Below header
Browsing Category

ଘୋଷଯାତ୍ରା

ଘୋଷଯାତ୍ରା ଉପଲକ୍ଷେ ପୁରୀ ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ବାରା ବାଲୁକା କଳା

ପୁରୀ(କେନ୍ୟୁଜ୍) : ଆଜି ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା । ଭାଇ ଭଉଣୀଙ୍କୁ ଧରି ମାଉସୀ ଘରକୁ ଯିବେ ମହାପ୍ରଭୁ ଶ୍ରୀଜଗନ୍ନାଥ। ଏହି ଅବସରରେ ବେଳାଭୂମିରେ ବଡଠାକୁରଙ୍କ ବଡ ମୂର୍ତ୍ତି କରି ସମୁଦ୍ର କୂଳକୁ ସୌନ୍ଦର୍ଯ୍ୟମୟ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।…

ଶ୍ରୀମନ୍ଦିରରେ ଆରମ୍ଭ ହେଲା ପହଣ୍ଡି ବିଜେ ନୀତି, ପହଣ୍ଡିରେ ଆସି ପ୍ରଥମେ ରଥାରୁଢ ହେଲେ ପ୍ରଭୁ ସୁଦର୍ଶନ

ପୁରୀ(କେନ୍ୟୁଜ୍): ଶ୍ରୀମନ୍ଦିରରେ ଆରମ୍ଭ ହେଲା ପହଣ୍ଡି ବିଜେ ନୀତି । ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଛି । ପ୍ରଥମେ ପ୍ରଭୁ ସୁଦର୍ଶନଙ୍କ ପହଣ୍ଡି ହେଲା । ସୁଦର୍ଶନଙ୍କ ପହଣ୍ଡି ପରେ ୩ ଦିଅଙ୍କ ପହଣ୍ଡି ଆରମ୍ଭ ହୋଇଛି । ପ୍ରଭୁଙ୍କ ଆଗମନ ସୂଚନା ନିମନ୍ତେ ଶ୍ରୀ ସୁଦର୍ଶନ…

ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର: ଶେଷ ହୋଇଛି ମହାପ୍ରଭୁଙ୍କ ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି,…

ପୁରୀ(କେନ୍ୟୁଜ୍): ଆଜି ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା । ଏହି ଅବସରରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି, ଅବକାଶ ନୀତି ଶେଷ ହୋଇଛି । ଭାଇଭଉଣୀଙ୍କୁ ଧରି ମାଉସୀ ଘରକୁ ଯିବେ ମହାପ୍ରଭୁ ଶ୍ରୀଜଗନ୍ନାଥ। ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ମହାମିଳନକୁ ସମସ୍ତେ ଆଗଭର ହୋଇ…

ଆଜି ହେଉଛି ମହାପ୍ରଭୁଙ୍କ ପ୍ରସିଦ୍ଧ ଘୋଷଯାତ୍ରା, ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ମାଉସୀ ଘରକୁ ଯିବେ…

ପୁରୀ(କେନ୍ୟୁଜ୍) : ଆଜି ହେଉଛି ମହାପ୍ରଭୁଙ୍କ ପ୍ରସିଦ୍ଧ ଘୋଷଯାତ୍ରା। ମହାପ୍ରଭୁ ଶ୍ରୀଜଗନ୍ନାଥ,ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ତାଙ୍କ ମାଉସୀ ଘରକୁ ଯିବେ। ଏଥିପାଇଁ ସିଂହଦ୍ୱାର ଆଗରେ ସୁସଜ୍ଜିତ ହୋଇ ରହିଛି ତିନି ରଥ। ରଥ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ ସହ ରଥ ଦଉଡିକୁ…

ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଚଳଚଞ୍ଚଳ କିସ୍ ଶ୍ରୀବାଣୀକ୍ଷେତ୍ର, ଶୃଙ୍ଖଳିତ ଦର୍ଶନ ପାଇଁ ବିଶେଷ ଆୟୋଜନ

ଶ୍ରୀଜିଉଙ୍କ ପବିତ୍ର ରଥଯାତ୍ରା ପାଇଁ ବେଶ ଚଳଚଞ୍ଚଳ ହୋଇଉଠିଛି କିସ୍‌ ଶ୍ରୀବାଣୀକ୍ଷେତ୍ର । ମଙ୍ଗଳବାର ଶ୍ରୀଜୀଉମାନଙ୍କ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ଅନୁଷ୍ଠିତ ହୋଇଥିଲା । ହଜାର ହଜାର ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ନବଯୌବନ ରୂପ ଦର୍ଶନ କରିବାର ସୌଭାଗ୍ୟ ପାଇଥିଲେ । ଗୁରୁବାର ରଥଯାତ୍ରା ପାଇଁ…

ଶ୍ରୀମନ୍ଦିରରେ ଫୁଲ ସଜାକୁ ନେଇ ଭକ୍ତଙ୍କ ମହଲରେ ଆନନ୍ଦ, ସେଲ୍ଫି ନେଉଛନ୍ତି ଶ୍ରଦ୍ଧାଳୁ

ଶ୍ରୀମନ୍ଦିରରେ ପ୍ରଥମଥର ପାଇଁ ହୋଇଥିବା ଫୁଲ ସଜାକୁ ନେଇ ଭକ୍ତଙ୍କ ମହଲରେ ବେଶ ଆନନ୍ଦ ପ୍ରକାଶ ପାଇଛି । ରଥଯାତ୍ରା ପାଇଁ ରାଜ୍ୟ ସମେତ ଦେଶ ବିଦେଶରୁ ଆସିଥିବା ଭକ୍ତମାନେ ସିଂହଦ୍ୱାରକୁ ଯାଇ ଏହି ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି । ଏଥିସହ ପୁରୀକୁ ଆସୁଥିବା ଭକ୍ତମାନେ ସିଂହଦ୍ୱାର ଆଗରେ…

ଘୋଷଯାତ୍ରା ପାଇଁ ନୀତି ନିର୍ଘଣ୍ଟ, ଜାଣନ୍ତୁ କେବେ ବେଳେ ହେବ କେଉଁ ଆରତୀ

ପୁରୀ(କେନ୍ୟୁଜ୍) : ଆସନ୍ତାକାଲି ପବିତ୍ର ରଥଯାତ୍ରା ପାଇଁ ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି। ଏଥିପାଇଁ ନୀତି ନିର୍ଘଣ୍ଟ ହୋଇଛି। ସକାଳ ୬ଟାରେ ମଙ୍ଗଳ ଆଳତୀ, ଅବକାଶ ନୀତି ସକାଳ ୭ଟା, ଗୋପାଳ ବଲ୍ଲଭ ଭୋଗ ୮ଟାରୁ ୯ଟା ମଧ୍ୟରେ ହେବ। ସକାଳ ୯ଟାରେ ରଥ…

ଆସନ୍ତାକାଲି ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା, ଆଜ୍ଞାମାଳ ବିଜେ ପରେ ଶ୍ରୀମନ୍ଦିର ସମ୍ମୁଖରେ ତିନିରଥ

ପୁରୀ(କେନ୍ୟୁଜ୍): ଆସନ୍ତାକାଲି ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜ୍ଞାମାଳ ବିଜେ ପରେ ରଥଖଳାରୁ ସିଂହଦ୍ୱାର ଅଭିମୁଖେ ଆସିଛି ତିନି ରଥ। ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ପ୍ରଭୁ ଶ୍ରୀବଳଭଦ୍ରଙ୍କ ତାଳଧଜ୍ୱ…

ରଥଯାତ୍ରା, ବାହୁଡ଼ା ଓ ସୁନାବେଶ ପାଇଁ ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ଓ ପାର୍କିଂ ବ୍ୟବସ୍ଥା

ପୁରୀ(କେନ୍ୟୁଜ୍): ରଥଯାତ୍ରା, ବାହୁଡ଼ା ଓ ସୁନାବେଶ ପାଇଁ ପୁରୀରେ ଲାଗୁ ହେବ ସ୍ୱତନ୍ତ୍ର ଟ୍ରାଫିକ ଓ ପାର୍କିଂ ବ୍ୟବସ୍ଥା। ଟ୍ରାଫିକ ପରିଚାଳନା ନେଇ ପୁରୀ ସହରକୁ ୧୦ଟି ଜୋନ୍‌ ଓ ୧୯ଟି ସେଣ୍ଟରରେ ଭାଗ କରାଯାଇଛି। କଟକ ଓ ଭୁବନେଶ୍ୱର ପଟରୁ ଆସୁଥିବା ତିନି ଓ ଚାରି ଚକିଆ ଗାଡ଼ି ମାଳତୀପାଟପୁରରେ…

ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା, ଆଜି ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ରଥଖଳାରୁ ସିଂହଦ୍ୱାର ଯାଏ ଟଣାଯିବ ୩…

ପୁରୀ(କେନ୍ୟୁଜ୍): ଆସନ୍ତାକାଲି ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ତିନି ରଥର ନିର୍ମାଣ କାର୍ଯ୍ୟ ସରିଛି। ଆଜି ଦିନ ୧୧ଟାରେ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ରଥଖଳାରୁ ୩ ରଥକୁ ଶ୍ରୀମନ୍ଦିର ସିଂହଦ୍ୱାର ଯାଏ ଟଣାଯିବ । ଗୋପାଳବଲ୍ଲଭ ଭୋଗପରେ ୩ ରଥକୁ ଆଜ୍ଞାମାଳ ବିଜେ କରାଯିବ। ଏହାପରେ…

ଦିନକ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା, ଶେଷ ପର୍ଯ୍ୟାୟରେ ତିନି ରଥର ନିର୍ମାଣ କାର୍ଯ୍ୟ

ପୂରୀ (କେନ୍ୟୁଜ୍) : ଦିନକ ପରେ ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ତିନି ରଥର ନିର୍ମାଣ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ତିନି ରଥରେ କନା ପକାଇବା କାର୍ଯ୍ୟ ଶେଷ ହୋଇଛି। ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥରେ ରଥ କନା ପକାଯାଇଥିଲା। ଏଥିସହ ରଥର ଅବଶିଷ୍ଟ ଉପରିଭାଗ…

ଆଉ ଦିନକ ପରେ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା, ରଥ ଟାଣିବା ଅଭ୍ୟାସ ନେଇ ମକଡ୍ରିଲ୍

ପୁରୀ(କେନ୍ୟୁଜ୍): ଆଉ ଦିନକ ପରେ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ତିନି ରଥର କାମ ଶେଷ ପର୍ଯ୍ୟାୟରେ। ରଥରେ କନା ପଡ଼ିବା କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥରେ ପ୍ରଥମେ କନା ପକାଯାଇଛି। ସେପଟେ ଯାତ୍ରାକୁ କିଭଳି ଶାନ୍ତି ଶୃଙ୍ଖଳାର ସହ ଶେଷ କରିହେବ ସେଥିପାଇଁ ପୁରୀରେ…