ରକ୍ଷାବନ୍ଧନରେ ବଡ ପରଦାରେ ରିଲିଜ ହୋଇଛି ୨ଟି ନୂଆ ଫିଲ୍ମ ‘ଲାଲ ସିଂ ଚଢା’ ଏବଂ ‘ ରକ୍ଷା ବନ୍ଧନ’

ନୂଆଦିଲ୍ଲୀ: ରକ୍ଷାବନ୍ଧନ ଅବସରରେ ବଡ ପରଦାରେ ରିଲିଜ ହୋଇଛି ୨ଟି ନୂଆ ଫିଲ୍ମ ‘ଲାଲ ସିଂ ଚଢା’ ଏବଂ ‘ ରକ୍ଷା ବନ୍ଧନ’ । ଦେଖିବାକୁ ବାକି ରହିଲା କିଏ କାହା ଉପରେ ପଡୁଛି ଭାରି । ୧୮୦ କୋଟି ବଜେଟରେ ପ୍ରସ୍ତୁତ ଅମିର ଖାନ୍‌ଙ୍କ ଫିଲ୍ମ ଲାଲ ସିଂ ଚଢା ଏବେଠୁ ୧୧ କୋଟି କଲେକ୍ସନ କରିଥିବା ବେଳେ ଅକ୍ଷୟ କୁମାରଙ୍କ ଘରୋଇ ନାଟକ ରକ୍ଷା ବନ୍ଧନ ମାତ୍ର ୪ କୋଟି କଲେକ୍ସନ କରିବାରେ ସଫଳ ହୋଇଛି । ବର୍ତ୍ତମାନ ସମୟରେ ବକ୍ସ ଅଫିସକରେ ଅଣ -ହିନ୍ଦି ଫିଲ୍ମର ଦବଦବା ରହିଥିବା ବେଳେ ଏହି ଦୁଇଟି ହିନ୍ଦି ଫିଲ୍ମ ଦର୍ଶକଙ୍କ ପାଖରେ କେତେ ଶଫଳ ହୋଇ ପାରୁଛି ତାହା ଦେଖିବାକୁ ବାକି ରହିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.