ସବୁ ମଣିଷ ନିଜର ଆବଶ୍ଯକତା ପୁରାକରିବା ପାଇଁ ଟଙ୍କାର ଆବଶ୍ଯକ ଲୋଡିଥାଏ । ଯାହା ପାଇଁ ଚାକିରି କରିବାକୁ ପଡିଥାଏ । ପାଠ ପଢା ସରିବା ପରେ କାହାକୁ ଭଲ ଏବଂ ଉଚ୍ଚ ଚାକିରି ମିଳିଯାଇଥାଏ ତ କାହାକୁ ମିଳିନଥାଏ । ତ କାହାକୁ ବହୁତ ଗୁଡିଏ ସମୟ ଲାଗିଯାଇଥାଏ । ଏସବୁ ବାସ୍ତୁ କାରଣରୁ ମଧ୍ୟ ହୋଇଥାଏ । ଅସନ୍ତୁ ଜାଣିବା ଉଚ୍ଚ ପଦବି ପାଇଁ ବାସ୍ତୁ ଉପଚାର ।
ନିଶ୍ଚିତ ପଢନ୍ତୁ : ଏଭଳି ତୈଳ ବ୍ୟବହାର କରି ପୂର୍ଣ୍ଣ କରନ୍ତୁ ଆପଣଙ୍କର ମନସ୍କାମନା!
– ଶୋଇବା ସମୟରେ ମୁଣ୍ଡ ପୂର୍ବ ଦିଗକୁ କରି ସୋଇବା ଦ୍ବାରା କ୍ଯାରିୟରରେ ଉନ୍ନତି ହୋଇଥାଏ । ଏବଂ ଉତ୍ତର ଦିଶାକୁ ମୁଣ୍ଡ କରି ଶୋଇବା ଦ୍ବାରା ଓଲଟା ଫଳ ମିଳି ଥାଏ । ଏଥି ପାଇଁ ସବୁ ବେଳେ ଆବଣଙ୍କୁ ପୂବ ଦିଗକୁ ମୁଣ୍ଡ ରଖି ଶୋଇବା ଉଚିତ୍ ।
– ଯଦି ଆପଣଙ୍କ ଘରର ଗାଧୁଆ ଘର ଓ ପାଇଖାନା ଉତ୍ତର ଦିଗରେ ଅଛି ତାହାଲେ ଆପଣଙ୍କ ଚାକିରି ଜୀବନ ସଂଘର୍ସ ପୂର୍ଣ୍ଣ ହୋଇଥାଏ । ତେଣୁ ବାସ୍ତୁ ଅନୁସାରେ ଏହାର ନିର୍ମାଣ କରିବା ଉଚିତ୍ ।
– ଯଦି ଆପଣ ପୂର୍ବରୁ ଚାକିରି କରୁଛନ୍ତି ଓ ଉଚ୍ଚ ପଦବି ପାଇଁ ଚାହୁଁଛନ୍ତି ତାହାଲେ ଆପଣଙ୍କ ଡେସ୍କର ଦିଗକୁ ବଦଳାଇ ଦିଅନ୍ତୁ ।
– ଯଦି ନିଜର ପ୍ରଗତି ପାଇଁ ଚାହୁଁଛନ୍ତି ତେବେ ନିଜର ମନକୁ ସକାରତ୍ମକ ଦିଗକୁ ନିଅନ୍ତୁ ଓ ଘରର ମୂଖ୍ଯ ଦ୍ବାରକୁ ମଧ୍ୟ ସକାରତ୍ମକ ଦିଗରେ ତିଆରି କରନ୍ତୁ ।
– ନିଜ ଘରେ ବା ଅଫିସରେ କାମ କରୁ ଥିବା ସମୟରେ କେବେ ବି ବିମ୍ ବା ପିଲର ତଳେ ବସନ୍ତୁ ନାହିଁ । ଯଦି ଆପଣ ଏମିତି କରୁଛନ୍ତି ତାହାଲେ ଆପଣଙ୍କ ଉପରେ କାମର ଭାର ସବୁବେଳେ ରହିଥାଏ ।