ଗୁଜରାଟ ଉପକୂଳରେ ତାଉ-ତେ ଲ୍ୟାଣ୍ଡଫଲ୍‌ ପ୍ରକିୟା ଆରମ୍ଭ, ପ୍ରବଳ ବର୍ଷା ପବନ ଆଉ ବାତ୍ୟାର ତାଣ୍ଡବ

ପୂର୍ବାନୁମାନ ଅନୁଯାୟୀ ବାତ୍ୟା ତାଉ-ତେ କିଛି ସମୟ ପୂର୍ବରୁ ଗୁଜରାଟରେ ଲ୍ୟାଣ୍ଡଫଲ୍‌ କରିଛି । ଗୁଜରାଟ ଉପକୂଳରେ ଏହାର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଏବେ ଜାରି ରହିଛି । ଯାହା କିଛି ଘଣ୍ଟା ଯାଏ ଜାରି ରହିବ । ଫଳରେ ଏହି ଅଞ୍ଚଳରେ ଏବେ ୧୧୫ କିଲୋମିଟରରୁ ଅଧିକ ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ଜାରି ରହିଛି ।

 

Leave A Reply

Your email address will not be published.