ପ୍ରତିଦିନ ଖାଦ୍ୟରେ ଘିଅ ଓ ତେଲ ସଂପୂର୍ଣ୍ଣ ବନ୍ଦ କରୁଛନ୍ତି କି ? ସାବଧାନ ହୋଇପାରେ ବଡ ସମସ୍ୟା
ଫିଟନେସ୍ ପାଇଁ ଲୋକମାନେ ପ୍ରଥମେ ନିଜ ଖାଦ୍ୟରେ ଘିଅ ଏବଂ ତେଲର ପରିମାଣକୁ କମ୍ କରୁଛନ୍ତି । ଅତ୍ୟଧିକ ଘିଅ କିମ୍ବା ତେଲ ଖାଇବା ଦ୍ୱାରା ଶରୀର ପାଇଁ ଅନେକ ପ୍ରକାରର କ୍ଷତି କରାଇପାରେ, କିନ୍ତୁ କୁହାଯାଏ ଯେ ସମସ୍ତ ଜିନିଷ ଶରୀରକୁ ସଠିକ୍ ପରିମାଣରେ ଆବଶ୍ୟକ ହୋଇଥାଏ । ଶରୀରକୁ ହେଲଦି ରଖିବା…