ଫସିଗଲେ ପ୍ରିୟା ପ୍ରକାଶ

କୋ-ଷ୍ଟାର ରୋସନ ଅବଦୁଲ୍ଲଙ୍କ ଚ୍ୟାଲେଞ୍ଜ ଗ୍ରହଣ କରି ଫସିଗଲେ ଭାଇରାଲ ଗର୍ଲ ପ୍ରିୟା ପ୍ରକାଶ । ନିକଟରେ ରୋସନ ଅବଦୁଲ୍ଲ ରିଭର୍ସ ରୋଲର କୋଷ୍ଟର ରାଇଡ କରିବାକୁ ଚ୍ୟାଲେଞ୍ଜ ଦେଇଥିଲେ ତାଙ୍କୁ । କିନ୍ତୁ ରାଇଡ କରିବା ସମୟରେ ପ୍ରଥମେ ବେଶ ଡରି ଯାଇଥିଲେ ପ୍ରିୟା । ଚିଲ୍ଲେଇ ଚିଲ୍ଲେଇ ଖରାପ ଅବସ୍ଥା ହୋଇଯାଇଥିଲା ତାଙ୍କର । କିନ୍ତୁ ପରେ ଖୁବ ଏନଜୟ କରିଥିଲେ । ପ୍ରିୟା ପ୍ରକାଶ ସୋସିଆଲ ମିଡିଆରେ ଏହି ଭିଡିଓଟିକୁ ପୋଷ୍ଟ କରିଛନ୍ତି । ତାଙ୍କ ଫ୍ୟାନଙ୍କୁ ବେଶ ପସନ୍ଦ ଆସୁଛି ଭିଡିଓଟି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.