୨୦୨୦ ଆଇସିସି ଟି-୨୦ ବିଶ୍ୱକପ୍‌ ପାଇଁ କ୍ରୀଡ଼ାସୂଚୀ ଘୋଷିତ

ମୁମ୍ବାଇ : ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୦ ଅକେଟାବର ୧୮ରୁ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ଖେଳାଯିବ ଆଇସିସି ଟି-୨୦ ବିଶ୍ୱକପ୍‌ । ଏଥିରେ ୧୬ଟି ଦଳ ଭାଗ ନେବେ । ଏମାନଙ୍କ ମଧ୍ୟରୁ ୧୦ଟି ଟିମ୍‌ ସିଧାସଳଖ ଟୁର୍ଣ୍ଣାମେଣ୍ଟରେ ପ୍ରବେଶ କରିଥିବା ବେଳେ ବାକି ୬ଟି ଦଳ ଯୋଗ୍ୟତା ପର୍ଯ୍ୟାରୁ ଆସିଛନ୍ତି । ଅବଶ୍ୟ ପୂର୍ବରୁ ଟୁର୍ଣ୍ଣାମେଣ୍ଟର କ୍ରୀଡ଼ାସୂଚୀ ପ୍ରକାଶ କରାଯାଇଥିଲା ତେବେ ସେତେବେଳେ ଯୋଗ୍ୟତା ପର୍ଯ୍ୟାୟ ଶେଷ ହୋଇନଥିବାରୁ ସବୁ ଦଳର ନାଁ ଏଥିରେ ନଥିଲା ।
ଭାରତ ଓ ପାକିସ୍ତାନ ସମେତ ମୋଟ୍‌ ୮ଟି ଟିମ୍‌ ସିଧାସଳଖ ସୁପର-୧୨ରେ ସ୍ଥାନ ପାଇଛନ୍ତି । ଏହି ରାଉଣ୍ଡରେ ଭାରତ ଓ ପାକିସ୍ତାନ ବ୍ୟତୀତ, ଇଂଲଣ୍ଡ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ, େଓ୍ଵଷ୍ଟଇଣ୍ଡିଜ୍‌ ଓ ଆଫଗାନିସ୍ତାନ ଅଛନ୍ତି । ଶ୍ରୀଲଙ୍କା ଓ ବାଂଲାଦେଶ ଦଳର କମ୍‌ ର‍୍ୟାଙ୍କିଙ୍ଗ ଥିବାରୁ ସେମାନେ ଏହି ରାଉଣ୍ଡରୁ ବାଦ୍‌ ପଡ଼ିଛନ୍ତି । ତେଣୁ ଅନ୍ୟ ୬ଟି ଦଳ ସହ ଏମାନଙ୍କୁ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ହେବାକୁ ଥିବା ଗ୍ରୁପ୍‌ ପର୍ଯ୍ୟାୟରେ ଖେଳିବାକୁ ହେବ । ଏହି ଗ୍ରୁପ୍‌ ପର୍ଯ୍ୟାୟ ୨୦୨୦ ଅକଟୋବର ୧୮ରୁ ୨୩ ତାରିଖ ପର୍ଯ୍ୟନ୍ତ ଖେଳାଯିବ । ଏହା ପରେ ଅକଟୋବର ୨୪ରୁ ଖେଳାଯିବ ସୁପର-୧୨ ରାଉଣ୍ଡ ବା ମୁଖ୍ୟ ରାଉଣ୍ଡ । ୨୪ ତାରିଖରେ ପ୍ରଥମ ମ୍ୟାଚ୍‌ ଆୟୋଜକ ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ସିଡନୀରେ ଏବଂ ଦ୍ୱିତୀୟ ମ୍ୟାଚ୍‌ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପର୍ଥରେ ଖେଳାଯିବ ।

ଏବେ ଆସନ୍ତୁ ନଜର ପକାଇବା ୨୦୨୦ ଟି-୨୦ ବିଶ୍ୱକପ୍‌ର କ୍ରୀଡ଼ା ସୂଚୀ ଉପରେ ।

ICC T-20_3

୨୦୨୦ ଟି-୨୦ ବିଶ୍ୱକପ୍‌ର କ୍ରୀଡ଼ା ସୂଚୀ

October 19: Bangladesh vs Qualifier B3, Bellerive Oval, Tasmania
October 19: Qualifier B2 vs Qualifier B4, Bellerive Oval, Tasmania
October 20: Qualifier A3 vs Qualifier A4, Kardinia Park, South Geelong
October 20: Sri Lanka vs Qualifier A2, Kardinia Park, South Geelong
October 21: Qualifier B3 vs Qualifier B4, Bellerive Oval, Tasmania
October 21: Bangladesh vs Qualifier B2, Bellerive Oval, Tasmania
October 22: Qualifier A2 vs Qualifier A3, Kardinia Park, South Geelong
October 22: Sri Lanka vs Qualifier A4, Kardinia Park, South Geelong
October 23: Qualifier B2 vs Qualifier B3, Bellerive Oval, Tasmania
October 23: Bangladesh vs Qualifier B4, Bellerive Oval, Tasmania

ICC T-20_1

SUPER 12s

October 24: Australia vs Pakistan, Sydney Cricket Ground, Sydney
October 24: India vs South Africa, Perth Stadium, Perth
October 25: A1 vs B2, Blundstone Arena, Hobart
October 25: New Zealand vs Windies, Melbourne Cricket Ground, Melbourne
October 26: Afghanistan vs A2, Perth Stadium, Perth
October 26: England vs B1, Perth Stadium, Perth
October 27: New Zealand vs B2, Blundstone Arena, Hobart
October 28: Afghanistan vs B1, Perth Stadium, Perth
October 28: Australia vs Windies, Perth Stadium, Perth
October 29: Pakistan vs A1, Sydney Cricket Ground, Sydney
October 29: India vs A2, Melbourne Cricket Ground, Melbourne
October 30: England vs South Africa, Sydney Cricket Ground, Sydney
October 30: Windies vs B2, Perth Stadium, Perth
October 31: Pakistan vs New Zealand, Brisbane Cricket Ground, Brisbane
October 31: Australia vs A1, Brisbane Cricket Ground, Brisbane
November 1: South Africa vs Afghanistan, Adelaide Oval, Adelaide
November 1: India vs England, Melbourne Cricket Ground, Melbourne
November 2: A2 vs B1, Sydney Cricket Ground, Sydney
November 2: New Zealand vs A1, Brisbane Cricket Ground, Brisbane
November 3: Pakistan vs Windies, Adelaide Oval, Adelaide
November 3: Australia vs B2, Adelaide Oval, Adelaide
November 4: England vs Afghanistan, Brisbane Cricket Ground, Brisbane
November 5: South Africa vs A2, Adelaide Oval, Adelaide
November 5: India vs B1, Adelaide Oval, Adelaide
November 6: Pakistan vs B2, Melbourne Cricket Ground, Melbourne
November 6: Australia vs New Zealand, Melbourne Cricket Ground, Melbourne
November 7: England vs A2, Adelaide Oval, Adelaide
November 7: Windies vs A1, Melbourne Cricket Ground, Melbourne
November 8: South Africa vs B1, Sydney Cricket Ground, Sydney
November 8: India vs Afghanistan, Sydney Cricket Ground, Sydney

SEMI-FINALS

November 11: To be decided, Sydney Cricket Ground, Sydney
November 12: To be decided, Adelaide Oval, Adelaide

FINAL

November 15: To be decided, Melbourne Cricket Ground, Melbourne

ICC T-20_4

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.