ଆଶ୍ବସ୍ତିକର ଖବର, ଭୁବନେଶ୍ୱରରେ କମିଲା ସୁନା-ରୁପା ଦର
ସାରା ଦେଶରେ ଏବେ ବିବାହର ଋତୁ ଚାଲିଛି । ଏହାରି ଭିତରେ ସମସ୍ତଙ୍କର ଚିନ୍ତା ବଢାଇ ଦେଇଛି ସୁନା ଦର । ତେବେ ହଠାତ୍ ସୁନା ଦରର ଅହେତୁକ ବୃଦ୍ଧି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହାରି ଭିତରେ ଆସିଛି ଏକ ଆଶ୍ବସ୍ତିକର ଖବର ଆସିଛି। ସୁନା ଓ ରୁପା ଦରରେ ଆଜି ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି । ଭାରତୀୟ ବଜାରରେ ଆଜି ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୨ ହଜାର ୨୬୦ ଟଙ୍କା ହୋଇଥିବା ବେଳେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ…
Read More...