ଆଜି ବର୍ଷର ସବୁଠାରୁ ଲମ୍ବା ଦିବସ : କିଛି ସମୟ ପାଇଁ ଛାଇ ମଧ୍ୟ ଛାଡ଼ିବ ସାଥ୍

ବଷର୍କ ୩୬୫ ଦିନ ରହିଥିଲେ ମଧ୍ୟ ଜୁନ୍ ୨୧ କୁ ବର୍ଷର ସବୁଠାରୁ ଲମ୍ବା ଦିନ ଭାବେ ଗଣନା କରାଯାଇଥିଲା । ଏହି ଦିନ ଭାରତ ସମେତ ସମସ୍ତ ଉତ୍ତର ଗୋଲାର୍ଦ୍ଧାରେ ଦିନ ବଡ଼ ଏବଂ ରାତି ଛୋଟ ହୋଇଥାଏ । ଦିନ ମଧ୍ୟରେ ଏପରି ଏକ ସମୟ ଆସିଥାଏ ଯେତେବେଳେ ବ୍ୟକ୍ତିଙ୍କୁ ତାଙ୍କ ନିଜର ଛାଇ ମଧ୍ୟ ନଜର ଆସିନଥାଏ । ଏହାକୁ ଗ୍ରୀଷ୍ମ ଆୟନାନ୍ତ ବୋଲି ମଧ୍ୟ କୁହାଯାଇଥାଏ । ଆସନ୍ତୁ ଜାଣିବା ଏହା ବିଷୟରେ ଆଉ କିଛି ତଥ୍ୟ ..

ଆଜିର ଦିନରେ ସୂର୍ୟ୍ୟା ଉତ୍ତର ଗୋଲାର୍ଦ୍ଦରୁ ଭାରତ ମଧ୍ୟରେ ପରିକ୍ରମ କରି କର୍କ ରେଖା ପାଖରେ ପହଞ୍ଚିଥାଏ । ଏଣୁ ସୂର୍ୟ୍ୟାଙ୍କ କିରଣ ଅଧିକ ସମୟ ଭୂମି ଉପରେ ପଡ଼ିଥାଏ । ଏଣୁ ଏହି ଦିନ ଅଧିକ ଗରମ ହୋଇଥାଏ । ପାଖାପାଖି ୧୫-୧୬ ଘଣ୍ଟା ପର୍ୟ୍ୟନ୍ତ ଦିନ ରହିବା ସହ ସୂର୍ୟ୍ୟଙ୍କର ପ୍ରକୋପ ରହିଥାଏ । ଆଜି ବର୍ଷର ସବୁଠାରୁ ଲମ୍ବା ଦିନ ହୋଇଥିବାରୁ ନରେନ୍ଦ୍ର ମୋଦି ଏହାକୁ ଅନ୍ତଜାତୀୟ ଯୋଗା ଦିବସ ଭାଗେ ଘୋଷଣା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.