ରକ୍ଷା ବନ୍ଧନରେ ରାଶି ଅନୁସାରେ ଭାଇକୁ ବାନ୍ଧନ୍ତୁ ଏହି ରଙ୍ଗର ରାକ୍ଷୀ

ରକ୍ଷା ବନ୍ଧନ ପର୍ବ ଭାଇ-ଭଉଣୀଙ୍କ ପ୍ରେମର ପ୍ରତୀକ ହୋଇଥାଏ। ଏହି ଦିନ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ଦେଇଥାଏ। ଆଉ ଭାଇ, ଭଉଣୀର ରକ୍ଷା କରିବାକୁ ଶପଥ ନେଇଥାଏ। ଚଳିତବର୍ଷ ରକ୍ଷା ବନ୍ଧନ ପର୍ବ ୨୨ ଅଗଷ୍ଟରେ ପାଳନ କରାଯିବ। ଏହା ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ ପଡ଼ିଥାଏ।

କୁହାଯାଏ କି, ରାଶି ଅନୁସାରେ ରାକ୍ଷୀର ରଙ୍ଗ ବାଛିବା ବହୁତ ଶୁଭ ହୋଇଥାଏ। ଏଣୁ ଭାଇ ପାଇଁ ରାକ୍ଷୀ କିଣିଲା ବେଳେ ଭଉଣୀ ଏହା ଉପରେ ବିଶେଷ ଧ୍ୟାନ ରଖିବା ଉଚିତ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛି କି, ରାଶି ଅନୁସାରେ ଆପଣ ଆପଣଙ୍କ ଭାଇଙ୍କୁ କେଉଁ ପ୍ରକାରର ରାକ୍ଷୀ ବାନ୍ଧିବା ଉଚିତ।

ରାଶି ଅନୁସାରେ ରାକ୍ଷୀର ରଙ୍ଗ

ମେଷ: ଲାଲ, ଗୋଲାପି ଓ ହଳଦିଆ ରଙ୍ଗ

ବୃଷ: ଶ୍ୱେତ, ନୀଳ, ଚକ୍‌ମକ ରାକ୍ଷୀ

ମିଥୁନ: ନୀଳା ଓ ଗୋଲାପି

କର୍କଟ: ହଳଦିଆ, ଚକ୍‌ମକ ରାକ୍ଷୀ

ସିଂହ: ଗୋଲାପି ଓ ହଳଦିଆ

କନ୍ୟା: ଧଳା, ସବୁଜ, ଗୋଲାପି

ତୂଳା: ହଳଦିଆ, ଗୋଲାପି

ବିଛା: ଲାଲ, ଗୋଲାପି, ହଳଦିଆ

ଧନୁ: ହଳଦିଆ, ଲାଲ, ଗୋଲାପି

ମକର: ନୀଳ, ଚମକପ୍ରଦ, ଧଳା

କୁମ୍ଭ: ଧଳା, ନୀଳ

ମୀନ: ଧଳା, ନୀଳ, ଚମକପ୍ରଦ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.