Below header
Browsing Category

ଘୋଷଯାତ୍ରା

ଚଳିତବର୍ଷ ରଥଯାତ୍ରା ଲାଇଭ ଷ୍ଟ୍ରିମିଂ କରାଯିବ ନିଲାମ, କିଣିବା ପାଇଁ ଚ୍ୟାନେଲଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା

ପୁରୀ : ଚଳିତବର୍ଷ ରଥଯାତ୍ରା ଲାଇଭ ଷ୍ଟ୍ରିମିଂ ପାଇଁ ନିଲାମୀ ଡକାଯିବ ବୋଲି ଶ୍ରୀମନ୍ଦିର ପ୍ରଶସନ ପକ୍ଷରୁ ଆଜି ଘୋଷଣା କରାଯାଇଛି । ଏହି ନିଲାମୀ ଜୁଲାଇ ୪ ତାରିଖରେ କରାଯିବା ବୋଲି କୁହାଯାଇଛି। ଏନେଇ ଶ୍ରୀମନ୍ଦିର ପ୍ରଶାସନ ରାଜ୍ଯର ବିଶିଷ୍ଟ ମିଡିଆକୁ ସୂଚନା ପ୍ରଦାନ କରିଛି। ଏହି ନିଲାମୀରେ…

ପାଖେଇ ଆସୁଛି ଘୋଷଯାତ୍ରା, ୪୨ଟି ଚକ ମଧ୍ୟରୁ ୩୫ଟି ଚକ ନିର୍ମାଣ କାର୍ଯ୍ୟ ଶେଷ

ପୂରୀ : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ତିନିରଥର ନିର୍ମାଣ କାମ ରଥଖଳାରେ ଦ୍ରୁତଗତିରେ ଆଗେଇ ଚାଲିଛି । ୪୨ଟି ଚକ ମଧ୍ୟରୁ ୩୫ଟି ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ପ୍ରଭୂ ବଳଭଦ୍ରଙ୍କ ତାଳଧ୍ୱଜ ରଥର ୩ଟି, ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଦୁଇଟି…

ଶୃଙ୍ଖଳିତ ରଥଯାତ୍ରା ଉପରେ ଫୋକସ୍ : ମୁତୟନ ରହିବେ ୧୫୫ ପ୍ଲାଟୁନ୍ ପୋଲିସ ଫୋର୍ସ

ପୁରୀରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ । ସୁରକ୍ଷା ଦାୟିତ୍ୱରେ ରହିବେ ୧୫୫ ପ୍ଲାଟୁନ ପୋଲିସ । ସିସିଟିଭି କ୍ୟାମେରା ମାଧ୍ୟମରେ ଭିଡ଼ ଉପରେ ନଜର ରଖାଯିବ । ରଥଯାତ୍ରା ପାଇଁ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଦାୟିତ୍ୱ ବଣ୍ଟନ…

ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା : ପୋଲିସର ପ୍ରଥମ ପ୍ରସ୍ତୁତି ବୈଠକ, ସୁରକ୍ଷା ବ୍ୟବସ୍ଥା ହେବ କଡାକଡି

ପାଖେଇ ଆସୁଛି ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ପୁରୀରେ ଆଜି ଅନୁଷ୍ଠିତ ହୋଇଥିଲା ପୋଲିସର ପ୍ରଥମ ବୈଠକ। ଅଧ୍ୟକ୍ଷତା କରିଥିଲେ ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା । ଫନି ବାତ୍ୟା ପରେ ପୁରୀରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଯାଏଁ ଅଧିକାଂଶ ଅଞ୍ଚଳକୁ ବିଦ୍ୟୁତ ସଂଯୋଗ…

ଆଜିଠୁ ଶ୍ରୀମନ୍ଦିରରେ ମହାପ୍ରଭୂଙ୍କ ଭିତର ଚନ୍ଦନ ଯାତ୍ରା ଶୁଭାରମ୍ଭ

ପୁରୀ(କେନ୍ୟୁଜ୍): ପାଖେଇ ଆସୁଛି ରଥଯାତ୍ରା। ଚଳଚଞ୍ଚଳ ରଥଖଳା। ଜୋରସୋରରେ ଚାଲିଛି ଚକ ନିର୍ମାଣ। ସେପଟେ ଆଜିଠୁ ଆରମ୍ଭ ହେବ ଭିତର ଚନ୍ଦନ ଯାତ୍ରା। ଶ୍ରୀମନ୍ଦିରରେ ଠାକୁରଙ୍କ ଭିତର ଚନ୍ଦନ ଯାତ୍ରାର ଶୁଭାରମ୍ଭ ହେବ । ଏହି ଅବସରରେ ଶ୍ରୀଜିଉମାନଙ୍କର ଆଲଟ ଲାଗି ଓ ଚନ୍ଦନ ଲାଗି ନୀତି ହେବ ।…

ପାଖେଇ ଆସୁଛି ଘୋଷଯାତ୍ରା, ୩ ରଥର ୪୨ଟି ଚକ ନିର୍ମାଣରେ ଲାଗିଛନ୍ତି ବିଶ୍ୱକର୍ମା ମହାରଣା

ଶ୍ରୀକ୍ଷେତ୍ରରେ ଏବେ ଚଳଚଞ୍ଚଳ ରଥଖଳା । ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଥିବା ରଥ ନିର୍ମାଣ କାମ ଜୋର ଧରିଛି । ଗତକାଲି ଭଉଁରୀ ଯାତ୍ରା ଅବସରରେ ୩ ରଥରେ ୨ଟି ଲେଖାଏଁ ଚକରେ ଅଖ ସଂଯୋଗ କରାଯାଇଥିଲା। ୩ ରଥ ପାଇଁ ୪୨ଟି ଚକ ପହି, ଅଖ ସଂଯୋଗ କାର୍ଯ୍ୟ କରୁଛନ୍ତି ଭୋଇ ସେବାୟତ। ସେହିପରି ରଥ…

ଘୋଷଯାତ୍ରା : ପ୍ରତି ରଥରେ ୯ଟି ପାର୍ଶ୍ୱ ଦେବତା, ସୁଭଦ୍ରାଙ୍କ ସାରଥୀ ହେଉଛନ୍ତି ଅର୍ଜୁନ

ସେ ବଡ଼ ଠାକୁର, ତାଙ୍କରି ହୃଦୟ ଭଳି ତାଙ୍କର ସବୁ କିଛି ବିଶାଳ । ସେଥିଲାଗି ତାଙ୍କ ଦାଣ୍ଡର ନାଁ ବଡ଼ଦାଣ୍ଡ । ଏଇ ବଡ଼ଦାଣ୍ଡରେ ଟଣାଯାଏ ତିନି ରଥ । ଠାକୁରଙ୍କ ମହିମା ଭଳି ସେମାନଙ୍କ ରଥର ମଧ୍ୟ ମହିମା ଅନେକ । ତିନି ଠାକୁର ବସୁଥିବା ରଥରେ ଭକ୍ତଟିଏ ଚାହେଁ ଟିକିଏ ହାତରେ ଛୁଇଁ ମଥା ମାରି ଦେବାକୁ…

ଆସୁଛି ଘୋଷଯାତ୍ରା : କିଏ କହେ ରଥ କଥା, କିଏ କହେ ପଥ କଥା

ହିନ୍ଦୁ ଧର୍ମରେ ଦେବତାମାନଙ୍କ ଚଳଣି ଠିକ୍‌ ମନୁଷ୍ୟ ପରି । ସେମାନଙ୍କୁ ପ୍ରାୟତଃ ସେହି ରୀତି ନୀତିରେ ପୂଜାର୍ଚ୍ଚନା କରାଯାଏ । ହେଲେ କାଳିଆର ଚଳଣି କିନ୍ତୁ ଟିକେ ନିଆରା । ଭକ୍ତ ସହିତ ଯୋଡ଼ି ହେବାକୁ ଅତି ଭଲ ପାଆନ୍ତି କାଳିଆ ଠାକୁର । ତେଣୁ ନିଜ ଭକ୍ତଙ୍କୁ ଭେଟିବା ଲାଗି, ସେମାନଙ୍କ ଦୁଃଖ ଓ…

କାହିଁକି କାଳିଆ ଆସେ ବଡ଼ଦାଣ୍ଡକୁ

ଏକା ତୋ ଭକତ ଜୀବନ, ଭକତ ନିମନ୍ତେ ତୋର ଶଙ୍ଖ ଚକ୍ର ଚିହ୍ନ । ଭକ୍ତ ସାଲବେଗଙ୍କ ଏଇ କେଇ ପଦ ଗୀତରେ ତାଙ୍କୁ ଜାଣିହୁଏ । ସିଏ ଭାବର ଠାକୁର । ସିଏ ଭକ୍ତର ଈଶ୍ୱର । କୁହାଯାଏ ତାଙ୍କୁ ଯିଏ ଆରାଧନା କରେ ସେ ତା ପାଖକୁ ଚାଲି ଆସନ୍ତି । ସେଇଥି ଲାଗି ତ ସେ ଜଗତର ନାଥ ଜଗନ୍ନାଥ । ଆସୁଛି ତାଙ୍କର…

ରଥକାଠ ଅନୁକୂଳର ଆଜି ସପ୍ତମ ଦିନ, ଆରମ୍ଭ ହୋଇଛି ତୁମ୍ବ ଉପରେ ସୂତାବାଡ଼ିଆ କାର୍ଯ୍ୟ

ପୁରୀ : ରଥକାଠ ଅନୁକୂଳର ଆଜି ସପ୍ତମ ଦିନ । ତୁମ୍ବ ଉପରେ ସୂତାବାଡ଼ିଆ କାର୍ଯ୍ୟ ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ୬ଟି ତୁମ୍ବ ନିର୍ମାଣ ସରିଛି । ବିଶ୍ୱକର୍ମା ମହାରଣା ଓ ଭୋଇ ସେବକଙ୍କ ସହାୟତାରେ ସୂତାବାଡିଆ କାର୍ଯ୍ୟ ସମ୍ପନ୍ନ କରାଯାଉଛି। ଏହାପରେ ବିନ୍ଧ ଅନୁକୂଳ କାର୍ଯ୍ୟ ଆରମ୍ଭ ହେବ ।…

ପୁରୀରେ ରଥ କାମ ବେଳେ ଅଘଟଣ, କାଠ ଖସି ଜଣଙ୍କର ଗଲା ଜୀବନ

ପୁରୀ : ରଥ କାମ ବେଳେ ଅଘଟଣ । ପୁରୀରେ ରଥ କାମ ଚାଲୁଥିବା ବେଳେ କାଠ ଖସି ମାନସ ପ୍ରଧାନ ନାମକ ବ୍ୟକ୍ତି ଗୁରୁତର ହୋଇଥିଲେ । ଏହାପରେ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ସେଠାରେ…

ରଥଯାତ୍ରା ପୂର୍ବରୁ ସରିବ ଶ୍ରୀମନ୍ଦିର ପୁନରୁଦ୍ଧାର କାମ : ଏଏସ୍ଆଇ ଡିଜି

ରଥଯାତ୍ରା ପୂର୍ବରୁ ସରିବ ଶ୍ରୀମନ୍ଦିର ଫନି କ୍ଷତିଜନିତ ପୁନରୁଦ୍ଧାର କାମ । ଏହା କହିଛନ୍ତି ଏଏସ୍ଆଇ ଡିଜି ଡକ୍ଟର ଉଷା ଶର୍ମା । ପୁରୀ ଗସ୍ତରେ ଆସି ସେ ଜଗନ୍ନାଥ ମନ୍ଦିରର କ୍ଷୟକ୍ଷତି ଅନୁଧ୍ୟାନ କରିଛନ୍ତି । ବିପଦ ସଂଙ୍କୁଳ ଅବସ୍ଥାରେ ଥିବା ଲୁହା ପଥର ଭାରା ଖୋଲିବା ପାଇଁ ନିର୍ଦ୍ଦେଶ…