ଦାୟିତ୍ୱହୀନତା! ମତଦାନ ଭିତରେ ଲୋକଙ୍କ ଜୀବନ ସହିତ ଖେଳ, କରୋନା ଓ୍ଵାର୍ଡକୁ କରିଦେଲେ ପୋଲିଂ ବୁଥ୍, ତୀବ୍ର ଅସନ୍ତୋଷ…
ଦେଶରେ କରୋନା ସଂକ୍ରମଣ ବୃଦ୍ଧି ମାମଲା ଭିତରେ ପଶ୍ଚିମବଙ୍ଗରେ ନିର୍ବାଚନ ହେବା ଏବଂ ନିର୍ବାଚନ ପାଇଁ ରାଜନେତାମାନଙ୍କ ର୍ୟାଲି ପ୍ରଥମରୁ ହିଁ ବଡ଼ ଚିନ୍ତାଜନକ ବିଷୟ ପାଲଟିଛି। ଆଉ ଏହାରି ଭିତରେ ବଙ୍ଗର ରାୟଗଞ୍ଜରୁ ଆହୁରି ଏକ ଦାୟିତ୍ୱହୀନତାର ଖବର ସାମ୍ନାକୁ ଆସିଛି। ଆଜି ପଶ୍ଚିମବଙ୍ଗରେ ୬ଷ୍ଠ…