ଦେଶରେ ୨୪ ଘଣ୍ଟାରେ ୪୮ ହଜାର ୬୯୮ ଆକ୍ରାନ୍ତ ଚିହ୍ନଟ, ୧ ହଜାର ୧୮୩ ଲୋକଙ୍କ ଜୀବନ ନେଇଛି ଭାଇରସ୍‌

ନୂଆଦିଲ୍ଲୀ: ଦେଶରେ ୫୦ ହଜାର ତଳେ ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ୪୮ ହଜାର ୬୯୮ ଆକ୍ରାନ୍ତ ଚିହ୍ନଟ । ଆଉ ୧ ହଜାର ୧୮୩ ଲୋକଙ୍କ ଜୀବନ ନେଇଛି ଭାଇରସ୍‌ । ଏହାକୁ ମିଶାଇ ଦେଶରେ ମୋଟ ମୃତ୍ୟୁସଂଖ୍ୟା ୩ଲକ୍ଷ ୯୪ ହଜାର ୪୯୩ରେ ପହଂଚିଛି।

ମୋଟ ୩ କୋଟି ୧ଲକ୍ଷ ୮୩ ହଜାର ୧୪୩ରେ ପହଂଚିଛି ସଂକ୍ରମିତଙ୍କ ସଂଖ୍ୟା। ସେହିପରି ଦେଶରେ ଦିନକରେ ସୁସ୍ଥ ହୋଇଛନ୍ତି ୬୪ ହଜାର ୮୧୮ । ମୋଟ ସୁସ୍ଥ ହେଲେଣି ୨କୋଟି ୯୧ ଲକ୍ଷ ୯୩ ହଜାର ୮୫ ଆକ୍ରାନ୍ତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.