାଉଜ । ହତ୍ୟା କରିବାକୁ ସୁପାରୀକିଲରକୁ ଦେଇଥିଲେ ୧ ଲକ୍ଷ ୪୦ ହଜାର ଟଙ୍କା ।…