ବଡ଼ ଭାଗ୍ୟବତୀ ହୋଇଥାନ୍ତି ଏହି ୩ ନାମର ଝିଅ, ପତିଙ୍କ ହୃଦୟରେ ରାଜୁତି କରିଥାନ୍ତି

ନାମ ଜ୍ୟୋତିଷରେ କୌଣସି ବ୍ୟକ୍ତିର ନାମ ତାର ପରିଚୟ ସମ୍ପର୍କରେ ବହୁତ କିଛି କହିଥାଏ । ତେଣୁ ଜଣେ ବ୍ୟକ୍ତି ପାଇଁ ତାର ନାମ ବହୁତ ମହତ୍ଵପୁର୍ଣ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ନାମ କେବଳ ବ୍ୟକ୍ତିର ପରିଚୟ ନୁହେଁ ତାଙ୍କର ଜୀବନ ସମ୍ପର୍କରେ ବହୁତ କିଛି କହିଥାଏ । ବ୍ୟକ୍ତି ନାମର ପ୍ରଥମ ଅକ୍ଷରରୁ ତାଙ୍କର ଗୁଣ, ସ୍ଵଭାଵ,ପସନ୍ଦ,ଅପସନ୍ଦ,କେରିଅର, ପ୍ରେମ ଓ ଦାମ୍ପତ୍ୟ ଜୀବନର ଭବିଷ୍ୟତ ସମ୍ପର୍କରେ ବହୁତ କିଛି କହିଥାଏ ।

ଆଜି ଆସନ୍ତୁ ଜାଣିବା ଏମିତି କିଛି ଝିଅଙ୍କ ବିଷୟରେ ଯେଉଁମାନଙ୍କର ନାମର ପ୍ରଥମ ଅକ୍ଷର D,V ଓ P ହୋଇଥାଏ । ଏପରି ୩ ଅକ୍ଷର ନାମ ସମ୍ପର୍କରେ କହିବୁ ଯେଉଁମାନେ ଉଚ୍ଚ ଭାଗ୍ୟ ନେଇ ଜନ୍ମ ହୋଇଥାନ୍ତି । ଯେଉଁ ଘରକୁ ଯାଇଥାନ୍ତି ସେ ଘରକୁ ସୁଖୀ କରିଦେଇଥାନ୍ତି । ସେମାନେ ସର୍ବଦା ପତିଙ୍କ ହୃଦୟରେ ରାଜ କରିଥାନ୍ତି ।

-D ନାମର ଝିଅ:

ଏହି ଅକ୍ଷରରେ ଆରମ୍ଭ ହୋଇଥିବା ନାମର ଝିଅମାନେ ଭାଗ୍ୟର ଧନୀ ହୋଇଥାନ୍ତି । ଏମାନଙ୍କୁ ଭାଗ୍ୟ ବଳରେ ଜୀବନରେ ସବୁ କିଛି ହାସଲ ହୋଇଥାଏ । ଏମାନଙ୍କ ପାଖରେ ସୁଖ ସୁବିଧାର କମ ହୋଇନଥାଏ । ଏମାନେ ପରିଶ୍ରମୀ ଓ ବୁଦ୍ଧିମତୀ ହୋଇଥାନ୍ତି । ପତିଙ୍କ ପାଇଁ ଏମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ।

– V ନାମର ଝିଅ :

ଏହି ଅକ୍ଷରରେ ଯାହାଙ୍କ ନାମ ଆରମ୍ଭ ହୋଇଥାଏ, ସେମାନେ ଭାଗ୍ୟର ଧନୀ ହୋଇଥାନ୍ତି । ଏମାନେ ସୌକୀନ ଜୀବନ ଅତିବାହିତ କରିବାକୁ ଚାହିଁଥାନ୍ତି । ଭାଗ୍ୟ ବଳରୁ ଏମିତି ଜୀବନ ମଧ୍ୟ ମିଳିଥାଏ । ଏମାନେ ଯେଉଁ ପୁଅଙ୍କୁ ବିବାହ କରିଥାନ୍ତି ତାଙ୍କର ଭାଗ୍ୟ ଖୋଲିଯାଏ । ଯେଉଁଥିପାଇଁ ପତିଙ୍କର କ୍ୟାରିଅରେ ବହୁ ସଫଳତା ଆସିଥାଏ ।

-P ନାମର ଝିଅ :

ଏହି ଅକ୍ଷରରେ ଯେଉଁ ଝିଅଙ୍କ ନାମ ଆରମ୍ଭ ହୋଇଥାଏ, ଏମାନେ ନିଜ ପାଇଁ ତ ଭାଗ୍ୟବତୀ ହୋଇଥାନ୍ତି ଏଥି ସହ ନିଜ ସହ ଯୋଡି ହୋଇଥିବା ଲୋକଙ୍କ ପାଇଁ ମଧ୍ୟ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନଙ୍କ ଜୀବନରେ କେବେ କିଛି ଜିନିଷର ଅଭାବ ହୋଇନଥାଏ । ଏମାନଙ୍କର ଖୁବ ଧନ ସମ୍ପଦ ହୋଇଥାଏ । ଏମାନେ ଅର୍ଥ ସଂଚୟ କରିବାରେ ମଧ୍ୟ ମାହିର ହୋଇଥାନ୍ତି । ଏମାନଙ୍କ ଉପରେ ମା’ ଲକ୍ଷ୍ମୀଙ୍କ କୃପା ସର୍ବଦା ରହିଥାଏ ।

Leave A Reply

Your email address will not be published.