ଆସିଲା ଅକ୍ଟୋବର ମାସର ଗାଇଡ଼ଲାଇନ, ପାର୍ବଣ ପାଇଁ କଡ଼ାକଡ଼ି ହେଲା ନିୟମ

କେନ୍ୟୁଜ୍(ବ୍ୟୁରୋ): ଆସିଲା ଅକ୍ଟୋବର ମାସର ଗାଇଡ଼ଲାଇନ । ପାର୍ବଣକୁ ଦୃଷ୍ଟିରେ ରଖି  କିଛି କଟକଣାକୁ ବଢାଇଛନ୍ତି  ରାଜ୍ୟ ସରକାର। ସାରା ରାଜ୍ୟର ସହରାଞ୍ଚଳରେ ରାତ୍ରୀକାଳୀନ କର୍ଫ୍ୟୁ (ରାତି ୧୦ରୁ ସକାଳ ୫)ବଳବତ୍ତର ରହିବ।

ଅକ୍ଟୋବର ୧୧ରୁ ୨୦ ପର୍ଯ୍ୟନ୍ତ କେବଳ ଟ୍ବିନ ସିଟିରେ ରାତି ୮ରୁ ସକାଳ ୫ ପର୍ଯ୍ୟନ୍ତ ରାତ୍ରୀକାଳୀନ କର୍ଫ୍ୟୁ ବଳବତ୍ତର ରହିବ।  ପାର୍ବଣକୁ ଦୃଷ୍ଟିରେ ରଖି ରାତ୍ରୀକାଳୀନ କର୍ଫ୍ୟୁ କଡ଼ାକଡ଼ି କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ SRC ସୂଚନା ଦେଇଛନ୍ତି।

Leave A Reply

Your email address will not be published.