ଏହି ନାମର ପୁଅ ହୋଇଥାନ୍ତି ବହୁତ ଆକର୍ଷକ, ଏମାନଙ୍କ ସ୍ୱଭାବ ପାଇଁ ଝିଅ ଖୁବ ଶୀଘ୍ର ହୋଇ ଯାଆନ୍ତି ପ୍ରଭାବିତ

ଅଙ୍କ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତିଙ୍କ ନାମର ପ୍ରଥମ ଅକ୍ଷର ସମ୍ପର୍କ ତାଙ୍କର ସ୍ୱଭାବ ସହ ଜଡିତ ଥାଏ । ପ୍ରତି ଝିଅ ଚାହାଁନ୍ତି ଯେ ତାଙ୍କ ପାର୍ଟନର ତାଙ୍କର ଯତ୍ନ ଭଲ ଭାବେ ନିଅନ୍ତୁ ଓ ତାଙ୍କୁ ଭରପୁର ପ୍ରେମ ଦିଅନ୍ତୁ । ଯେଉଁ ପୁଅଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହେଇଥାଏ ସେମାନେ ତାଙ୍କ ପତ୍ନୀଙ୍କୁ ସର୍ବଦା ଖୁସୀ ରଖିବାକୁ ଚେଷ୍ଟା କରିଥାନ୍ତି । ଆସନ୍ତୁ ଜାଣିବା ଏମିତି କିଛି ପୁଅଙ୍କ ନାମ ବିଷୟରେ ଯାହାଙ୍କ ପ୍ରତି ଝିଅମାନେ ହୋଇଥାନ୍ତି ବହୁତ ଆକର୍ଷିତ ।

A ଅକ୍ଷର : ଅଂକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଯେଉଁ ପୁଅଙ୍କ ନାମ ଇଂରାଜୀ ଅକ୍ଷର A ରୁ ଆରମ୍ଭ ହୋଇଥାଏ । ଏମାନଙ୍କ ସ୍ୱଭାବ ବହୁତ ରୋମାଣ୍ଟିକ ହୋଇଥାଏ ଓ ସେମାନେ ବହୁତ କେୟାରିଂ ହୋଇଥାନ୍ତି । ଏମାନେ ନିଜ ପତ୍ନୀଙ୍କୁ ବହୁତ ପ୍ରେମ ଓ ସମ୍ମାନ ଦେଇଥାନ୍ତି । ଏଥିସହିତ ଏମାନଙ୍କ ଜୀବନରେ ଧନର ଅଭାବ କେବେ ହୋଇ ନଥାଏ ।

D ଅକ୍ଷର : ମନାଯାଏ କି ଯେଉଁ ପୁଅଙ୍କ ନାମ D  ଅକ୍ଷରରୁ ଆରମ୍ଭ ହୋଇଥାଏ, ଏମାନେ ମନର ବହୁତ ସଫା ହୋଇଥାନ୍ତି । ଏମାନେ ନିଜ ପାର୍ଟନରଙ୍କ ଭାବନାକୁ ସମ୍ମାନ ଦେଇଥାନ୍ତି । ପତ୍ନୀଙ୍କ ସବୁ କଥା ଶୁଣିଥାନ୍ତି ଓ ମାନିଥାନ୍ତି ।

N  ଅକ୍ଷର : ଯେଉଁ ପୁରୁଷଙ୍କ ନାମ N ରୁ ଆରମ୍ଭ ହୋଇଥାଏ,ସେମାନଙ୍କ ବିଷୟରେ କୁହାଯାଏ ଯେ ଏମାନଙ୍କ ସ୍ୱଭାବ ବହୁତ ସରଳ ଓ ମେଳାପୀ ହୋଇଥାଏ । ଏମାନେ ନିଜ ପତ୍ନୀଙ୍କ ସହ ସବୁ ସୁଖ ଦୁଃଖରେ ଠିଆ ହୋଇଥାନ୍ତି ।

P  ଅକ୍ଷର : ଅଂକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ P ଅକ୍ଷର ନାମର ଲୋକେ ନିଜ ଜୀବନରେ ବହୁତ ସମ୍ମାନ ଓ ଧନ କମାଇଥାନ୍ତି । ଏମାନଙ୍କ ପରିଶ୍ରମୀ ସ୍ୱଭାବ ଏମାନଙ୍କୁ ଜୀବନରେ ଆଗକୁ ବଢ଼ାଇଥାଏ । ଏହି ନାମର ପୁଅଙ୍କ ସର୍ବଦା ଚେଷ୍ଟା ରହିଥାଏ ଯେ ସେମାନେ ସବୁ ପରିସ୍ଥିତିରେ ପତ୍ନୀଙ୍କୁ ଖୁସିରେ ରଖିବା ।

V ଅକ୍ଷର : ଯେଉଁ ପୁଅଙ୍କ ନାମ ଇଂରାଜୀ ଅକ୍ଷର V ରୁ ଆରମ୍ଭ ହୋଇଥାଏ, ଏମାନେ ସମ୍ପର୍କକୁ ନେଇ ବହୁତ ଗମ୍ଭୀର ହୋଇଥାନ୍ତି । ଏମାନେ ନିଜ ପତ୍ନୀର ସବୁ ଇଚ୍ଛାକୁ ପୂର୍ଣ୍ଣ କରିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.