ଦେଶରେ ସର୍ବ ନିମ୍ନ ସଂକ୍ରମଣ: ୨୪ ଘଣ୍ଟାରେ ୪୨ ହଜାର ୬୪୦ ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ସର୍ବ ନିମ୍ନ ସଂକ୍ରମଣ। ୨୪ ଘଣ୍ଟାରେ ସଂକ୍ରମିତ ହୋଇଛନ୍ତି ୪୨ ହଜାର ୬୪୦। ୯୧ ଦିନରେ ଏହା ସର୍ବନିମ୍ନ। ମୃତ୍ୟୁବରଣ କରିଛନ୍ତି ୧ହଜାର ୧୬୭। ସୁସ୍ଥ ହୋଇଛନ୍ତି ୮୧ ହଜାର ୮୩୯।

ଆଜିକୁ ମିଶାଇ ମୃତ୍ୟୁ ସଂଖ୍ୟା ୨କୋଟି ୯୯ଲକ୍ଷ ୭୭ ହଜାର ୮୬୧ରେ ପହଞ୍ଚିଛି। ମୃତ୍ୟୁ ସଂଖ୍ୟା ୩ଲକ୍ଷ ୮୯ହଜାର ୩୦୨ରେ ପହଞ୍ଚିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.