ଦେଶରୁ କମୁଛି ସଂକ୍ରମଣ, ଆଜି ଚିହ୍ନଟ ହେଲେ ୧ ଲକ୍ଷ ୩୧ ହଜାର ୩୬୪ କରୋନା ସଂକ୍ରମିତ

ନୂଆଦିଲ୍ଲୀ : ଦେଶରେ କମୁଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୧ ଲକ୍ଷ ୩୧ହଜାର ୩୬୪ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ମୃତ୍ୟୁବରଣ କରିଛନ୍ତି ୨ହଜାର ୭୧୩। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୮୫ଲକ୍ଷ ୭୪ ହଜାର ୩୫୦ରେ ପହଞ୍ଚିଛି। ମୃତ୍ୟୁ ସଂଖ୍ୟା ୩ଲକ୍ଷ ୪୦ହଜାର ୭୦୨ରେ ପହଞ୍ଚିଛି। ସୁସ୍ଥ ହୋଇଛନ୍ତି ୨ଲକ୍ଷ ୭ହଜାର ୭୧।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.