ଆଖି ତଳ କଳା ପଡିବା ପାଇଁ ଏହି ଭିଟାମିନ୍ ଦାୟୀ
ରାତିରେ ଭଲ ନିଦ ହେବା ସତ୍ତ୍ୱେ ବି ଆପଣଙ୍କ ଆଖି ତଳେ ଡାର୍କ ସର୍କଲ ସମସ୍ୟା ଅଛି କି? ଏହାର ସ୍ପଷ୍ଟ ଅର୍ଥ ହେଉଛି ଯେ ଆପଣଙ୍କର ସମସ୍ୟା ଶୋଇବା ସହିତ ଜଡିତ ନୁହେଁ କିନ୍ତୁ ଏହାର କାରଣ ଅନ୍ୟ କିଛି ଅଟେ। କାହିଁକିନା ପର୍ଯ୍ୟାପ୍ତ ପରିମାଣର ଶୋଇବା ପରେ ମଧ୍ୟ ଆଖି ତଳେ ଡାର୍କ ସର୍କଲ୍ ଦୃଶ୍ୟମାନ…