ରିଲରେ ରିୟଲ୍ ସେକ୍ସ : ଏହି ସବୁ ସିନେମାର ସୁଟିଂ ସମୟରେ ଶାରୀରିକ ସଂପର୍କ ରଖିଥିଲେ କଳାକାର

ହଲିଉଡର ହେଉ କି ବଲିଉଡ୍ । ନିଜ ଅଭିନୀତ ଚରିତ୍ରକୁ ଜୀବନ୍ତ କରିବାକୁ ଚେଷ୍ଟା କରନ୍ତି ପ୍ରତ୍ଯେକ କଳାକାର । ସୁଖ ହେଉ ବା ଦୁଃଖ , ହସ ହେଉ ବା କାନ୍ଦ ପ୍ରତ୍ଯେକ ସିନକୁ ଜୀବନ୍ତ କରିବାକୁ ଜୀବନ ଲଗାଇ ଦିଅନ୍ତି ଏହି କଳାକାର ମାନେ । କିନ୍ତୁ କଣ ଆପଣ ଜାଣନ୍ତି ଏମିତି କିଛି ସିନେମା ଅଛି ଯେଉଁଥିରେ ରିୟଲରେ ସେକ୍ସ ସିନ୍ କରିଛନ୍ତି କଳାକାରମାନେ । ଆସନ୍ତୁ ଜାଣିବା ଏମିତି କିଛି ଫିଲ୍ମ ସଂର୍ପକରେ ଯେଉଁ ଫିଲ୍ମ ମାନଙ୍କରେ ଅଭିନେତା ଓ ଅଭିନେତ୍ରୀମାନେ କରିଥାନ୍ତି ଖୁଲମ୍ ଖୁଲା ସେକ୍ସ ।

Shortbus : ଏହି ସିନେମାଟି ବ୍ରୋକାଲିନର ଏକ ସେକ୍ସୁଆଲ୍ ସେଲୁନଙ୍କ ଉପରେ ନିର୍ମିତ । ଏହା ଏକ ଏମିତି ଚଳଚିତ୍ର ଯେଉଁଥିରେ ନିଜ କାହାଣୀଠାରୁ ଅଧିକା ସେକ୍ସ ସ୍କିନ୍ ରଖାଯାଇଥିଲା । ଯେଉଥିପାଇଁ ଏହି ସିନେମାଟି ଅଧିକ ଲୋ.ପ୍ରିୟ ହୋଇଥିଲା ।

New song : ୨୦୦୫ବର୍ଷ ରିଲିଜ୍ ହୋଇଥିବା ଏହି ସିନେମାରେ ସେକ୍ସ ସିନ୍  ଅଧିକ ମାତ୍ରାରେ ରହିଛି । ଏହି ସିନେମା ଏଭଳି ଏକ ବ୍ଯକ୍ତି ଉପରେ ନିର୍ମିତ ଯିଏ ଏକ ରକ କନ୍ସର୍ଟରେ ଜଣେ ଆମେରିକୀୟ ମହିଳାଙ୍କୁ ନିଜ ହୃଦୟ ଦେଇ ବସିଥିଲା ।

The brown bunny : ୨୦୦୩ରେ ରିଲିଜ୍ ହୋଇଥିବା ଏହି ସିନେମା ଦ ବ୍ରାଉନ୍ ବନି ଏକ ଏଭଳି ବ୍ଯକ୍ତି ଉପରେ ଆଧାରିତ ଯିଏ ଏମିତି ଏକ ମହିଳା ପାଇଁ ପୁରା ଦୁନିଆଁ ବୁଲିଯାଉଛି ଯାହାକୁ ସେ ନିଜ ଜୀବନର ପ୍ରକୃତ ପ୍ରେମ ଦେଇପାରିବ ।

The idiot : କିଛି ମାନସିକ ବିକାରଗ୍ରସ୍ତ ଚରିତ୍ରଙ୍କୁ ନେଇ ଆଧାରିତ ଏହି ସିନେମା । କିନ୍ତୁ ଏହି ସିନେମାରେ ମଧ୍ୟ ଖୋଲା ସେକ୍ସ ସିନ୍ ଦେଖାଯାଇଛି ।

Cruising : ୧୯୮୦ରେ ରିଲିଜ୍ ହୋଇଥିବା ଏହି ସିନେମାଟି ଏକ ମାନସିକ ବିକାରଗ୍ରସ୍ତ ବ୍ଯକ୍ତି ଉପରେ ଆଧାରିତ ଯିଏକି ସମୟକ୍ରମେ ସମଲିଙ୍ଗି ହୋଇଯାଇଛି ।

Intimacy : ୨୦୦୧ରେ ଆସିଥିବା ଏହି ସିନେମାଟିରେ ଏମିତି ଜଣେ ବ୍ଯକ୍ତିଙ୍କ ଉପରେ ଆଧାରିତ ଯିଏ ଜଣେ ଯୁବତୀଙ୍କ ନାଁ ଜାଣିବା ପାଇଁ ଖୁବ୍ କଷ୍ଟ କରୁଛି , ଯାହାଙ୍କ ସହ ସେ ସବୁ ସପ୍ତାହରେ କିଛି ଅନ୍ତରଙ୍ଗ ମୁହୂର୍ତ୍ତ ବିତାଇଥାଏ  ।

Antichrist : ୨୦୦୯ରେ ରିଲିଜ୍ ହୋଇଥିବା ଏହି ସିନେମାଟି ଏକ ହରର୍ ଡ୍ରାମା ମୁଭି ଯେଉଁଥିରେ ଏକ ସ୍ବାମୀ ସ୍ତ୍ରୀ ଗୋଟିଏ ରୁମରେ ସେକ୍ସ କରୁଥିବା ସମୟରେ ତାଙ୍କ ପାଖ ରୁମରେ ଥିବା ଝରକାରୁ ଗୋଟେ ଛୋଟ ଛୁଆ ପଡିଯାଇ ତାର ମୃତ୍ୟୁ ହୋଇଯାଉଛି । ଏହା ପରେ ଏ ଛୁଆଟିର ମା’ ମାନସିକ ଭାରସାମ୍ଯ ହରାଇ ଛୁଆଟିର ବାପାଙ୍କ ସହ ଜୋର କରି ଶାରିରୀକ ସଂପର୍କ ରଖୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.