ଇତିହାସର ଆଇନାରେ ଜୁଲାଇ ୧୫ : ଗୋଟିଏ କ୍ଲିକରେ ପଢନ୍ତୁ ଆଜିର ଦିନରେ ଭାରତ ଏବଂ ବିଶ୍ବରେ କଣ କଣ ଘଟିଥିଲା

୧୬୬୨ : ଦ୍ବିତୀୟ କିଙ୍ଗ୍ ଚାର୍ଲ୍ସ  ଲଣ୍ଡନରେ ରୟାଲ୍ ସୋସାଇଟିକୁ ଅଧିନିୟମ କରିଥିଲେ

୧୭୯୫ : ମାର୍ସେଲିଆଙ୍କୁ ଫ୍ରାନ୍ସର ରାଷ୍ଟ୍ରୀୟ ଗୀତ ଘୋଷଣା କରାଯାଇଥିଲା

୧୮୬୪ : ଆମେରିକାରେ କଏଦୀ ମାନଙ୍କୁ ନେଇ ଯାଉଥିବା ଏକ ଯାତ୍ରୀ ଟ୍ରେନ୍ ମାଲବାହୀ ଟ୍ରେନ୍ ସହ ଧକ୍କା ହେବା ଫଳରେ ୬୫ ଜଣଙ୍କ ମୃତ୍ୟୁ ହୋଇଥିଲା

୧୯୦୪ : ଆମେରିକାର ଲସ୍ ଆଞ୍ଜେଲସରେ ବନିଥିଲା ପ୍ରଥମ ବୌଦ୍ଧ ମନ୍ଦିର

୧୯୨୩ : ଇଟାଲୀର ସଂସଦ ନୂଆ ସମ୍ବିଧାନ ସ୍ବୀକାର କରିଥିଲେ

୧୯୨୭ : ଅଷ୍ଟ୍ରିଆଇ ପୋଲିସର ଗୁଳିରେ ୮୯ ପ୍ରଦର୍ଶନକାରୀ ଜୀବନ ହାରିଥିଲେ

୧୯୩୭ : ଜଣାଶୁଣା ପତ୍ରକାର ପ୍ରଭାଷ ଜୋଶୀଙ୍କର ଜନ୍ମ ହୋଇଥିଲା

୧୯୬୧ : ପୁରୁଷ ଏବଂ ମହିଳାଙ୍କ ପାଇଁ ସମାନ  ଅଧିକାର କରିଥିଲା ସ୍ପେନ୍

୧୯୬୨ : ଆଲ୍ଜିରିୟା ଅରବ୍ ଲିଗର ଅଂଶ ବନିଥିଲା

୧୯୭୦ : ଇଟାଲୀକୁ ୨-୦ରେ ହରାଇ ପ୍ରଥମ ମହିଳା ଫୁଟବଲ୍ ବିଶ୍ବକପ୍ ଜିତିଥିଲା ଡେନମାର୍କ

୧୯୭୯ : ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଶ୍ରୀ ମୋରାଜୀ ଦେଶାଇ

୧୯୯୧ : ଉତ୍ତର ଇରାକ୍ ଛାଡିଥିଲେ ଆମେରିକାର ସୈନିକ

୨୦୧୨ : ନେପାଳର ପାରସୀରେ ଏକ ବସ୍ ଦୁର୍ଘଟଣାରେ ୩୯ ତୀର୍ଥଯାତ୍ରୀଙ୍କ  ମୃତ୍ୟୁ ହୋଇଥିଲା

୨୦୧୪ : ମସ୍କୋରେ ଏକ ଟ୍ରେନ୍ ଲାଇନଚ୍ଯୁତ ହେବାରୁ ୨୦ ଜଣ ଯାତ୍ରୀଙ୍କ ମୃତ୍ୟୁ ହେବା ସହ ୧୦୦ରୁ ଅଧିକ ଆହତ ହୋଇଥିଲେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.