ଦେଶରେ ଗତ ୨୪ ଘଣ୍ଟାରେ ୬୮ ହଜାର ୨୦ ଜଣ ସଂକ୍ରମିତ ଚିହ୍ନଟ, ୨୯୧ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ଆକ୍ରାନ୍ତ ବୃଦ୍ଧିରେ ଲାଗୁନି ବ୍ରେକ୍‌ । ଗତ ୨୪ ଘଣ୍ଟାରେ ଆଉ ୬୮ ହଜାର ୨୦ ଜଣ ସଂକ୍ରମିତ ହୋଇଛନ୍ତି । ସେହିପରି ୨୯୧ ଜଣଙ୍କ ଜୀବନ ନେଇଛି ମାରତ୍ମକ ଭାଇରସ୍‌ ।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୨୦ ଲକ୍ଷ ୩୯ ହଜାର ୬୪୪କୁ ବୃଦ୍ଧି ପାଇଛି । ଏବେ ଆକ୍ଟିଭ୍‌ କେସ୍‌ ରହିଛି ୫ ଲକ୍ଷ ୨୧ ହଜାର ୮୦୮ । ମୋଟ୍‌ ୧ ଲକ୍ଷ ୬୧ ହଜାର ୮୪୩ ଜଣଙ୍କ କରୋନାରେ ମୃତ୍ୟୁ ହୋଇସାରିଲାଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.