ସେଉକୁ ବ୍ରାଉନ୍‌ ହେବା ଠାରୁ କେମିତି ରକ୍ଷା କରିବେ ଏବଂ ଧନିଆକୁ ଅଧିକ ଦିନ ପର୍ଯ୍ୟନ୍ତ କେମିତି ଫ୍ରେସ ରଖିବେ, ଜାଣନ୍ତୁ ସହଜ ତରିକା

ଖାଦ୍ୟ ବନାଇବାର ସର୍ଟକାମ ତରିକା କାମକୁ ଆହୁରି ବି ସହଜ କରିଦିଏ। ଖାସ କରି ଆପଣ ଜଳଦିରେ ଅଛନ୍ତି, ତାହେଲେ ଆପଣ କିଛି ଟିପ୍ସକୁ ଫଲୋ କରିବାକୁ ହେବ। ସେହିପରି କିଚେନ ଟିପ୍ସ ମଧ୍ୟ ଆପଣଙ୍କ କାମକୁ ସହଜ କରିପାରେ। ଆଜି ଆମେ ଆପଣଙ୍କୁ ଏମିତି ହିଁ କିଛି ଆମାଜିଙ୍ଗ ଟିପ୍ସ ଜଣାଇବୁ, ଯାହାଦ୍ୱାରା ଆପଣଙ୍କୁ କିଚେନରେ କାମ କରିବା ସହଜ ହୋଇଯିବ। ତେବେ ଆସନ୍ତୁ ଜାଣିବା କିଛି ୟୁଜଫୁଲ୍‌ ଟିପ୍ସ।

  • ପରିବାକୁ ଚୋପା ଛଡାଇ କିମ୍ବା କାଟିବା ପୂର୍ବରୁ ଭଲଭାବେ ଧୂଅଁନ୍ତୁ। କାଟି ସାରିବା ପରେ ଆଉ ପରିବାକୁ ଧୂଅନ୍ତୁନାହିଁ।
  • ଆଳୁ ଏବଂ ବାଇଗଣକୁ କାଟିବା ପରେ ଭିଜାଇ ଦିଅନ୍ତୁ, ଯାହାଦ୍ୱାରା ତାର ରଙ୍ଗ ଖରାପ ହେବନାହିଁ।
  • ପରିବାକୁ ପାଣିରେ ଫୁଟାଇବା ପରେ ପାଣିକୁ ଫୋପାଡନ୍ତୁନାହିଁ, ବରଂ ଏହାକୁ ଗ୍ରେଭୀ କରିବା ପାଇଁ ରଖନ୍ତୁ।
  • ସେଉକୁ କାଟିବାର କିଛି ସମୟ ପରେ ବ୍ରାଉନ ହେବା ଠାରୁ ଦୂରେଇ ରଖନ୍ତୁ। କଟା ହୋଇଥିବା ଜାଗାରେ ଅଳ୍ପ ଲେମ୍ବୁ ରସ ଲଗାଇ ଦିଅନ୍ତୁ। ଏପରି କଲେ ଲମ୍ବା ସମୟ ପର୍ଯ୍ୟନ୍ତ ସେଉ
  • ଭଲ ରହିବ ଏବଂ ଫ୍ରେସ ଦେଖାଯିବ।
  • ଧନିଆ ପତ୍ରକୁ ମଲମଲ୍‌ ବା ନରମ କପଡାରେ ଘୋଡାଇ ଫ୍ରଜରେ ରଖିଦିଅନ୍ତୁ। ଏପରି କଲେ ଅଧିକ ସମୟ ପର୍ଯ୍ୟନ୍ତ ରହିବ ଏବଂ ଫ୍ରେସ ବି ଦେଖାଯିବ।
  • କଞ୍ଚା ଲଙ୍କାର ମୁଣ୍ଡି ବାହାର କରି ରଖନ୍ତୁ। ଏମିତି କଲେ ଲଙ୍କା ଅଧିକ ସମୟ ପର୍ଯ୍ୟନ୍ତ ରୁହେ। ଆପଣଙ୍କୁ ପ୍ରାୟ ୧୦ ମିନିଟ ଭିଜାଈ ଦିଅନ୍ତୁ।
  • ପିଆଜକୁ ଛଡାଇବା ପରେ ଅଧା କାଟି ଦିଅନ୍ତୁ। ମନେ ରଖନ୍ତୁ ଆଖିରୁ ଲୁହ ନଆସିବା ପାଇଁ ପିଆଜକୁ ପ୍ରାୟ ୧୦ ମିନିଟ ପର୍ଯ୍ୟନ୍ତ ପାଣିରେ ଭିଜାଇ ରଖନ୍ତୁ।
  • ବାଦାମକୁ ଏକ କପ୍‌ ଗରମ ପାଣିରେ ୧୦ ମିନିଟ ପାଇଁ ଭିଜାି ରଖନ୍ତୁ। ଦେଖିବେ ଚୋପା ବହୁତ ସଜଜରେ ବାହାରିଯିବ।
  • ସୁଖିଲା ଖୁଆକୁ କାଟିବା ପୂର୍ବରୁ ତାକୁ ଏକ ଘଣ୍ଟା ପର୍ଯ୍ୟନ୍ତ ଫ୍ରିଜରେ ରଖନ୍ତୁ ତାପରେ ଛୁରୀକୁ କାଟିବା ପୂର୍ବରୁ ଗରମ ପାଣିରେ ବୁଡାଇ ଦିଅନ୍ତୁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.