ଏହି ନାମର ଝିଅମାନେ ହୋଇଥାନ୍ତି ବହୁତ ଗୁଣବତୀ,ପିତାଙ୍କ ପାଇଁ ହୋଇଥାନ୍ତି ସୌଭାଗ୍ୟଶାଳୀ

ଜ୍ୟୋତିଷ ଶାସ୍ତ୍ର ଭଳି ବ୍ୟକ୍ତିଙ୍କ ନାମ ଆଧାରରେ ମଧ୍ୟ ତାଙ୍କର ସ୍ଵଭାଵ ଓ ବ୍ୟକ୍ତିତ୍ୱ ବିଷୟରେ ଜଣାପଡେ | ନାମର ପ୍ରଭାବ ବ୍ୟକ୍ତିର ସ୍ଵଭାଵ ଉପରେ ପଡିଥାଏ | ନାମରୁ ବ୍ୟକ୍ତିର ଗୁଣ ସମ୍ପର୍କରେ ଜଣାଯାଇପାରେ | ଆଜି ଆସନ୍ତୁ ଜାଣିବା ଏମିତି କିଛି ଝିଅଙ୍କ ନାମ ଯାହା ତାଙ୍କୁ ଗୁଣବତୀ ବନାଇଥାଏ |

‘ଦ’ ଅକ୍ଷର ରେ ଆରମ୍ଭ ହୋଇଥିବା ନାମ : 

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ‘ଦ’ ଅକ୍ଷର ରେ ଆରମ୍ଭ ହୋଇଥିବା ନାମ ର ଝିଅମାନେ ଘର ପରିବାର ପାଇଁ ବହୁତ ଭାଗ୍ୟବତି ହୋଇଥାନ୍ତି |ଏମାନେ ଖୋଲା ହୃଦୟର ହୋଇଥାନ୍ତି |ଏମାନେ ପରିଶ୍ରମ ଦ୍ୱାରା ଜୀବନରେ ଉଚ୍ଚା ସ୍ଥାନ ହାସିଲ କରିଥାନ୍ତି |

”ବ ”ଅକ୍ଷର ରେ ଆରମ୍ଭ ହୋଇଥିବା ନାମ :

ସୁଖ ଶାନ୍ତି ବିଷୟରେ ଏ ଝିଅମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି | କୌଣସି ବି କାମ ବହୁତ ମନ ଧ୍ୟାନ ଦେଇ କରିଥାନ୍ତି |

‘ପ ‘ଅକ୍ଷରରେ ଆରମ୍ଭ ହୋଇଥିବା ନାମ :

ଏହି ଅକ୍ଷରରେ ଆରମ୍ଭ ହୋଇଥିବା ନାମର ଝିଅମାନେ ନିଜର ପିତାଙ୍କ ପାଇଁ ଭାଗ୍ୟଶାଳୀ ହୋଇଥାନ୍ତି |ନିଜର ପରିବାରର ନାମ ଉଜ୍ୱଳ କରିବା ସହିତ ସମାଜରେ ବି ଖୁବ ମାନ ସମ୍ମାନ ଏମାନେ ଅର୍ଜନ କରିଥାନ୍ତି |

‘ନ ‘ଅକ୍ଷରର ଝିଅମାନେ :

ଏମାନେ ସଂଗୀତ ଏବଂ କଳା କ୍ଷେତ୍ରରେ ବହୁତ ରୁଚି ରଖିଥାନ୍ତି |ନିଜର ପ୍ରତିଭା ଦ୍ୱାରା ଏମାନେ ସମସ୍ତଙ୍କ ହୃଦୟରେ ସ୍ୱତନ୍ତ୍ର ଜାଗା ତିଆରି କରିଥାନ୍ତି |

‘ଅ ‘ଅକ୍ଷରରେ ଆରମ୍ଭ ହୋଇଥିବା ନାମ :

ଏହି ଝିଅମାନଙ୍କ ଗୁଣ ର ଚର୍ଚା ସବୁ ଜାଗା ହୋଇଥାଏ |ଏହି ନାମର ଝିଅମାନେ ବହୁତ ସାହସୀ ଏବଂ ଆତ୍ମ ବିଶ୍ୱାସୀ ହୋଇଥାନ୍ତି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.