ଏହି ନାମର ଝିଅମାନଙ୍କ ଉପରେ ମା’ ଲକ୍ଷ୍ମୀ ବର୍ଷା କରନ୍ତି ବହୁତ କୃପା, ଶ୍ୱଶୁର ଘରେ ପାଦ ରଖୁ ରଖୁ ହୋଇଥାଏ ଧନର ବର୍ଷା

ଜ୍ୟୋତିଷ ଶାସ୍ତ୍ର ଭଳି ନାମ ଜ୍ୟୋତିଷ ମଧ୍ୟ ବ୍ୟକ୍ତିର ସ୍ୱଭାବ ଏବଂ ବ୍ୟକ୍ତିତ୍ୱ ବିଷୟରେ ଗଣନା କରିଥାଏ | ଯେ କୌଣସି ବ୍ୟକ୍ତିର ନାମ ତାହାର ଗୁଣ ଏବଂ ଅଵଗୁଣ ବିଷୟରେ ଦର୍ଶେଇଥାଏ | ଆଜି ଆମେ ଜାଣିବା କିଛି ଏମିତି ଅକ୍ଷର ବିଷୟରେ ଯେଉଁ ଅକ୍ଷରରୁ ଆରମ୍ଭ ହେଉଥିବା ନାମର ଝିଅମାନେ ମା’ ଲକ୍ଷ୍ମୀଙ୍କ ରୂପ ମନାଯାଏ | କୁହାଯାଏ କି ଯେଉଁ ଘରକୁ ଏମାନେ ଯା’ନ୍ତି ସେଠାରେ ଧନ ଧାନ୍ୟର ଅଭାବ କେବେ ବି ହୁଏନାହିଁ |

‘B’ ଅକ୍ଷର ନାମର ଝିଅ – ଜ୍ୟୋତିଷ ଆଚାର୍ଯ୍ୟ ଅନୁସାରେ ‘B’ ଅକ୍ଷରରୁ ଆରମ୍ଭ ହେଉଥିବା ନାମର ଝିଅମାନେ ଭାଗ୍ୟରେ ବହୁତ ଧନୀ ହୋଇଥାନ୍ତି | ସ୍ୱଭାବରେ ବହୁତ ମଧୁର ହୋଇଥାନ୍ତି | ନିଜର କହିବା ଷ୍ଟାଇଲିରେ ଏମାନେ ଯେକୌଣସି ବ୍ୟକ୍ତିର ହୃଦୟ ସହଜରେ ଜିତି ନେଇଥାନ୍ତି | ବିବାହ ପରେ ଏମାନେ ଯେଉଁ ଘରକୁ ଯାଆନ୍ତି ସେଠାରେ ଧନ ଧାନ୍ୟରେ କେବେ ଅଭାବ ରହେ ନାହିଁ |

‘S’ ଅକ୍ଷର ନାମର ଝିଅମାନେ – ‘S’ ଅକ୍ଷରର ନାମ ବାଲି ଝିଅ ମାନେ ଟିକେ ସଂକୋଚ ସ୍ୱଭାବର ହୋଇଥାନ୍ତି |ଏମାନେ ବହୁତ ପରିଶ୍ରମୀ ହୋଇଥାନ୍ତି | ଏମାନଙ୍କ ଜୀବନ ବହୁତ ସଂଘର୍ଷ ଭରା ହୋଇଥାଏ | କିନ୍ତୁ ସମୟ ସହିତ ଏମାନଙ୍କର ଆୟ ରେ ବୃଦ୍ଧି ହୋଇଥାଏ | ଏମାନଙ୍କର ସୌଭାଗ୍ୟର ଲାଭ ୟାଙ୍କର ସ୍ୱାମୀ ଏବଂ ଶ୍ୱଶୁର ଘର ଲୋକଙ୍କୁ ମିଳିଥାଏ |

‘K’ ଅକ୍ଷର ନାମର ଝିଅମାନେ – ନାମ ଜ୍ୟୋତିଷ ଅନୁସାରେ ଏହି ଅକ୍ଷରରୁ ଆରମ୍ଭ ହେଉଥିବା ନାମର ଝିଅମାନେ ବହୁତ ଖୁସି ମିଞ୍ଜାସ ର ହୋଇଥାନ୍ତି | ଏହି ଝିଅମାନେ ନିଜର ଶକ୍ତି ଦ୍ୱାରା ଊଚ୍ଚ ସ୍ଥାନ ଅଧିକାର କରିଥାନ୍ତି | ଯେଉଁ ଘରେ ଏମାନେ ନିଜର ଶୁଭ ପାଦ ରଖନ୍ତି ସେ ଘରେ ଧନର ଅଭାବ କେବେ ହୁଏ ନାହିଁ | ବିବାହ ପରେ ସ୍ୱାମୀଙ୍କ ପାଇଁ ଲକି ପ୍ରମାଣିତ ହୋଇଥାଆନ୍ତି ଏମାନେ |

Leave A Reply

Your email address will not be published.