ଦେଶରେ କମୁଛି ଦୈନିକ ସଂକ୍ରମଣ: ୨୪ଘଣ୍ଟାରେ ୨ଲକ୍ଷ ୧୧ହଜାର ୨୯୮ ପଜିଟିଭ୍, ୩୮୪୭ ମୃତ

ନୂଆଦିଲ୍ଲୀ: ଦେଶରେ କମୁଛି ଦୈନିକ କରୋନା ସଂକ୍ରମଣ। ୨୪ଘଣ୍ଟାରେ ଦେଶରେ ସଂକ୍ରମିତ ହୋଇଛନ୍ତି ୨ଲକ୍ଷ ୧୧ହଜାର ୨୯୮। ୩ହଜାର ୮୪୭ଜଣଙ୍କ ଜୀବନ ନେଇଛି କରୋନା।

ଆଜିକୁ ମିଶାଇ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୭୩ ଲକ୍ଷ ୬୯ ହଜାର ୯୩ରେ ପହଞ୍ଚିଛି। ମୃତ୍ୟୁ ସଂଖ୍ୟା ୩ଲକ୍ଷ ୧୫ହଜାର ୨୩୫ରେ ପହଞ୍ଚିଛି। କରୋନାରୁ ସୁସ୍ଥ ହୋଇଛନ୍ତି ୨କୋଟି ୪୬ଲକ୍ଷ ୩୩ହଜାର ୯୫୧ ଜଣ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.