ଏହି ଉପାୟ ଦ୍ବାରା ଚୁଟକିରେ ମିଳିବ ମୁଣ୍ଡ ବିନ୍ଧା ଓ ରାତି ଅନିଦ୍ରାରୁ ରକ୍ଷା !

ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନଶୈଳୀରେ ସାଧାରଣତଃ ନିଦ୍ରା ହିନତା ଏବଂ ମୁଣ୍ଡ ବିନ୍ଧା ଆଦି ସମସ୍ୟା ଦେଖାଦେଇଛି । ଏହାର ନିବାରଣ ପାଇଁ ଅନେକ ଘରୋଇ ଉପଚାର ଥିଲେ ମଧ୍ୟ ପ୍ରାୟତଃ ସମସ୍ତେ ଔଷଧ ଖାଇବାକୁ ପସନ୍ଦ କରିଥାନ୍ତି। ଏମିତି କୌଣସି ଛୋଟ କି ବଡ ସମସ୍ୟା ନଥାଏ ଯାହାର ଭଲ ହେବାର ଉପାୟ ନଥାଏ। ଆଜି ଆମେ ଆପଣଙ୍କୁ ଏଥିରୁ ରକ୍ଷା ପାଇବାର ସହଜ,ସରଳ ଓ ଘରୋଇ ଉପଚାର କହିବାକୁ ଯାଉଛୁ।

ତେବେ ପ୍ରତ୍ୟେକ ଭାରତୀୟମାନଙ୍କ ରୋଷେଇ ଘରେ ବିଭିନ୍ନ ପ୍ରକାର ମସଲା ସାମଗ୍ରୀ ମହଜୁଦ୍‌ ରହିଥାଏ । ଯେଉଁଥିରେ ଜୁଆଁଣି ମଧ୍ୟ ସାମିଲ ଥାଏ। ତେବେ ଏହି ଜୁଆଁଣୀର ରୋଷେଇରେ ଗରମ ମସଲା ଭାବରେ ବ୍ୟବହାର କରାଯାଉଥିବା ବେଳେ ଏହି ଅନେକ ଓୖୗଷଧିୟ କୁଣ ଭରପୁର ରହିଛି।

headache

ଜୁଆଁଣି ବିଜରେ ଫାଇବର(୧୧.୯%), କ୍ରାବୋହାଇଡ୍ରେଡ୍(୩୮.୬%), ନାମି(୮.୯%), ପ୍ରୋଟିନ୍ (୧୫.୪%) ଏବଂ କାଲସିୟମର ମାତ୍ରା ମଧ୍ୟ ଅଧିକ ରହିଥାଏ। ଏହି ସବୁ ଶରୀରରେ ପୋଷକର ମାତ୍ରା ଶୀଘ୍ର ବଢାଇବାରେ ବହୁତ ସାହାୟକ ହୋଇଥାଏ। ପେଟ ଦରଜରୁ ଆରମ୍ଭ କରି ବଦହଜମି ପର୍ୟ୍ୟନ୍ତ, ସବୁ ସମସ୍ୟାର ସମାଧାନ ପାଇଁ ଜୁଆଁଣି ବହୁତ ହିତକାରକ ଅଟେ। ଏମିତି ଅନେକ ଲୋକ ଅଛନ୍ତି ଯେଉଁ ମାନଙ୍କୁ ଜୁଆଁଣି ଖାଇବାକୁ ପସନ୍ଦ ନଥାଏ। ସେମାନେ ଜୁଆଁଣି ପାଣିକୁ ମଧ୍ୟ ବ୍ୟବହାର କରିପାରିବେ। ଏହି ପାଣିକୁ ଯଦି ପ୍ରତ୍ୟେକ ଦିନ ସକାଳେ ଖାଲି ପେଟରେ ସେବନ କରାଯାଏ ତେବେ ଶରୀରକୁ ଅନେକ ଫାଇଦା ହୋଇଥାଏ।

ଜୁଆଁଣି ପାଣିର ଫାଇଦା-
-ଚିନ୍ତାଗ୍ରସ୍ତ ଜୀବନରେ ମୁଣ୍ଡବିନ୍ଧା ଏକ ସାଧାରଣ ସମସ୍ଯା। ଯେଉଁଥିରେ ଅନେକ ଲୋକ ଚିନ୍ତାରେ ପଡି ଯାଆନ୍ତି। ଯଦି ଏପରି ସମସ୍ୟାରୁ ରକ୍ଷା ପାଇବାକୁ ଚାହାନ୍ତି ତେବେ ଏକ କପ୍ ଜୁଆଁଣି ପାଣି ପିଅନ୍ତୁ। ଏଥିରୁ ତୁରନ୍ତ ଆରାମ ମିଳିଥାଏ।
-ମୁହଁରୁ ଜଡିତ ସମସ୍ୟା ଯେମିତିକି, ମୁହଁରୁ ବାହାରୁଥିବା ର୍ଦୁଗନ୍ଧ କୁ ଦୂରକରିବା ପାଇଁ ଜୁଆଁଣି ପିଅନ୍ତୁ ଏହା ଦ୍ବାରା ମଧ୍ୟ ଦାନ୍ତ ଦରଜରୁ ଉପସମ ମିଳିଥାଏ।
-ପାଗର ପରିବର୍ତ୍ତନ କାରଣରୁ ଥଣ୍ଡା ଜ୍ବର ଓ କଫ ଆଦି ହୋଇଥାଏ। ଏଥିରୁ ରକ୍ଷାପାଇବା ପାଇଁ ଜୁଆଁଣି ପାଣି ସହ କଳା ଲୁଣ ମିଶାଇ ପିଅନ୍ତୁ। ଦେଖିବେ ତୁରନ୍ତ ଉପସମ ମିଳିଥାଏ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.