ରିଲିଜ ହୋଇଛି ତାନାଜୀ: ଦ ଅନସଙ୍ଗ ଓ୍ଵାରିୟରର ଦ୍ୱିତୀୟ ଟ୍ରେଲର

ରିଲିଜ ହୋଇଛି ତାନାଜୀ: ଦ ଅନସଙ୍ଗ ଓ୍ଵାରିୟରର ଦ୍ୱିତୀୟ ଟ୍ରେଲର । ଫିଲ୍ମରେ ଅଜୟନ ଦେବଗନ ତାନାଜୀଙ୍କ ଚରିତ୍ରରେ ଅଭିନୟ କରିଛନ୍ତି । ତାନାଜୀ ଛତ୍ରପତି ଶିବାଜୀଙ୍କ ଜେନରାଲ ଥିଲେ । କାଜୋଲ ଅଜୟଙ୍କ ପତ୍ନୀ ଭୂମିକାରେ ଅଭିନୟ କରିଛନ୍ତି । ସୈଫ ଅଲ୍ଲୀ ଖାନ୍‌ ଦମଦାର ଲୁକ୍‌ରେ ନଜର ଆସୁଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଓମ ରାଉତ । ଆଗାମୀ ବର୍ଷ ଜାନୁଆରୀ ୧୦ରେ ରିଲିଜ ହେବ ଫିଲ୍ମ ‘ତାନାଜୀ : ଦ ଅନସଙ୍ଗ ଓ୍ଵାରିୟର’ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.