ଦେଶରେ ପୁଣି ବଢିଲା ସଂକ୍ରମଣ, ଦିନକରେ ୧ ହଜାର ୮ ଜଣଙ୍କ ଜୀବନ ନେଇଛି କରୋନା

ନୂଆଦିଲ୍ଲୀ : ଦେଶରେ ପୁଣି ବଢିଲା କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ୧ ଲକ୍ଷ ୭୨ହଜାର ୪୩୩ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଗତକାଲି ଠାରୁ ୬.୮ ପ୍ରତିଶତ ବଢିଲା କରୋନା ସଂକ୍ରମଣ। ଦିନକରେ ୧ ହଜାର ୮ ଜଣଙ୍କ ଜୀବନ ନେଇଛି କରୋନା ମହାମାରୀ । ଗତ କାଲି ୧ହଜାର ୭୩୩ ଜଣଙ୍କର ମୃତ୍ୟୁ ହୋଇଥିଲା ।

ଆକ୍ଟିଭ କେସ ରହିଛି ୧୫ଲକ୍ଷ ୩୩ ହଜାର ୯୨୧ । ଦେଶରେ ପଜିଟିଭିଟି ରେଟ୍‌ ରହିଛି ୧୦ .୯୯ ପ୍ରତିଶତ । ଦେଶରେ ଏଯାଏଁ ୪ଲକ୍ଷ ୯୮ହଜାର ୯୮୩ଜଣଙ୍କ ଜୀବନ ନେଇଛି ମହାମାରୀ

Leave A Reply

Your email address will not be published.