ବେଲଜିୟମ୍ ଠାରୁ ଶେଷ ମିନିଟରେ ହାରିଲା ଜାପାନ

belgiumନୂଆଦିଲ୍ଲୀ: ବେଲଜିୟମ୍ ଠାରୁ ଶେଷ ମିନିଟରେ ହାରିଲା ଜାପାନ। ଗତକାଲି ବିଳମ୍ବିତ ରାତିରେ ଖେଳାଯାଇଥିବା ଏହି ମୁକାବିଲାରେ ଜାପାନ ୬୯ ମିନିଟ୍ ପର୍ୟ୍ୟନ୍ତ ୨-୦ରେ ଆଗୁଆ ରହିଥିଲା। ହେଲେ ବେଲଜିୟମ୍ ଶେଷ ମିନିଟ୍ ଗୋଲରେ ଜାପାନ ଠାରୁ ମ୍ୟାଚ୍ ଛଡ଼ାଇ ନେଇଥିଲା। ଫଳରେ ୩-୨ରେ ବିଜୟୀ ହୋଇ କ୍ୱାର୍ଟର ଫାଇନାଲ ପାଇଁ ସ୍ଥାନ ପକ୍କା କରିଛି ବେଲ୍ଜିୟମ୍। ଶୁକ୍ରବାର କ୍ୱାର୍ଟର ଫାଇନାଲରେ ନିଝନି ଷ୍ଟାଡିୟମରେ ବ୍ରାଜିଲ୍କୁ ଭେଟିବ ବେଲଜିୟମ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.